ଅବୈଧ ବାଂଲାଦେଶୀଙ୍କ ଉପରେ ବଡ଼ ଆକ୍ସନ, ବସ୍ତିରେ ଚାଲିଲା ବୁଲଡୋଜର, ୮୦୦ ଗିରଫ

Spread the love

Spread the loveଅହମଦାବାଦ,୨୯।୪: ପହଲଗାମ ଆକ୍ରମଣ ପରେ, ଅନେକ ରାଜ୍ୟର ପୋଲିସ ଅବୈଧ ଶରଣାର୍ଥୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ନିକଟରେ, ଗୁଜରାଟ ପୋଲିସ ସୁରଟ ଏବଂ ଅହମ୍ମଦାବାଦରୁ ୧୦୦୦ରୁ ଅଧିକ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଥିଲା। ସେହି ସମୟରେ, … Read More

ଚୀନ ରେସ୍ତୋରାଁରେ ନିଆଁ ଲାଗି ୨୨ ମୃତ

Spread the love

Spread the loveଲିଆଓନିଂ: ଚୀନର ଲିଆଓନିଂରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡରେ ଅତି କମରେ ୩ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି … Read More

ସ୍ଵାମୀଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା

Spread the love

Spread the loveକଟକ : ସ୍ଵାମୀଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା। କିଛି ଦିନ ତଳେ ତୁଳସୀ ଗଣନାଟ୍ୟ ଯାତ୍ରା ପାର୍ଟି ମାଲିକ ପତ୍ନୀ ସୋନାଲିଙ୍କୁ ଫସାଇ ପାଖରେ ରଖିଥିବା ଅଭିଯୋଗ କରିଥିଲେ ସ୍ଵାମୀ ତଥା … Read More

ଗୋଲଡେନ୍ ଲ୍ୟାଣ୍ଡ ଚିଟ୍‌ଫଣ୍ଡ କଂପାନୀର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି : ଜମାକାରୀଙ୍କୁ ଠକିବା ଅଭିଯୋଗ

Spread the love

Spread the loveଭୁବନେଶ୍ୱର, ୨୯।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ଭୁବନେଶ୍ୱର ଜୋନ, ଗୋଲ୍ଡେନଲ୍ୟାଣ୍ଡ ଗ୍ରୁପ ଅଫ କମ୍ପାନୀଜର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ସାଧାରଣ ଜମାକାରୀଙ୍କୁ ଠକିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଫିସିଆଲ ସୂତ୍ର ଅନୁସାରେ, ଜବତ … Read More

ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଲାଗି ପ୍ରସ୍ତାବ ଦେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ

Spread the love

Spread the loveଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ତଥା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିବା ପରେ ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର … Read More

 ବନ୍ଧୁକ ଧରି ମସ୍ତି କରୁଥିବାବେଳେ ଫୁଟିଲା ଗୁଳି : ଜଣେ ଆହତ

Spread the love

Spread the loveସୁନ୍ଦରଗଡ଼: ରାଜଗାଙ୍ଗପୁରରେ ଆଜି ଅପରାହ୍‌ଣରେ ଗୁଳିଫୁଟି ଜଣେ ଯୁବକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କର ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି। କିଛି ସାଙ୍ଗ ବନ୍ଧୁକ ଧରି ମସ୍ତି କରୁଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଆହତ … Read More

ଦୟାନଦୀ ପାଇଁ ଜହର ପାଲଟିଛି ଗଙ୍ଗୁଆ ଜଳ, ବଢୁଛି ଚର୍ମ ଓ ପେଟଜନିତ ରୋଗ

Spread the love

Spread the loveଭୁବନେଶ୍ବର : ଅତୀତରେ ହଜାର ହଜାର ଚାଷୀଙ୍କ ଜୀବନରେଖା ପାଲଟିଥିବା ଚିରସ୍ରୋତା ଗଙ୍ଗୁଆନଦୀ ଆଜି ସଂପୂର୍ଣ୍ଣ ପ୍ରଦୂଷିତ । ଦିନେ ଯେଉଁ ଗଙ୍ଗୁଆନଦୀର ଜଳକୁ ଲୋକେ ପିଉଥିଲେ, ନଦୀରେ ଗାଧୋଉଥିଲେ, ଚାଷରେ ବ୍ୟବହାର କରୁଥିଲେ, ଆଜି କିନ୍ତୁ ସେଇ … Read More

ପ୍ରଥମ-ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କୁ ଦିଆଯିବ ‘ଯାଦୁପେଡି’

Spread the love

Spread the loveଭୁବନେଶ୍ୱର,୨୯।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ ପାଇଁ ଏହାର ଉପଯୋଗୀତା ବିଷୟରେ ବୁଝିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର … Read More

ଅବକାରୀ ଅଧୀକ୍ଷକଙ୍କ ଗାଡିରୁ ୩ ଲକ୍ଷ ଜବତ

Spread the love

Spread the loveଢେଙ୍କାନାଳ : ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି। ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ଯିବାବେଳେ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରି ମାଡ଼ିବସିଛନ୍ତି। ସୂଚନା ଅନୁସାରେ ଜିଲ୍ଲା ଅବକାରୀ ଅଧୀକ୍ଷକ … Read More

ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ

Spread the love

Spread the loveନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ପହଲଗାମ୍‌ ଆତଙ୍କୀ ହମଲାକୁ ନେଇ ବଡ଼ ଧରଣର ଆଲୋଚନା। ସୁରକ୍ଷା ସମ୍ପର୍କିତ ହୋଇପାରେ ବଡ଼ ଧରଣର ନିଷ୍ପତ୍ତି। ଆଜି ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ … Read More