କିଛି ଅଧିକାରୀଙ୍କ ଯୋଗୁଁ ବଦନାମ ହେଉଛି ଜଙ୍ଗଲ ବିଭାଗ

ଭୁବନେଶ୍ବର: ଡି ଏଫ ଓ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ ଅଧିକାରୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ଦୁର୍ନୀତି ସହ ଯୋଡ଼ି ହୋଇଥିବା ଅଧିକାରୀ ମନ ବଦଳାନ୍ତୁ। କିଛି ଅଧିକାରୀଙ୍କ ଯୋଗୁଁ ବଦନାମ ହେଉଛି ଜଙ୍ଗଲ ବିଭାଗ। ଅଧିକ ରୋଜଗାର … Read More

ଘର ଭିତରୁ ସ୍ତ୍ରୀ, ବାହାରୁ ସ୍ବାମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଝରିଗାଁ: ଘର ଭିତରୁ ମହିଳାଙ୍କ ମୃତଦେହ ଜବତ ହୋଇଛି। ମହିଳାଙ୍କ ସ୍ବାମୀଙ୍କ ମୃତଦେହ ଘର ବାହାରୁ ଜବତ କରିଛି ପୁଲିସ। ଦଂପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅନ୍ତର୍ଗତ ସାନ ଭିମାଡ଼ା ଗ୍ରାମରେ … Read More

ରାଷ୍ଟ୍ରପତି ଭବନରେ ହେବାକୁ ଥିବା ନୈଶ ଭୋଜିରେ ଯୋଗଦେବାକୁ ଆଦିବାସୀ ମହିଳାଙ୍କୁ ମିଳିଲା ନିମନ୍ତ୍ରଣ

ରାଇରଙ୍ଗପୁର : ଆସନ୍ତା ୧୫ ଅଗଷ୍ଟ ୨୦୨୫ ସ୍ଵାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଏକ ନୈଶ ଭୋଜିରେ ରାଇରଙ୍ଗପୁର ଅଂଚଳର ଜଣେ ସାଧାରଣ ଆଦିବାସୀ ମହିଳା ଯୋଗଦେବେ ବୋଲି ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ଆସିଛି । ସୂଚନା … Read More

ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି, ପ୍ରଚଳିତ ଆଇନ ବ୍ୟବସ୍ଥା ଯଥେଷ୍ଟ ନୁହେଁ କି ବୋଲି ପ୍ରଶ୍ନ ଉଠାଇଲେ ଗଣେଶ୍ବର

ଭୁବନେଶ୍ବର ୫।୮: ଆଇନଶୃଙ୍ଖଳା ନେଇ କ’ଣ ଏମିତି ଆବଶ୍ୟକତା ପଡ଼ିଲା ଯେ, ଓଡ଼ିଶା ସରକାର ୟୁପି ମଡେଲରେ ଆଇନ ଆଣିବାକୁ କହୁଛନ୍ତି ବୋଲି ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି । ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି । ପ୍ରଚଳିତ ଆଇନ ବ୍ୟବସ୍ଥା ଯଥେଷ୍ଟ ନୁହେଁ କି ବୋଲି ଗଣେଶ୍ବର ପ୍ରଶ୍ନ ଉଠାଇଛନ୍ତି । ଅପରାଧୀ ମାନଙ୍କୁ … Read More

ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକଙ୍କ ନାଁରେ ଏତଲା, ସହଯୋଗୀ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ ଅଭିଯୋଗ

ଝାରସୁଗୁଡ଼ା ୫।୮: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକଙ୍କ ନାଁରେ ଏତଲା । ଏୟାରପୋର୍ଟ ଥାନାରେ ନିର୍ଦ୍ଦେଶକ ସନ୍ଦୀପ ତିଓ୍ବାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ସହଯୋଗୀ କର୍ମଚାରୀ ସନ୍ଦୀପ କୁମାର ମିଞ୍ଜଙ୍କୁ ମାଡ଼ ମାରିବା ସହ ଖରାପ ଭାଷାରେ … Read More

ସୋଭନା ମହାନ୍ତି ନୂଆ ମହିଳା କମିଶନ ଅଧ୍ୟକ୍ଷା, ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର

ଭୁବନେଶ୍ୱର : ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ବବିତା ପାତ୍ର ନିଯୁକ୍ତ ହୋଇଛନ୍ତି । … Read More

ପୁଣି ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା, ପଶ୍ଚିମଦ୍ଵାରର ନିକଟରୁ ଧରାପଡ଼ିଲେ ବଙ୍ଗୀୟ ଯୁବକ

ପୁରୀ: ପୁଣି ହିଡେନ କ୍ୟାମେରା। ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ଜଣେ ଯୁବକ ପ୍ରବେଶ କରୁଥିବା ବେଳେ ପୁଲିସ ଅଟକାଇଥିଲେ। ପଶ୍ଚିମବଙ୍ଗର ଜଣେ ଯୁବକ ପଶ୍ଚିମ ଦ୍ଵାର ପଟେ ହିଡେନ କ୍ୟାମେରା ନେଇ ପ୍ରବେଶ କରୁଥିବା … Read More

ଜଳସେଚନ ପ୍ରକଳ୍ପରେ ତାଲା, ବର୍ଷିଲେ ପୂର୍ବତନ ମନ୍ତ୍ରୀ

ଟିଟିଲାଗଡ଼ : ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ନେଇ ଚାଷୀଙ୍କ ଧାନ ଦରମରା ହେଲାଣି । ବିହୁଡା, ରୁଆ ବେଉଷଣ କାର୍ଯ୍ୟ ଠପ ହୋଇରହିଛି । ଏଭଳିକ୍ଷେତ୍ରରେ ପୂର୍ବ ସରକାରଙ୍କ ଦ୍ୱାରା ନିର୍ମିତ୍ତ ନିର୍ବାଚନ ମଣ୍ଡଳୀର … Read More

କଟକ ନୂଆବଜାରରେ ଫୁଟିଲା ଗୁଳି, ପୂର୍ବଶତ୍ରୁତାରୁ ଯୁବକଙ୍କୁ ଗୁଳିମାରିଲେ ଦୁର୍ବୃତ୍ତ

କଟକ ୦୫।୦୮ : ପାର୍ବଣ ପୂର୍ବରୁ କଟକରେ ଗୁଳିକାଣ୍ଡ । କଟକ ନୂଆବଜାର ପୋଲ ଉପରେ ଜଣେ ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଯେଉଁଥିରେ ମଧୁପାଟଣା ଥାନା ଖପୁରିଆ ଅଞ୍ଚଳର ସଞ୍ଜୟ କୁମାର ତରାଇ ଗୁରୁତର ହୋଇଛନ୍ତି । ଗୁରୁତର … Read More

ରାଜସ୍ବ କାର୍ଯ୍ୟାଳୟରେ ବାୟମେଟ୍ରିକ ଉପସ୍ଥାନ ଲାଗୁ କରିବା ପାଇଁ ଜିଲ୍ଲପାଳମାନଙ୍କୁ ଚିଠି

ଭୁବନେଶ୍ବର: ପ୍ରତ୍ୟେକ ଜିଲ୍ଲାର ସମସ୍ତ ରାଜସ୍ବ କାର୍ଯ୍ୟାଳୟରେ ବାୟମେଟ୍ରିକ ଉପସ୍ଥାନ ଲାଗୁ କରିବା ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର ସମସ୍ତ ଜିଲ୍ଲପାଳମାନଙ୍କୁ ଚିଠି ପ୍ରେରଣ କରିଛନ୍ତି। ସମସ୍ତ ରାଜସ୍ବ କାର୍ଯ୍ୟାଳୟର ତଳ କର୍ମଚାରୀଙ୍କଠାରୁ ଆରମ୍ଭ କରି … Read More