୩୫ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ : ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ୩୫ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ କରିଛି। ଏହି ଔଷଧଗୁଡ଼ିକ ଅନେକ ବଡ଼ ଫାର୍ମା କମ୍ପାନୀ ଦ୍ୱାରା ବିକ୍ରି କରାଯାଏ ଏବଂ ଏଥିରେ ଆଣ୍ଟି-ଇନଫ୍ଲେମେଟୋରି, ହୃଦରୋଗ, ଆଣ୍ଟିବାୟୋଟିକ୍, ମଧୁମେହ ଏବଂ … Read More

ଭୂକମ୍ପ ଝଟକାରେ ପୁଣି ଥରିଲା ରୁଷ, ସୁନାମୀ ସତର୍କତା ଜାରି

ରୁଷରେ ରବିବାର ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ରୁଷର କୁରିଲ ଦ୍ଵୀପ ଏବଂ କାମଚାତକାରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜର୍ମାନୀ ଭୂବିଜ୍ଞାନ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା କୁରିଲ ଦ୍ଵୀପରେ ୬.୭ … Read More

ପଥର ଖଣିରେ ଦୁର୍ଘଟଣା; ୬ ଓଡ଼ିଶା ଶ୍ରମିକ ମୃତ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବାପତଲା ଜିଲ୍ଲାରେ ରବିବାର ଦିନ ଏକ ଗ୍ରାନାଇଟ୍ ଖଣିରେ ଦୁର୍ଘଟଣା ଘଟିଛି। ଯେଉଁଥିରେ ଅତି କମରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ୬ ଛଅ ଜଣ ଓଡ଼ିଶାର ବାସିନ୍ଦା … Read More

ତେଜସ୍ବୀ ଯାଦବଙ୍କୁ ନୋଟିସ ପଠାଇଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ : ଦୁଇଟି ଭୋଟର ପରିଚୟ ପତ୍ର ନମ୍ବର ମାମଲାରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବଡ଼ ଅଡ଼ୁଆରେ ଫସି ଯାଇଛନ୍ତି। ନିର୍ବାଚନ କମିସନ ତାଙ୍କୁ ଏହି ମାମଲାରେ ନୋଟିସ ପଠାଇଛନ୍ତି। … Read More

ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ କେନ୍ଦୁଝର ଗସ୍ତ, ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ

କେନ୍ଦୁଝର : କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ।  ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ୨ଦିନିଆ କେନ୍ଦୁଝର ଗସ୍ତ ଆରମ୍ଭ ହୋଇଛି । ଭୁବନେଶ୍ଵରରୁ ବାହାରି ରାଇସୁଆଁ Air Strip ରେ ଦିନ ୧୦ଟା ରେ ମୁଖ୍ୟମନ୍ତ୍ରୀ ପହଞ୍ଚିଛନ୍ତି । ସେଠାରୁ ସଡ଼କ … Read More

ମାଓ ବିସ୍ଫୋରଣରେ କାର୍ଯ୍ୟରତ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ଘଟଣା; ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ଓଡ଼ିଶାରେ ନିଜ ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । ଶହୀଦ ସପ୍ତାହରେ ମାଓବାଦୀମାନେ ଘଟାଇଛନ୍ତି ହିଂସା । ରବିବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରି ରେଲଓ୍ବେ ଟ୍ରାକ ଉଡ଼ାଇ ଦେଇଛନ୍ତି। ଏହି ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ରେଳ କର୍ମଚାରୀ ଇଟୁଆ ଓରାମଙ୍କ ମୃତ୍ୟୁ … Read More

ମୁମ୍ବାଇ ଆଇଆଇଟିର ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଶୁକ୍ରବାର ଏବଂ ଶନିବାର ମଧ୍ୟରାତ୍ରିରେ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ଆଇଆଇଟି ବମ୍ବେରେ ପାଠପଢ଼ୁଥିଲେ ଏବଂ ସେ ହଷ୍ଟେଲର ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରଜଣକ ମେଟା ସାଇନ୍ସର ଚତୁର୍ଥ … Read More

ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା ଅଭିଯୋଗ, ତଦନ୍ତ ଆରମ୍ଭ

ନବରଙ୍ଗପୁର : ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା ଅଭିଯୋଗ ।  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅଞ୍ଚଳରୁ ଆସିଛି ଏପରି ଲୋମଟାଙ୍କୁରା ଅଭିଯୋଗ ।  କାଲି ରାତିରୁ ଯୁବତୀ ଜଣକ ଘର ପାଖ ପଡିଆକୁ ଶୌଚ ଯାଇ ଆଉ ଘରକୁ … Read More

ସମୁଦ୍ରକୁ ମାଛ ମାରିବାକୁ ଯାଇ ୪ ମତ୍ସ୍ୟଜୀବୀ ନିଖୋଜ ଘଟଣା, ସମସ୍ତେ ସୁରକ୍ଷିତ ଉଦ୍ଧାର

ଭୋଗରାଇ: ସମୁଦ୍ରକୁ ମାଛ ମାରିବାକୁ ଯାଇ ୪ ମତ୍ସ୍ୟଜୀବୀ ନିଖୋଜ ଘଟଣା। ସମସ୍ତଙ୍କୁ ଉଦ୍ଧାର କଲା ପୋଲିସ ।  ଶନିବାର ସକାଳେ ବାଲିଆପାଳ ବ୍ଲକ ଚୌମୁଖ ପଞ୍ଚାୟତ କଙ୍କଡାପାଳ ଗ୍ରାମର ମଧୁସୂଦନ ଗିରି, ଗୋପାଳ ଗିରି, ରବିନ୍ଦ୍ର ଗିରି ଏବଂ ଚୌମୁଖ ଗ୍ରାମର … Read More

ଶିବ ମନ୍ଦିର ଯିବା ବାଟରେ ବଡ଼ ସଡକ ଦୁର୍ଘଟଣା: ୧୧ ଜଣଙ୍କ ମୃତ୍ୟୁ, ୪ ଜଣ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବଡ଼ ସଡକ ଦୁର୍ଘଟଣା । କେନାଲକୁ ଖସିଲା କାର୍ । ଭାରସାମ୍ୟ ହରାଇ କେନାଲକୁ ଖସି ପଡିଲା ଏସୟୁଭି ଗାଡ଼ି । ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । … Read More