କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁରେ ଚାଲିଗଲା ପ୍ରସୂତିଙ୍କ ଜୀବନ

ଭୁବନଶ୍ୱର:ରାଜଧାନୀରେ ବଢୁଛି ଡେଙ୍ଗୁର ପ୍ରକୋପ । ଇତିମଧ୍ୟରେ ଡେଙ୍ଗୁରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । କ୍ୟାପିଟାଲ ହସ୍ପିଟାଲରେ ଜଣେ ପ୍ରସୂତିଙ୍କର ଡେଙ୍ଗୁରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ଏ ନେଇ … Read More

୭ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ଡ଼. ମୋହନ ଭାଗବତ ଆଜିଠାରୁ ୭ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସେ ସୋମବାର ଓଡ଼ିଶା ଗସ୍ତରେ ବାହାରି ଭୁବନେଶ୍ୱର ପହଞ୍ଚିବେ। ଏହି ଗସ୍ତ ସମୟରେ ଡ଼. ଭାଗବତ ଗଣ୍ଡମୁଣ୍ଡାସ୍ଥିତ ସ୍ୱାମୀ ବିବେକାନନ୍ଦ … Read More

ବର୍ଷା ପ୍ରିୟଦର୍ଶିନୀଙ୍କୁ ପଚରାଗଲା ୧୮୦ରୁ ୧୮୫ ପ୍ରଶ୍ନ

ଭୁବନେଶ୍ବର : ରାଜ୍ୟର ବହୁ ଚର୍ଚ୍ଚିତ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ମାମଲାରେ ଆଜି ଚୂଡ଼ାନ୍ତ ସାକ୍ଷ୍ୟଗ୍ରହଣ ଶେଷ ହୋଇଛି। ବର୍ଷା ପ୍ରିୟଦର୍ଶିନୀଙ୍କୁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି … Read More

ଚିଲିକାକୁ ମାଛ ମାରିବାକୁ ଯାଇଥିବାବେଳେ ବଜ୍ରପାତ ଘଟି ବାପା-ପୁଅ ମୃତ

ବାଲୁଗାଁ: ବାଲୁଗାଁ ଚିଲିକାକୂଳରେ ଥିବା ଶାନ୍ତିନଗର ବାସିନ୍ଦା ବିଧାନ ବିଶ୍ୱାସ ଓ ତାଙ୍କ ପୁଅ ଉତ୍ତମ ବିଶ୍ୱାସ ଚିଲିକାକୁ ମାଛ ମାରିବା ସମୟରେ ଗତ ରବିବାର ରାତ୍ରିରେ ବଜ୍ରପାତରେ ସେମାନଙ୍କର ମୃତ୍ୟୁ ହୋଇଯାଇଛି | ତେବେ ମୃତ ଉତ୍ତମଙ୍କ ସ୍ତ୍ରୀ ମୋନାଲି … Read More

ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷାଫଳ

ଭୁବନେଶ୍ୱର: ଆଜି ଓଡିଶା ସିଭିଲ ସର୍ଭିସ ରେଜଲ୍ଟ ପ୍ରକାଶ ପାଇଛି | ଆଉ ଏଥିରେ ୧୬୪ ଜଣ ମହିଳାଙ୍କ ସହ ୪୩୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି | ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଥିବାବେଳେ ଦ୍ଵିତୀୟ ସ୍ଥାନରେ ଅଛନ୍ତି … Read More

ରାୟଗଡ଼ା କଲର୍ଭଟ ଭୁଶୁଡ଼ିବା: ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରଠାରେ ଏକ ନିର୍ମାଣାଧୀନ କଲର୍ଭଟ ଭାଙ୍ଗି ଯିବା ଘଟଣାରେ ଦାୟୀ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା … Read More

ଭୁବନେଶ୍ୱର ଏମ୍‌ସ ପାଚେରୀ ଭୁଶୁଡ଼ି ୩ ଆହତ

ଭୁବନେଶ୍ବର : ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ପାଚେରୀ ଭୁଶୁଡ଼ି ୩ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି। ଆହତଙ୍କ ଭିତରେ ଦୁଇ ଜଣ ଏମ୍‌ସ ହାଉସ୍‌ କିପିଂ ଷ୍ଟଫ୍‌ ଅଛନ୍ତି। ବର୍ଷା ସମୟରେ ପାଚେରୀ ପାଖ ଦୋକାନରେ ଆଶ୍ରୟ … Read More

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ବ୍ରହ୍ମପୁର: ୧୯୯୮ ମସିହାର ଏକ ମାମଲାରେ ବ୍ରହ୍ମପୁରର ଏଡିଜେ-୩ କୋର୍ଟ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି । ନାରାୟଣଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୧୯୯୮ ମସିହାରେ ତତ୍କାଳୀନ ଆରଆଇ ବିନୟ ମେହେରଙ୍କୁ … Read More

ଲାଲୁଙ୍କ ପୂର୍ବାନୁମାନ: ୨୦୨୪ ନିର୍ବାଚନ ହାରିବା ପରେ ମୋଦି ବିଦେଶ ପଳାଇବେ

ପାଟନା : ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ପୂର୍ବାନୁମାନ କରିଛନ୍ତି। ସେ ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ନିଜର ପରାଜୟକୁ … Read More

ବିଶ୍ୱକପ ୨୦୨୩: ଅକ୍ଟୋବର ୧୫ ନୁହେଁ, ୧୪ରେ ଭାରତ-ପାକ୍‌ ଲଢ଼େଇ!

ନୂଆଦିଲ୍ଲୀ: ଆସନ୍ତା ଦିନିକିଆ ବିଶ୍ୱକପ ୨୦୨୩ର ସବୁଠାରୁ ହାଇଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚ୍‌ର ତାରିଖ ବଦଳିବ। ବିସିସିଆଇ ଓ ଆଇସିସି ମିଳିତ ଭାବେ ବିଶ୍ୱକପ ମ୍ୟାଚ୍‌ ସୂଚୀ ଜାରି କରିବା ବେଳେ ଏହି ମହାମୁକାବିଲା ଅକ୍ଟୋବର ୧୫ରେ ହେବ ବୋଲି କହିଥିଲେ। କିନ୍ତୁ … Read More