୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ! ଆଜି ୭ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ୧୩ରେ ଲଘୁଚାପ ।  ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ।  ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଏବେ ଏକ ଘୂର୍ଣ୍ଣିବଳୟ ରହିଛି ।  ଦକ୍ଷିଣ ପଶ୍ଚିମ ଆଡ଼କୁ … Read More

ରାଜଧାନୀରେ ଘରୋଇ ହସ୍ପିଟାଲରେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଏକ ଘରୋଇ ହସ୍ପିଟାଲର ଜଣେ ନର୍ସଙ୍କ ମୃତଦେହ ମିଳିଛି । ତାଙ୍କର . ଡ୍ୟୁଟି ସମୟରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା … Read More

ନିର୍ବାଚନ କମିସନ ୩୩୪ଟି ଦଳର ପଂଜୀକରଣ ରଦ୍ଦ କଲେ

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନ ଶନିବାର ଏକ ବଡ଼ ପଦକ୍ଷେପ ନେଇ ୩୩୪ଟି ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଅଥବା ଆରୟୁପିପିର ପଞ୍ଜୀକରଣ ବାତିଲ କରିଛନ୍ତି। ଏହି ଦଳଗୁଡ଼ିକ ୨୦୧୯ ପରଠାରୁ ଗୋଟିଏ ବି ନିର୍ବାଚନ ଲଢ଼ି ନଥିଲେ ଏବଂ ସେମାନଙ୍କ କାର୍ଯ୍ୟାଳୟର … Read More

ଆତଙ୍କବାଦୀଙ୍କ ସହ ଗୁଳିବିନିମୟ: ୨ ଯବାନ ସହିଦ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ। ଆଉ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା। ଜମ୍ମୁ ଓ କଶ୍ମୀରର କୁଲଗାମ ଅଖାଲରେ ଲସ୍କର ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନ ୯ମ ଦିନରେ ପହଞ୍ଚିଛି। ୩ … Read More

ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ : ଜଣେ ମୃତ, ୧୧ ଆହତ

ଦିଲ୍ଲୀ : ଦିଲ୍ଲୀ କସମସ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ଗାଡି ପହଞ୍ଚି ୧୧ଜଣଙ୍କୁ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ, ଦିଲ୍ଲୀର … Read More

ସ୍କିମାଟିକ୍‌ ଶିକ୍ଷକଙ୍କୁ ବଡ଼ ଧକ୍କା: ୧୬,୦୦୦ ଶିକ୍ଷକଙ୍କ ଭବିଷ୍ୟତ ଅନ୍ଧାରରେ

ଭୁବନେଶ୍ୱର: ମାତ୍ର ସପ୍ତାହେ ମଧ୍ୟରେ ସ୍କିମାଟିକ୍‌ ଶିକ୍ଷକଙ୍କୁ ଲାଗିଛି ବଡ଼ ଧକ୍କା। ମଉଳି ଯାଇଛି ସେମାନଙ୍କର ଚାକିରି ନିୟମିତ ହେବାର ଆଶା। ସ୍କିମାଟିକ୍‌ ଶିକ୍ଷକମାନଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସ୍ତାବକୁ ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୱେବସାଇଟ୍‌ରୁ ଉଡ଼ାଇ ଦିଆଯାଇଥିଲା। ଏବେ … Read More

ଏଟିଏମ କାର୍ଡ ଲୁଟେରାଙ୍କ ଉପଦ୍ରବ; କାର୍ଡ ବଦଳାଇ ନେଇଗଲେ ୪୦ ହଜାର ଟଙ୍କା

ସୁନ୍ଦରଗଡ ୯।୮: ମହିଳାଙ୍କ ATM କାର୍ଡ ବଦଳାଇ ନେଇ ଗଲେ ୪୦ ହଜାର ଟଙ୍କା । ଏଟିଏମକୁ ଟଙ୍କା   ଉଠାଇବାକୁ ଆସିଥିବା ଜଣେ ମହିଳାଙ୍କ କାର୍ଡ ବଦଳାଇ ୪୦ ହଜାର ଟଙ୍କା ନେଇ ଗଲେ ଦୁଇ ଜଣ ଦୁର୍ବୃତ୍ତ । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ସଦର ଥାନା ଠେଲକୋବୁଡର ଜୟନ୍ତୀ ଟପୋ ସୁନ୍ଦରଗଡ଼ … Read More

ହାରିଗଲେ ରାଇଘର ପୀଡ଼ିତା, ଏମ୍‌ସରେ ମୃତ୍ୟୁ

ଭୁବନେଶ୍ଵର : ପ୍ରତାରଣାର ଶିକାର ହୋଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନବରଙ୍ଗପୁର ଜିଲା ରାଇଘର ଅଞ୍ଚଳର ନର୍ସିଂ ଛାତ୍ରୀ ଶେଷରେ ପ୍ରାଣ ହରାଇଛନ୍ତି। ୨୦ରୁ ଅଧିକ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖିବୁଜିଛନ୍ତି। ଭୁବନେଶ୍ଵର … Read More

ସ୍କୁଲ ବାରଣ୍ଡାରେ ମଦ ପିଇ ସାର୍ ମାତାଲ, ଭିଡିଓ ଭାଇରାଲ

ଘଟଗାଁ : ମାଲ ପିଇ ମାତାଲ ସାର୍  । ହୋସ ହରାଇ ସ୍କୁଲ ବାରଣ୍ଡାରେ ଶୋଇଛନ୍ତି ଶିକ୍ଷକ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତରେ ଥିବା ଭୁଲୁଦା ଦିଣ୍ଡାପାଟ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ବିଜ୍ଞାନ … Read More

ରାଜ୍ୟରେ ଖାଲି ପଡ଼ୁଛି ପ୍ଲସ ଟୁ ସିଟ୍, ବୈଷୟିକ ଶିକ୍ଷା ପ୍ରତି ପିଲାଙ୍କ ଆଗ୍ରହ ବଢୁଛି

ଭୁବନେଶ୍ୱର: ଯୁକ୍ତ ଦୁଇ ବା ପ୍ଲସ୍ ଟୁ ପଢ଼ିବା ଅପେକ୍ଷା ବୈଷୟିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଛି। ଚଳିତ ବର୍ଷ ରାଜ୍ୟର ବିଭିନ୍ନ କଲେଜରେ ଦେଢ଼ ଲକ୍ଷରୁ ଅଧିକ ପ୍ଲସ୍ ଟୁ ସିଟ୍ ଖାଲି ରହିଛି। ଶିକ୍ଷାବିତ କହୁଛନ୍ତି, ଯେଉଁ … Read More