ଘରେ ଚାଲିଥିଲା ସେକ୍ସ ରକେଟ୍; ବୃଦ୍ଧ ଦମ୍ପତିଙ୍କ ସମେତ ୩ ଗିରଫ

Spread the love

Spread the loveରାଉରକେଲା: ରାଉରକେଲାର ଜଗଦା ଅଞ୍ଚଳର ଏକ ଘରୁ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ ଜଣେ ବୃଦ୍ଧ ଦମ୍ପତି ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ଜୋସ୍ନା ବିଶ୍ୱାଳ (୬୨), ତାଙ୍କ ସ୍ୱାମୀ ଉପେନ୍ଦ୍ର … Read More

୫ ଲକ୍ଷ ୮୦ ହଜାର ଟଙ୍କା ଘୋଟାଲା, ସମବାୟ ସମିତି ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

Spread the love

Spread the loveଭୁବନେଶ୍ୱର : ଟଙ୍କା ହଡ଼ପ ଅଭିଯୋଗରେ ସମବାୟ ସମିତି ସମ୍ପାଦକ ଗିରଫ । ବାଲେଶ୍ବର ଦୁର୍ଗାଦେବୀ ସମବାୟ ସମିତି ସମ୍ପାଦକ ଗିରୀଶ ଚନ୍ଦ୍ର ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ ।  ୫ ଲକ୍ଷ ୮୦ ହଜାର ଟଙ୍କା ଘୋଟାଲା କରିଥିବା … Read More

ପୁଣି ଏକ ଟ୍ରେନ୍ ଦୁର୍ଘଟଣା: ନାନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ

Spread the love

Spread the loveବିଜୟନଗରମ: ନାଗାବଳୀ ଏକ୍ସପ୍ରେସ ଲାଇନଚ୍ୟୁତ । ବିଜୟନଗରମ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ନାନ୍ଦେଡରୁ ସମ୍ବଲପୁର ଯାଉଥିବା ନାଗାବଳୀ ଏକ୍ସପ୍ରେସ । ଟ୍ରେନର ପଛପଟେ ଥିବା ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଥିଲା । ଏକ୍ସପ୍ରେସଟି ବିଜୟନଗରମ୍ ଷ୍ଟେସନ ଛାଡିବା … Read More

୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର, ଏଫସିଆଇ ନେବ ୪୬ ଲକ୍ଷ

Spread the love

Spread the loveଭୁବନେଶ୍ବର: ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର । ରାଜ୍ୟରେ ଧାନ କିଣା ନେଇ ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗତ ବର୍ଷ ଅପେକ୍ଷା … Read More

ଅଧିକ କୀଟନାଶକ ବ୍ୟବହାର ଯୋଗୁଁଁ ବଢୁଛି କ୍ୟାନସର୍‌‌: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

Spread the love

Spread the loveଭୁବନେଶ୍ୱର : ଚାଷରେ ଅଧିକ କୀଟନାଶକ ଏବଂ ସାରର ବ୍ୟବହାର କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ାଉଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଧାନସଭା ପ୍ରଶ୍ନୋତ୍ତର କାଳରେ ବିରୋଧୀ ଦଳ ଉପନେତା ପ୍ରସନ୍ନ … Read More

ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ

Spread the love

Spread the loveବଲାଙ୍ଗିର: ପାରିବାରିକ କଳହର କରୁଣ ପରିଣତି। ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ। ଏଠାରେ ସ୍ୱାମୀ ସାଜିଲା ସଇତାନ। ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟାକାରୀ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି … Read More

ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସା ପାଇଁ ଯିବେ ଦିଲ୍ଲୀ ଏମ୍ସ

Spread the love

Spread the loveପାଟନା: ବିଗିଡ଼ିଲା ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା। ଦିଲ୍ଲୀ ଯିବାକୁ ପରାମର୍ଶ ଦେଲେ ପାଟନା ଡାକ୍ତର। କୁହାଯାଉଛି ଯେ, ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଲାଲୁ ଯାଦବ ଦିଲ୍ଲୀ ଯିବାକୁ ଘରୁ ବାହାରିଥିଲେ। … Read More

ପାତ୍ର ପଡ଼ାରେ ବୁଲିଲା ଖଣ୍ଡା, ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

Spread the love

Spread the loveଭୁବନେଶ୍ୱର : ପୁଣି ରାଜଧାନୀରେ ବୁଲିଲା ଖଣ୍ଡା ।  ପାତ୍ରପଡ଼ାରେ ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ।  ଚାରି ଛକ ନିକଟରେ ୨ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ।  ଗୁରୁତର ଦୁଇ ଯୁବକ ଏମ୍ସରେ ଭର୍ତ୍ତି ହୋଇଛନ୍ତି ।  ପୂର୍ବ … Read More

ଲୋକସଭାରେ ୱାକଫ୍ ସଂଶୋଧନ ବିଲ୍ ଆଗତ ପରେ ହଙ୍ଗାମା

Spread the love

Spread the loveନୂଆଦିଲ୍ଲୀ : ୱାକଫ ସଂଶୋଧନ ବିଲ୍ ଲୋକସଭାରେ ଉପସ୍ଥାପିତ ହୋଇଛି। ଏହି ବିଲ୍ ଆଗତ ହେବା ମାତ୍ରେ କଂଗ୍ରେସ ପକ୍ଷରୁ ଲୋକସଭାରେ ବିରୋଧ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଅଭିଯୋଗ କରିଛି ଯେ, ସେମାନେ ଏପ୍ରିଲ ପହିଲା (ସୋମବାର) … Read More

ଶ୍ରୀମନ୍ଦିର ପାଇଁ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ନିଯୁକ୍ତି, ୫ଟି ପର୍ଯ୍ୟାୟରେ ହେବ ଚୟନ ପ୍ରକ୍ରିୟା

Spread the love

Spread the loveପୁରୀ: ଶ୍ରୀମନ୍ଦିର ପାଇଁ ଆଜି ଠାରୁ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ନିଯୁକ୍ତି ଆରମ୍ଭ ହୋଇଛି। ୫ଟି ପର୍ଯ୍ୟାୟରେ ୧୭୨ ଅଫିସର ଓ ୧୪୯୯ ସିପାହୀ ଚୟନ ହେବେ। ଆଜି ୩୨୯ ଜଣ ପୋଲିସ କର୍ମଚାରୀ ପହଞ୍ଚିବା ପାଇଁ ନିର୍ଦ୍ଦେଶ … Read More