ଘରୋଇ କମ୍ପାନିକୁ ଫାଇଦା ଦେବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି: ଶ୍ରୀକାନ୍ତ ଜେନା

ଭୁବନେଶ୍ବର: ରାଜ୍ୟରେ ସାର ସଙ୍କଟ ‌ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ଏହି ବିଭାଗର ମନ୍ତ୍ରୀ ଥିଲାବେଳେ ତାଳଚେର ସାର କାରଖାନା ଚାଲୁ କରିବାକୁ ପ୍ରଥମେ ପ୍ରସ୍ତାବ ଦେଇଥିଲି । ଦେଶରେ ଅକାମୀ … Read More

‘ଚିଙ୍ଗୁଡ଼ି ଉଦ୍ୟୋଗ ଓ ଚାଷୀଙ୍କ ଜୀବିକା ରକ୍ଷା କରନ୍ତୁ…’, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ତାରା ପଟ୍ଟନାୟକ

ଭୁବନେଶ୍ୱର: ଆମେରିକା ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରାଯାଇଛି । ଅଗଷ୍ଟ ୨୭ରୁ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଟାରିଫ୍ ଆଦୟ କରୁଛି ଆମେରିକା । ଯାହାର ପ୍ରଭାବ ଭାରତୀୟ ନିର୍ମାତାଙ୍କ ଉପରେ ପଡ଼ିବା ନେଇ … Read More

ବାଲିଯାତ୍ରା ପ୍ରସ୍ତୁତି ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରାଥମିକ ବୈଠକ

କଟକ: କଟକ ବାଲିଯାତ୍ରା ଉତ୍ସବ-୨୦୨୫ ଆୟୋଜନ ନିମନ୍ତେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ଯକ୍ଷତାରେ ଏକ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଐତିହାସିକ ବାଲିଯାତ୍ରାର ପ୍ରସ୍ତୁତି ନିମନ୍ତେ ଏହି ପ୍ରାକ-ପ୍ରସ୍ତୁତି ବୈଠକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ … Read More

କମିସନରେଟ ପୁଲିସ ହାତରେ ଧରାପଡିଲେ ୩ ସାଇବର ଠକ

ଭୁବନେଶ୍ବର: କମିସନରେଟ ପୁଲିସ ହାତରେ ଧରାପଡିଲେ ୩ ସାଇବର ଠକ। ଦୁଇଜଣଙ୍କୁ ଗୁଜୁରାଟରୁ ଆଉ ଜଣଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୁଲିସ। ଗୁଜରାଟର ଏକ ସାଇବର ଠକ ଗ୍ୟାଙ୍ଗ ସ୍କାଇପ ଜରିଆରେ ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ ଆରେଷ୍ଟ କରିଥିଲେ। କୋରିଅରରେ … Read More

ନଗଡ଼ାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ: ଅଙ୍ଗନବାଡ଼ି ଅବ୍ୟବସ୍ଥା ଦେଖି ବିଗିଡ଼ିଲେ ଅଧ୍ୟକ୍ଷା

କାଳିଆପାଣି: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ଏବଂ ଏହାର ୪ ଜଣ ସଦସ୍ୟା ମନସ୍ମିତା ଖୁଣ୍ଟିଆ, କସ୍ତୁରୀ ମିଶ୍ର, ସୁଜାତା ନାୟକ ଓ ଚନ୍ଦନା ଦାସ ଗୁରୁବାର ସଦଳବଳ ନଗଡ଼ା ଗସ୍ତକରି ବାସ୍ତବ ସ୍ଥିତି ପରଖିଛନ୍ତି। … Read More

ୟୁକ୍ରେନର ପୂର୍ବତନ ବାଚସ୍ପତିଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ : ୟୁକ୍ରେନର ପୂର୍ବତନ ବାଚସ୍ପତି ଆଣ୍ଡ୍ରି ପାରୁବୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି ଅଜ୍ଞାତ ବନ୍ଧୁକଧାରୀ ଶନିବାର ତାଙ୍କୁ ହତ୍ୟା କରିଥିବା ନେଇ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ସ୍ପଷ୍ଟ କରିଛନ୍ତି। ଜେଲେନସ୍କି ଘଟଣାର କଡ଼ା ନିନ୍ଦା କରିବା ସହିତ … Read More

SCO ସମ୍ମିଳନୀ ପରେ ଚୀନ କରିବ ଶକ୍ତି ପ୍ରଦର୍ଶନ, ଯୋଗଦେବେ ୨୪ରୁ ଅଧିକ ଦେଶଙ୍କ ମୁଖ୍ୟ, ଭାରତ ହେବନି ସାମିଲ

ନୂଆଦିଲ୍ଲୀ ୩୦।୮: ଚୀନ୍ ରାଜଧାନୀ ବେଜିଂ ଚଳିତ ସପ୍ତାହରେ ଦୁଇଟି ବଡ଼ ଆୟୋଜନର ସାକ୍ଷ ହେବାକୁ ଯାଉଛି। ଏଥିରେ ପ୍ରଥମିଟି ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ଶିଖର ସମ୍ମିଳନୀ ହୋଇଥିବା ବେଳେ ଅନ୍ୟଟି ୩୧ ଅଗଷ୍ଟ ଓ ୧ ସପ୍ଚେମ୍ବରରେ ତିଆନଜେନରେ ଅନୁଷ୍ଠିତ … Read More

ଚୀନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଚୀନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତିଆନଜିନ୍‌ରେ ମୋଦୀଙ୍କୁ କରାଯାଇଛି ଭବ୍ୟ ସ୍ୱାଗତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାତ ବର୍ଷ ପରେ ଚୀନ ଗସ୍ତରେ ରହିଛନ୍ତି । ଚୀନରେ ପ୍ରଧାନମନ୍ତ୍ରୀ ମୋଦୀ ଏସସିଓ ସମ୍ମିଳନୀରେ ଯୋଗ ଦେବେ। … Read More

ଡ. କଲାମଙ୍କ ଭୂମିକାରେ ନଜର ଆସିବେ ସାଉଥ୍‌ ଅଭିନେତା ଧନୁଷ

ମୁମ୍ବାଇ :  ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ରେ ଭାରତର ପୂର୍ବତନ ରାଷ୍ଟ୍ରପତି ଦିବଂଗତ ଡ. ଏପିଜେ ଅବଦୁଲ କଲାମଙ୍କ ଭୂମିକାରେ ଦେଖିବାକୁ ମିଳିବେ ସାଉଥ୍‌ ଅଭିନେତା ଧନୁଷ । ଫିଲ୍ମର ନିର୍ଦ୍ଦେଶକ ଓମ୍‌ ରାଉତ କହିଛନ୍ତି, ଏହି … Read More

୫ଦିନ ପରେ ବନ୍ୟାପାଣି କମିଛି; ଦୁର୍ଦ୍ଦଶା ବଢୁଛି

ଭଦ୍ରକ : ବୈତରଣୀରେ ଆସିଥିବା ବନ୍ୟା ଦୀର୍ଘ ୬ଦିନ ଧରି ତା’ର କରାଳ ରୂପ ଦେଖାଦେବା ପରେ ଏବେ କମିବାରେ ଲାଗିଛି। ବନ୍ୟା ଯୋଗୁଁ ଭଦ୍ରକ ଜିଲାର  ଧାମନଗର ବ୍ଲକର ୧୨ଟି ପଞ୍ଚାୟତର ୩୫ ରୁ ଉର୍ଦ୍ଧ ଗାଁ ଜଳଵନ୍ଦୀ ହୋଇ … Read More