ନୂଆପଡ଼ା ଆସନ ପାଇଁ ମଙ୍ଗଳବାର ସୁଦ୍ଧା ପ୍ରାର୍ଥୀ ଦେବ କଂଗ୍ରେସ

ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ବିଧାନସଭା ଉପନିର୍ବାଚନ। ସୋମବାର ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ପରେ ରାଜନୈତିକ ମହଲରେ ତତ୍ପରତା ପ୍ରକାଶ ପାଇଛି। କଂଗ୍ରେସ ଏହି ଆସନ ପାଇଁ ମଙ୍ଗଳବାର … Read More

କଟକ ଗଣ୍ଡଗୋଳ: ୮ ଗିରଫ

କଟକ: କଟକ ଗଣ୍ଡଗୋଳ ଘଟଣାରେ ଏଯାବତ ୮ଜଣଙ୍କୁ ଗିରଫ କରିଛି ପୁଲିସ । ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ଏସ୍‍ ଦେବଦତ୍ତ ସିଂହ । ଆଗକୁ କାର୍ଯ୍ୟାନୁଷ୍ଠାନ ଆହୁରି ଜୋରଦାର ହେବ ବୋଲି କହିଛନ୍ତି ।  ୩ଟି ମାମଲାରେ ୮ଜଣଙ୍କୁ … Read More

ନୂଆପଡାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୧୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆପଡା ଜିଲା ଗସ୍ତ କରି ୧୧୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ୯୫୭ଟି ନୂତନ ପ୍ରକଳ୍ପର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କ ସରକାର, ଜନକଲ୍ୟାଣ ଓ ବିକାଶକୁ … Read More

ପୁଲିସ ଏସ୍‍ଆଇ ପରୀକ୍ଷା ଘୋଟାଲା: ବିଜେଡିର ଜୋରଦାର ଆନ୍ଦୋଳନ

ଭୁବନେଶ୍ବର: ପୁଲିସ୍‍ ସବ୍‍ ଇନ୍ସପେକ୍ଟର ପରୀକ୍ଷା ଅନିୟମିତତା ଧରାପଡିବା ପରେ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ଦଲାଲଙ୍କୁ ଧରୁଛ, ହେଲେ ମାଷ୍ଟରମାଇଣ୍ଡ କୁଆଡେ ଗଲା ବୋଲି ପ୍ରଶ୍ନ କରି ସରକାରଙ୍କୁ ଘେରିଛି ବିଜେଡି । ଘଟଣାର ତଦନ୍ତ ତୁରନ୍ତ ସିବିଆଇକୁ … Read More

ଯୁବକଙ୍କୁ ଛୁରି ଭୁସି ହତ୍ୟା: ଅଭିଯୁକ୍ତ ଗିରଫ

ଆସିକା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳରେ ଯୁବକଙ୍କୁ ଛୁରି ଭୁସି ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ରେଡି ଦାମଦରପଲ୍ଲିରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମୃତକ ୩୪ ବର୍ଷୀୟ ଡି. ଶଙ୍କର … Read More

କଟକ କର୍ଫ୍ୟୁ: ମିଥ୍ୟା ପ୍ରଚାର କଲେ ହେବ କାର୍ଯ୍ୟାନୁଷ୍ଠାନ

କଟକ: କଟକରେ ୩୬ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି । ଏହି ସମୟରେ ଶାନ୍ତି ବଜାୟ ରଖିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବାରମ୍ବାର ନିବେଦନ କରାଯାଉଛି । ପୁଲିସ ଏକ ଆଡଭାଇଜରୀ ଜାରି କରି କହିଛି ଯେ ମିଥ୍ୟ ପ୍ରଚାର … Read More

କଟକରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା

କଟକ : କଟକରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା ।  ଆଜି ସନ୍ଧ୍ୟାରୁ ଆସନ୍ତାକାଲି ସନ୍ଧ୍ୟା ଯାଏଁ ୭ ଟା ଯାଏ କଟକଣା ବୃଦ୍ଧି କରାଯାଇଛି  । ଏନେଇ ଗୃହ ବିଭାଗକୁ ପ୍ରସ୍ତାବ ଦେଇଥିଲେ ଜିଲ୍ଲାପାଳ ।  ଏପରି ହେଲେ … Read More

ଆସନ୍ତାକାଲି ସକାଳ ୧୦ ଟା ପର୍ଯ୍ୟନ୍ତ ସିଲଭର ସିଟିରେ ବଳବତ୍ତର ରହିବ କର୍ଫ୍ୟୁ

କଟକ : ସୁରକ୍ଷା ଭିତରେ ସିଲଭର ସିଟି । ଚାପା ଉତ୍ତେଜନା ସତ୍ତ୍ବେ ନିୟନ୍ତ୍ରଣରେ ସ୍ଥିତି। ଦ୍ବିତୀୟ ଦିନରେ କଟକରେ କର୍ଫ୍ୟୁ। ଗତକାଲିର ବାଇକ ରାଲି ବେଳେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାତି ୧୦ଟାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଥିଲା। … Read More

ବଳରାମ ଦାସ ସମାଧି ପୀଠ ନବୀକରଣ ପାଇଁ ୨୨ କୋଟି ଟଙ୍କାର ଅନୁଦାନ ମିଳିଲା

କୋଣାର୍କ: କାହିଁ କେଉଁ କାଳରୁ ଗୋପ ବ୍ଲକ ଅନ୍ତର୍ଗତ ବେଗୁନିଆ ଗାଁରେ ରହି ଆସିଛି ଭକ୍ତ ବଳରାମ ଦାସଙ୍କ ସମାଧି ପୀଠ । ଯାହାକି ଗୁପ୍ତ ଶ୍ରୀକ୍ଷେତ୍ର ନାମରେ ବେଶ ପରିଚିତ । ଉକ୍ତ କ୍ଷେତ୍ରରେ ଉନ୍ନତି ନେଇ ସ୍ଥାନୀୟ ଅଞ୍ଚଳବାସୀ ସରକାରଙ୍କ … Read More

ପୁରୀରେ ଆସନ୍ତାକାଲି ଠାରୁ ହବିଷିଆଳି ବ୍ରତ ଆରମ୍ଭ

ପୁରୀ: ପୁରୀରେ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ହବିଷିଆଳି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଲେଣି। ପୁରୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ୪ଟି ସ୍ଥାନରେ ହବିଷିଆଳିଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଛି … Read More