ଇଂ. ହରିହର ତ୍ରିପାଠୀଙ୍କ ପୁସ୍ତକ ‘ମୁଁ ଆସୁଛି ତୁମ ପାଖକୁ’ ଲୋକାର୍ପିତ

ଭୁବନେଶ୍ୱର: “ମତେ ନିଜ ଭିତରେ ଅନୁଭବ କର। ନିଜର ପରିବେଶକୁ ମନ୍ଦିର କରିଦିଅ | ପ୍ରକୃତିର ସୁରକ୍ଷା ଭିତରେ ମୋର ଉପାସନା କର | ଦୁଃଖି-ଭୋକିର ସେବା ହିଁ ମୋର ଶ୍ରେଷ୍ଠ ନୈବେଦ୍ୟ।” – ଏହା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିଜସ୍ୱ … Read More

ଅପରେସନ ସିନ୍ଦୂର ପ୍ଲାନ ସ୍ପଷ୍ଟ କଲେ ସ୍ଥଳ ସେନା ମୁଖ୍ୟ

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ପହଲଗାମରେ ଯାହା ଘଟିଥିଲା ତାହା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏହାର ପରଦିନ ଅର୍ଥାତ ପରଦିନ ୨୩ ଏପ୍ରିଲରେ ଶୀର୍ଷ ସାମରିକ ଏବଂ ରାଜନୈତିକ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ପଷ୍ଟ ଶବ୍ଦରେ କହିଥିଲେ- ବହୁତ … Read More

ରାଜଧାନୀରେ ବୋମା ମାଡ଼, ତଦନ୍ତ କରୁଛି ପୋଲିସ

ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼। ଭରତପୁର ପଣ୍ଡା କୁଦିଆ ବସ୍ତିରେ ବୋମାମାଡ଼ ହୋଇଛି। ଜମିଜମା ଗଣ୍ଡଗୋଳକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତ ବୋମାମାଡ କରି ଫେରାର ହୋଇଯାଇଛନ୍ତି । ଘଟଣାର ଖୋଳତାଡ଼ କରୁଛି ଭରତପୁର ପୋଲିସ … Read More

ପ୍ରଥମ ଥର କାଶ୍ମୀର ଘାଟିରେ ହେଲା ମାଲ୍ ପରିବହନ, ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାଶ୍ମୀରରେ ରେଳ ପରିବହନ ନିରନ୍ତର ବୃଦ୍ଧି ପାଉଛି। ଦୁର୍ଗମ ଅଞ୍ଚଳଗୁଡ଼ିକୁ ସୁଡ଼ଙ୍ଗ ଏବଂ ସେତୁ ମାଧ୍ୟମରେ ସଂଯୋଗ କରାଯାଉଛି। ଆଉ ଏବେ ସାମଗ୍ରୀ ପରିବହନରେ ରେଳବାଇ ଏକ ମାଇଲଖୁଣ୍ଟ ଛୁଇଁଛି। ଯେତେବେଳେ ପ୍ରଥମ ମାଲବାହୀ ଟ୍ରେନ୍ ଜମ୍ମୁ କାଶ୍ମୀରର ଅନନ୍ତନାଗରେ … Read More

ନିଗମ ଓ ବୋର୍ଡରେ ନେତାଙ୍କ ଥଇଥାନ ଖୁବଶୀଘ୍ର

ଭୁବନେଶ୍ୱର : ପ୍ରଥମେ ବୋର୍ଡ ଓ ନିଗମରେ ନେତାଙ୍କୁ ଥଇଥାନ କରାଯିବ। ତା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ଚଳିତ ମାସ ନିଗମ, ବୋର୍ଡ ଅଧ୍ୟକ୍ଷ ପଦରେ ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ହେବ। ରାଖୀ ପୂର୍ଣ୍ଣମୀ ଅବସରରେ ରାଜ୍ୟ ବିଜେପି ସଭାପତି … Read More

ରୁଷରେ ଭୂମିକମ୍ପ, ତୀବ୍ରତା ୬.୦

ନୂଆଦିଲ୍ରୁଲୀ: ଷରେ ଏକ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ମାପ କରାଯାଇଥିଲା । USGS ଭୂମିକମ୍ପ କହିଛି, ଗତକାଲି ରାତିରେ ରୁଷର ସେଭେରୋ-କୁରିଲସ୍କର ପୂର୍ବ ଦକ୍ଷିଣ-ପୂର୍ବରେ ୨୬୭ କିଲୋମିଟର ଦୂରରେ ରିକ୍ଟର ସ୍କେଲରେ … Read More

ୟୁକ୍ରେନ ଯୁଦ୍ଧ ଶେଷ ପାଇଁ ଟ୍ରମ୍ପ-ପୁଟିନଙ୍କ ବୈଠକ: ସମର୍ଥନ କଲା ଭାରତ

ନୂଆଦିଲ୍ଲୀ: ଭାରତ ଶନିବାର ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ବୈଠକକୁ ସ୍ୱାଗତ କରିଛି। ଏହି ବୈଠକ ଅଗଷ୍ଟ ୧୫ରେ ଆଲାସ୍କାରେ ହେବ। ଭାରତର … Read More

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଲୋକାର୍ପଣ ଉତ୍ସବ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ୪ ଜିଲ୍ଲାରେ ହେବ ମେଡିକାଲ କଲେଜ

କୋରାପୁଟ : ୪ ଜିଲ୍ଲାରେ ହେବ ମେଡିକାଲ କଲେଜ  ।  କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଲୋକାର୍ପଣ ଉତ୍ସବରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  ।  ରାଜ୍ୟରେ ବର୍ତ୍ତମାନ ୧୨ଟି ସରକାରୀ ମେଡିକାଲ କଲେଜ ଅଛି ।  ଖୁବ୍ ଶୀଘ୍ର ଢେଙ୍କାନାଳ, ଜଗତସିଂହପୁର, … Read More

ବିଦ୍ୟୁତ ସଂଯୋଗ ନାହିଁ: ଅନ୍ଧାରୀ ଜୀବନ ବିତାଉଛନ୍ତି ୪୦ ରୁ ଉର୍ଦ୍ଧ୍ବ ପରିବାର

ଘଟଗାଁ: ଯୁଗ ବଦଳିବା ସହ ବଦଳିଛି ଲୋକଙ୍କ ଚାଲିଚଳନ। ବିଶେଷ କରି ଗ୍ରାମଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ଏଥିପାଇଁ ସରକାର ବିଭିନ୍ନ ଯୋଜନା ଜରିଆରେ ପାଣି ଭଳି ଅର୍ଥ ମଧ୍ୟ ଖର୍ଚ୍ଚ କରୁଛନ୍ତି। … Read More

ଚନ୍ଦ୍ରଭାଗାରେ ବୁଡି ୩ ମୃତ

ଗୋପ : ବଣଭୋଜି କରି ସମୁଦ୍ରରେ ଗାଧୋଇବା ବେଳେ ଘଟିଲା ଅଘଟଣ । ଉଚ୍ଚ ଜୁଆର ଯୋଗୁଁ ଗାଧୋଇବା ବେଳେ ସମୁଦ୍ରଭିତରକୁ ଚାଲିଯାଇଥିଲେ ଜଣେ ଯୁବକ । ସଙ୍ଗେ ସଙ୍ଗେ ସାଙ୍ଗମାନଙ୍କ ଦ୍ୱାରା ଉଦ୍ଧାର କରାଯାଇ କୋଣାର୍କ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି … Read More