କର୍ନଫ୍ଲେକ୍ସ ପ୍ୟାକେଟରେ ବ୍ୟାଙ୍କକ୍ରୁ ଗଞ୍ଜେଇ ଆଣିଥିଲେ ଯାତ୍ରୀ, ବିମାନବନ୍ଦରରେ ଧରାପଡ଼ିଲେ
Spread the loveଭୁବନେବର : କର୍ନଫ୍ଲେକ୍ସ ଓ ଚକୋଜ୍ ପ୍ୟାକେଟରେ ଗଞ୍ଜେଇ ଭର୍ତ୍ତି କରି ବ୍ୟାଙ୍କକରୁ ଭୁବନେଶ୍ଵର ଆଣୁଥିଲେ ଯାତ୍ରୀ। ହେଲେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଧରାପଡ଼ିଗଲେ। ସୀମା ଶୁଳ୍କ ଅଧିକାରୀମାନେ ଯାତ୍ରୀଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୮ ପ୍ୟାକେଟ … Read More
