ମଝି ଆକାଶରେ ବିମାନର ଇଞ୍ଜିନରେ ଭୟଙ୍କର ଅଗ୍ନିକାଣ୍ଡ: ସୁରକ୍ଷିତ ଭାବେ ହେଲା ଜରୁରୀକାଳୀନ ଅବତରଣ

ମଝି ଆକାଶରେ ବିମାନରେ ଲାଗିଲା ନିଆଁ । ଗ୍ରୀସରୁ ଜର୍ମାନୀ ଯାଉଥିବାବେଳେ କଣ୍ଡୋର ଏୟାରୱେଜ୍ ଫ୍ଲାଇଟର ଡାହାଣ ଇଞ୍ଜିନରୁ ନିଆଁ ବାହାରିଥିଲା । ଫଳରେ ଜରୁରୀକଳୀନ ଅବତରଣ କରାଯାଇଥିଲା । ଅଘଟଣ ସମୟରେ ଫ୍ଲାଇଟରେ ୩୦୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବାର ସୂଚନା … Read More

ଜନ୍ମାଷ୍ଟମୀ ଶୋଭାଯାତ୍ରାରେ ଅଘଟଣ, ରଥ ସହିତ ବିଦ୍ୟୁତ ତାର ଲାଗିବାରୁ ୫ ମୃତ

ହାଇଦ୍ରାବାଦ : ହାଇଦ୍ରାବାଦର ରାମନ୍ଥପୁର ଅଞ୍ଚଳରେ ବଡ଼ ଅଘଟଣ । ଜନ୍ମାଷ୍ଟମୀ ଶୋଭାଯାତ୍ରା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଗୁରୁତର ରହିଛନ୍ତି । ଘଟଣାଟି ରାମନ୍ଥପୁର ଅଞ୍ଚଳର ଗୋପାଳ ନଗରରେ ହୋଇଛି … Read More

ପୁଣି ମୁହାଁମୁହି ହେବେ ଭାରତ-ପାକିସ୍ତାନ: ଯେ କୌଣସି ସମୟରେ ଭାଙ୍ଗିପାରେ ଅସ୍ତ୍ରବିରତି

ୱାଶିଂଟନ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଉପରେ ଆମେରିକା ଗମ୍ଭୀର ଚିନ୍ତା ପ୍ରକାଶ କରିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ, ଆମେ ଉଭୟ ଦେଶର ପରିସ୍ଥିତି ଉପରେ ପ୍ରତିଦିନ ନଜର ରଖୁଛୁ, କାରଣ ଭାରତ … Read More

ଶାନ୍ତି ପାଇଁ ଆଜି ଆଲୋଚନା ହେବ ଟ୍ରମ୍ପ-ଜେଲେନସ୍କି ମଧ୍ୟରେ

ନୂଆଦିଲ୍ଲୀ: ଆଜି ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଛି । ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରି ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ନେତାଙ୍କ … Read More

ମୁମ୍ବାଇରେ ହାଇଆଲର୍ଟ: ଲଗାଣ ବର୍ଷା ଯୋଗୁଁ ସ୍କୁଲ ଓ କଲେଜ ବନ୍ଦ ପାଇଁ ଜାରି ହେଲା ଆଡଭାଇଜରି

ମୁମ୍ବାଇ : ଲଗାଣ ବର୍ଷାରେ ବୁଡ଼ିଲା ମାୟାନଗରୀ । ଲଗାତାର ତୃତୀୟ ଦିନରେ ମୁମ୍ବାଇରେ ମୁଷଳଧାରା ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଫଳରେ ଦେଶର ଆର୍ଥିକ ସହରର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । IMD ପକ୍ଷରୁ ମୁମ୍ବାଇ … Read More

ମୋଦିଙ୍କୁ ଫୋନ୍ ଯୋଗେ ଆଲାସ୍କାରେ ଟ୍ରମ୍ପଙ୍କ ସହ ଆଲୋଚନା ବିଷୟରେ କଥା ହେଲେ ପୁଟିନ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । ଆଲାସ୍କାରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୋଇଥିବା ଆଲୋଚନା ବାବଦରେ ପୁଟିନ ସୂଚନା ଦେଇଛନ୍ତି । ରୁଷ ରାଷ୍ଟ୍ରପତିଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ … Read More

ମହିଳା ସାଂସଦଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ: ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ସାଂସଦ

ଭୁବନେଶ୍ୱର :  ମହିଳା ସାଂସଦଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ । ଧମକ ପରେ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କଲେ ସାଂସଦ ।  ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ସୋସିଆଲ ମିଡିଆରେ ଧମକ ମିଳିଛି ।  … Read More

ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ; ସିପି ରାଧାକୃଷ୍ଣନ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ।ରବିବାର ବିଜେପି ସଂସଦୀୟ ଦଳ ବୈଠକରେ ତାଙ୍କ ନାମ ଘୋଷଣା କରାଯାଇଛି। ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବିଜେପି ସଂସଦୀୟ ବୋର୍ଡର ଏକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର … Read More

ସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସୁସ୍ଥ ଅଛନ୍ତି ନବୀନ । ଆଜି ହସପିଟାଲରୁ ଡିସଚାର୍ଜ ହେବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୁସ୍ଥ ଥିବା ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ। ଡାକ୍ତରଙ୍କୁ ମୁଁ ସୁସ୍ଥ ଅଛି କହିଲେ। ଡାକ୍ତରଙ୍କୁ ମୁଁ … Read More

ଝାରସୁଗୁଡ଼ାରେ ବାଘ ପାଦଚିହ୍ନ ଦେଖି ଭୟଭୀତ ଅଞ୍ଚଳବାସୀ

ଝାରସୁଗୁଡା: ଝାରସୁଗୁଡ଼ାରେ ବାଘ ଆତଙ୍କ ।  ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ଲଇକେରା ଓ ସମ୍ବଲପୁର ଜିଲ୍ଲା ବାମରାର ସୀମାବର୍ତ୍ତି ଭୁକୁଲାପଡ଼ା, ଗଞ୍ଜୁଡ଼ିହି, କରଲାଖମନ୍ , ଜାମ୍ମାଲ ଆଦି ସ୍ଥାନରେ ବାଘର ପାଦ ଚିହ୍ନ … Read More