ମଣିଷ ପାଇଁ ବିପଦ ବାର୍ଡ ଫ୍ଲୁ ଭୂତାଣୁର ମ୍ୟୁଟେସନ୍: ଆଇଆଇଏସ୍‌ସି

ବେଙ୍ଗାଲୁରୁ: ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସ୍‌ସି)ର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଏଚ୍୫ଏନ୍୧ (ବାର୍ଡ ଫ୍ଲୁ) ଭୂତାଣୁ ନିର୍ଦ୍ଦିଷ୍ଟ ମ୍ୟୁଟେସନ୍ କାରଣରୁ ମଣିଷ ପାଇଁ ସମ୍ଭାବ୍ୟ ବିପଦ ହୋଇପାରେ। ଆଇଆଇଏସ୍‌ସିର ବାୟୋକେମିଷ୍ଟ୍ରି ବିଭାଗର ସହକାରୀ ପ୍ରଫେସର କେଶବର୍ଦ୍ଧନ ସାନୁଲାଙ୍କ ନେତୃତ୍ୱରେ ଗବେଷକମାନେ … Read More

ଭାରତ ଆମେରିକା ଉପରେ ଅଧିକ ନିର୍ଭର କରିବା ଉଚିତ ନୁହେଁ; ଆମେରିକା ଅର୍ଥନୀତିଜ୍ଞ

ନୂଆଦିଲ୍ଲୀ: ପାକିସ୍ତାକୁ ଧରି ଭାରତ ପଛରେ ପଡ଼ିଛି ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ‌କେହି ବି ପସନ୍ଦ କରୁନଥିଲେ ମଧ୍ୟ ତାଙ୍କ କୁଟନୀତି ତାଙ୍କ ଦେଶ ବ୍ୟତୀତ ଅନ୍ୟ ଦେଶକଗୁଡ଼ିକ ଉପରେ ବି ପଡୁଛି। ଏପେଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ … Read More

ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗ: ତିନିଜଣଙ୍କୁ ଧରିଲା ସୁରକ୍ଷାବାହିନୀ

ଶ୍ରୀନଗର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ସୁରକ୍ଷାବାହିନୀ ଜମ୍ମୁ ଓ କାଶ୍ମୀରରେ ଏକ ବଡ଼ ସଫଳତା ହାସଲ କରିଛି। କୁପୱାଡ଼ାର ୱାଜାମା ହଣ୍ଡୱାଡ଼ାରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ତିନି ଜଣ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ତିନି ଜଣ ହେଉଛନ୍ତି ମହମ୍ମଦ … Read More

ଭୟଙ୍କର ପରିଣତି ଭୋଗିବ : ପାକିସ୍ତାନକୁ ଭାରତର ଚେତାବନୀ

ନୂଆଦିଲ୍ଲୀ : ପାକିସ୍ତାନ ପକ୍ଷରୁ ବାରମ୍ବାର ଭାରତ ବିରୋଧରେ ଯୁଦ୍ଧ ଧମକ ଦିଆଯାଉଥିବାରୁ ତାହାର କଡ଼ା ଜବାବ ଦେଇଛି ଭାରତ । ପାକିସ୍ତାନ ପକ୍ଷରୁ ଯେକୌଣସି ଦୁଃସାହସର ପରିଣତି ଅତ୍ୟନ୍ତ ଭୟାବହ ହେବ ବୋଲି ଭାରତ କହିଛି । ଭାରତର ବୈଦେଶିକ … Read More

AIIMS ରୁ ମୁହଁ ଫେରାଉଛନ୍ତି ଡାକ୍ତର; ୨ ବର୍ଷରେ ଛାଡ଼ିଲେଣି ୪୨୯ ଡାକ୍ତର

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ସରକାରୀ ମେଡିକାଲ୍ AIIMS ଏବେ ସଂକଟରେ । ଡାକ୍ତରମାନେ ଚାକିରି ଛାଡ଼ିବା ଏବେ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏହାକୁ ନେଇ ସଂସଦରେ ପ୍ରକାଶ ପାଇଥିବା ଏକ ତଥ୍ୟ ସାରା ଦେଶକୁ ବିଚଳିତ କରିଦେଇଛି … Read More

ଆଲାସ୍କାରେ ବୈଠକ ପୂର୍ବରୁ ପୁଟିନଙ୍କୁ ଟ୍ରମ୍ପଙ୍କ ଚେତାବନୀ

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ୨୦୨୨ ମସିହାରେ ଆରମ୍ଭ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ଫଳାଫଳ ମିଳିନାହିଁ । ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ଅନେକ ଦେଶ ପ୍ରୟାସ କରିଥିଲେ । ହେଲେ, କେହି ସଫଳ … Read More

‘ଆମ ପାଇଁ, ଆମର ସମ୍ବିଧାନ ଏବଂ ଆମର ଗଣତନ୍ତ୍ର ସର୍ବୋପରି’ : ରାଷ୍ଟ୍ରପତି

ନୂଆଦିଲ୍ଲୀ : ୭୯ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି ଯେ ଏହି ସମାରୋହ ଆମକୁ ଭାରତୀୟ ହେବାର ଗୌରବକୁ ସ୍ମରଣ କରାଏ । ରାଷ୍ଟ୍ରପତି … Read More

ଧରାଲି ପରେ ଜମ୍ମୁ କଶ୍ମୀର: କିସ୍ତୱାରରେ ବାଦଲଫଟା ବର୍ଷା, ୩୨ ମୃତ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀର କିସ୍ତୱାରରେ ବାଦଲଫଟା ବର୍ଷା । ପ୍ରବଳ ବର୍ଷା ଯୋଗୁଁ ୩୨ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣା ପରେ ତୁରନ୍ତ ଉଦ୍ଧାରକାରୀ ଟିମ୍ ଯାଇଛି । ବାଦଲଫଟା ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବନ୍ୟା ସ୍ଥିତି … Read More

ସ୍ବତନ୍ତ୍ରତା ଦିବସରେ ଅପରେସନ ସିନ୍ଦୂରର ନାୟକମାନଙ୍କୁ ମିଳିବ ବୀରତ୍ବର ସମ୍ମାନ

ଦିଲ୍ଲୀ: ସରକାର ଅପରେସନ ସିନ୍ଦୂରର ନାୟକମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ଦେବାକୁ ବିଚାର କରୁଛନ୍ତି ।  ସୀମା ସୁରକ୍ଷା ବଳ ଏହି ଅପରେସନର ୧୬ ଜଣ ସାହସୀ ସୀମା ରକ୍ଷକଙ୍କ ପାଇଁ ସାହସିକତା ପଦକ ଘୋଷଣା  କରିଛନ୍ତି ।  ସନ୍ଧ୍ୟା ସୁଦ୍ଧା ସେହି ଯୋଦ୍ଧାମାନଙ୍କ … Read More

ମହାକାଶରୁ ଫେରିବା ପରେ ଭାରତ ଆସିବେ ଶୁଭାଂଶୁ ଶୁକ୍ଳା

ଦିଲ୍ଲୀ: ମହାକାଶ ଯାତ୍ରୀ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରୁ ସଫଳ  ଭାବରେ ଫେରିଛନ୍ତି । ଫେରିବାର ଗୋଟିଏ ଦିନ ପରେ ସେ ଟେକ୍ସାସର ହ୍ୟୁଷ୍ଟନରେ ନିଜ ପୁଅକୁ ଭେଟିଛନ୍ତି । ସେ ହେଉଛନ୍ତି ଭାରତର ଦ୍ବିତୀୟ ସଫଳ ମହାକାଶ ଯାତ୍ରୀ … Read More