ତାସ ଖେଳରୁ ହତ୍ୟାକାଣ୍ଡ, ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ
ଦେଓଗଡ଼ : ତାସ ଖେଳରୁ ହତ୍ୟାକାଣ୍ଡ । ଦେଓଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଗମ୍ୱାରିପାଳ ଗାଁରେ ତାସ ଖେଳକୁ ନେଇ ହତ୍ୟାକାଣ୍ଡ ଘଟିଛି । ଗମ୍ୱାରିପାଳ ଗାଁର ଅଜୟ ମୁଖି ଓ ତାଙ୍କର ଅନ୍ୟ ୩ଜଣ ବନ୍ଧୁ ମିଶି ତାସ ଖେଳୁଥିଲେ । … Read More