ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଆଖଣ୍ଡଳମଣୀ ପୀଠ, ଭୋର ୪ ଟା ୩୦ରେ ମନ୍ଦିର ଚୁଡାକୁ ଉଠିବ ମହାଦୀପ

Spread the love

Spread the loveଭଦ୍ରକ : ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣୀ ପୀଠ । ଭୋର ୪ଟାରେ ମନ୍ଦିର ପହୁଡ଼ ଖୋଲାଯିବା ପରେ ଆରମ୍ଭ ହୋଇଛି ନୀତିକାନ୍ତି । ପ୍ରଥମ ମଙ୍ଗଳ ଆଳତି ପରେ କନିକା ରାଜାଙ୍କ … Read More

ସିଏଜି ରିପୋର୍ଟଠାରୁ ସିବିଆଇ ଓ ଇଡି ଅଧିକ ତଥ୍ୟ ଦେଇଥିଲେ: ସନ୍ଦୀପ ଦୀକ୍ଷିତ

Spread the love

Spread the loveନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଗତକାଲି ସିଏଜି ରିପୋର୍ଟ ଉପସ୍ଥାନ କରାଯାଇଥିଲା | ଅବକାରୀ ନୀତି ଉପରେ ଉପସ୍ଥାପନ ହୋଇଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଥିଲା ଯେ ପୂର୍ବତନ ଆପ୍‌ ସରକାରଙ୍କ ଅବକାରୀ ନୀତି ଯୋଗୁଁ ୨୦୦୨ କୋଟି ଟଙ୍କାର ରାଜସ୍ବ … Read More

ହୋଷ୍ଟେଲ ଛାତ୍ରୀ ମାଆ ହେବା ଘଟଣା: ପ୍ରଧାନ ଶିକ୍ଷକ ନିଲମ୍ୱିତ

Spread the love

Spread the loveମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାରେ ମଙ୍ଗଳବାର ମାଟ୍ରନ ସୁଚିତ୍ରା ଚର୍ଚ୍ଚି ବହିଷ୍କୃତ ହୋଇଥିବା ବେଳେ ଏଏନ୍‌ଏମ୍‌ କବିତା କୁମାରୀ ପାତ୍ର ନିଲମ୍ବିତ … Read More

ଜାଗର ପାଇଁ ସଜେଇ ହୋଇଛି ବାବା ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ

Spread the love

Spread the loveମହା ଶିବରାତ୍ରି ଅବସରରେ ଚଳଚଞ୍ଚଳ ପୁରୀର ବାବା ଲୋକନାଥଙ୍କ ପୀଠ । ବାବା ଲୋକନାଥଙ୍କୁ ଦର୍ଶନ ଓ ଜଳାଭିଷେକ କରିବା ଲାଗି ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଭିଡ଼ ଜମିଛି ।  ରାତ୍ର ୧୨ଟା ୩୦ରୁ ପହୁଡ଼ ଓ ଦ୍ବାରଖୋଲା, … Read More

ସୁଟଆଉଟରେ ନେଦରଲ୍ୟାଣ୍ଡକୁ ପରାସ୍ତ କଲା ଭାରତ

Spread the love

Spread the loveଭୁବନେଶ୍ୱର: ମଙ୍ଗଳବାର ଦିନ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫଆଇଏଚ୍ ହକି ପ୍ରୋ ଲିଗ୍ (ମହିଳା) ଖେଳରେ ୨-୨ ଗୋଲରେ ଏକ ରୋମାଞ୍ଚକର ଡ୍ର ପରେ, ଭାରତ ନେଦରଲ୍ୟାଣ୍ଡକୁ ସୁଟଆଉଟରେ ୨-୧ ଗୋଲରେ ପରାସ୍ତ କରି ବୋନସ୍ ପଏଣ୍ଟ … Read More

ସମ୍ଭଲରେ ୪୬ ବର୍ଷ ପରେ ଖୋଲିଲା ଶିବ ମନ୍ଦିର, ଶିବରାତ୍ରିରେ କରାଯିବ ରୁଦ୍ରାଭିଷେକ

Spread the love

Spread the loveଲକ୍ଷ୍ନୌ: ଉତ୍ତରପ୍ରଦେଶର ସମ୍ଭଲରେ ୪୬ ବର୍ଷ ଧରି ବନ୍ଦ ଥିବା ଶିବ ମନ୍ଦିର ଖୋଲାଯାଇଛି। ହିନ୍ଦୁ ସଂଗଠନର ଲୋକମାନେ ମନ୍ଦିରରେ ଜଳାଭିଷେକ କରିଛନ୍ତି । ଏହି ଶିବ ମନ୍ଦିରରେ ଦୀର୍ଘ ୪୬ ବର୍ଷ ଧରି ଜଳାଭିଷେକ କରାଯାଇନଥିଲା। ମନ୍ଦିର … Read More

ୟୁନୁସଙ୍କୁ ହଟାଇବ ବାଂଲାଦେଶର ସେନା ?

Spread the love

Spread the loveଢାକା : ବାଂଲାଦେଶରେ ପୁଣି ଥରେ କ୍ଷମତା ପରିବର୍ତ୍ତନ ହେବାର ଆଶଙ୍କା ରହିଛି କି ? ସେନାମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ ନିଜ ବୟାନ ମାଧ୍ୟମରେ ଏପରି କିଛି ସଂକେତ ଦେଇଛନ୍ତି । ସେ କହିଛନ୍ତି ଯେ ଦେଶର ସ୍ୱାଧୀନତା … Read More

୧୪୪ ବର୍ଷ ପରେ ବାଲିରେ ହେବ ମହାକୁମ୍ଭ !

Spread the love

Spread the loveନୂଆଦିଲ୍ଲୀ: ଆମେରିକା ଗସ୍ତରୁ ଫେରିଥିବା ଜଳବାୟୁ ଓ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ଚିଠି ଲେଖି କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ଭାରତ ଆଗେଇ ଆସିବା ଉଚିତ। … Read More

ଇସ୍ରାଏଲ-ଆମେରିକା ଟାର୍ଗେଟରେ ଇରାନର ପରମାଣୁ କେନ୍ଦ୍ର

Spread the love

Spread the loveତେହେରାନ : ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ଆଶଙ୍କା ବଢିଯାଇଛି । ଆମେରିକା ଓ ଇସ୍ରାଏଲ ଏପରି ଆକ୍ରମଣ କରିପାରନ୍ତି । ଏପରି ଗୁଇନ୍ଦା ରିପୋର୍ଟ ମିଳିବା ପରେ ଇରାନ ନିଜର ପରମାଣୁ କେନ୍ଦ୍ରଗୁଡ଼ିକର ସୁରକ୍ଷା ବଢାଇଦେଇଛି … Read More

୯୦ ପ୍ରତିଶତ ଭାରତୀୟଙ୍କ ଶରୀରରେ ଲୁଚି ରହିଛି ବିପଜ୍ଜନକ ଭାଇରସ୍ : ୫୬ ପ୍ରତିଶତ ଏନେଇ ଅଜଣା

Spread the love

Spread the loveନୂଆଦିଲ୍ଲୀ: ଆମ ମଧ୍ୟରୁ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ, ଆମ ଶରୀରରେ ଏକ ଭାଇରସ ଲୁଚି ରହିଛି, ଯାହା ବୟସ ବୃଦ୍ଧି ସହିତ ଏକ ବିପଜ୍ଜନକ ରୂପ ନେଇପାରେ। ଏକ ସଦ୍ୟତମ ସର୍ଭେ ଅନୁଯାୟୀ, ଏହି ଭାଇରସ … Read More