ବରଗଡ଼ରୁ ଜବତ ହେଲା ଘାତକ କଫ ସିରପ୍
ଭୁବନେଶ୍ବର : ମଧ୍ୟପ୍ରଦେଶ କଫ୍ ସିରପ୍ ଖାଇ ଶିଶୁ ମୃତ୍ୟୁ ପରେ ଓଡ଼ିଶାରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ଓଡ଼ିଶାରେ ପହଞ୍ଚିଥିବା ଘାତକ କୋଲ୍ଡ ରିଫ୍କୁ ନେଇ ତନାଘନା ଆରମ୍ଭ କରିଛି ଓଡ଼ିଶା ଭେଷଜ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ। … Read More
