ଟାରିଫ ଲାଗୁ ପରେ ବି ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କ ମସ୍କୋ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି । ଡୋଭାଲ କହିଛନ୍ତି, ରାଷ୍ଟ୍ରପତି ପୁଟିନ ଏହି ବର୍ଷ ଶେଷରେ … Read More

୨୫ଟି ପୁସ୍ତକର ପ୍ରକାଶନ ଏବଂ ବିକ୍ରୟ ଉଭୟ ହେବ ବନ୍ଦ !

ଜମ୍ମୁ ଓ କଶ୍ମୀର: ଜମ୍ମୁ ଓ କଶ୍ମୀର ପ୍ରଶାସନ ୨୫ଟି ପୁସ୍ତକର ପ୍ରକାଶନ ଏବଂ ବିକ୍ରି ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏ ପ୍ରସଙ୍ଗକୁ ନେଇ ସରକାର କହିଛନ୍ତି, ‘ଏହି ପୁସ୍ତକଗୁଡ଼ିକ ମିଥ୍ୟା ଆଲୋଚନାକୁ ପ୍ରୋତ୍ସାହିତ କରିବା ନେଇ ଅଭିଯୋଗ … Read More

ରହସ୍ୟମୟ ଭୋଟର ନେଇ ବର୍ଷିଲେ ରାହୁଲ: କହିଲେ ଭୋଟର ତାଲିକାରେ ଅଛି ଗଡ଼ବଡ଼

ନୂଆଦିଲ୍ଲୀ: ରହସ୍ୟମୟ ଭୋଟର ନେଇ ବର୍ଷିଲେ ରାହୁଲ । ମିଛ ଭୋଟର ଏବଂ ମିଛ ଠିକଣା ନେଇ ରାହୁଲ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ଲୋକସଭାର ବିରୋଧୀ ଦଳ ନେତା । ଭୋଟର ତାଲିକାରେ ମିଛ ଭୋଟରଙ୍କୁ ଯୋଡା ହୋଇଥିବା ନେଇ … Read More

ଆମେରିକା ଉପରେ ଭାରତ ସରକାର ୫୦% ଶୁଳ୍କ ଲାଗୁ କରନ୍ତୁ: ଶଶି ଥରୁର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ପୂର୍ବରୁ ସେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ, କିନ୍ତୁ ଏବେ ସେ ଏହାକୁ ଦୁଇଗୁଣ କରିଦେଇଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ବରିଷ୍ଠ … Read More