ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଛାତରୁ ଡେଇଁ ମାନସିକ ଅନଗ୍ରସର ଥିବା ରୋଗୀ ମୃତ
ସୁନ୍ଦରଗଡ଼: ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ। ୩ ମହଲା ଛାତରୁ ଡେଇଁ ଜୀବନ ହାରିଲେ ଯୁବକ। ମୃତକ ମାନସିକ ଅନଗ୍ରସର ଥିବା ସୂଚନା ରହିଛି। ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଯୁବକ। ସୂଚନା ଅନୁସାରେ ଗତ … Read More
