ମିଳିଲା ବ୍ଲାକ୍‌ବକ୍ସ: ଏବେ ଜଣାପଡ଼ିବ ଭୟଙ୍କର ଦୁର୍ଘଟଣା ପଛର କାରଣ

Spread the love

Spread the loveନୂଆଦିଲ୍ଲୀ,୧୩।୬: ଭାରତର ବିମାନ ସେବା କ୍ଷେତ୍ରରେ ଘଟିଛି ଭୟଙ୍କର ଦୁର୍ଘଟଣା। ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ- ଏଆଇ୧୭୧ (ବୋଇଂ ୭୮୭-୮ ଡ୍ରିମ୍‌ଲାଇନର) ଉଡ଼ାଣ ଆରମ୍ଭ କରିବାର ମାତ୍ର ୫ ମିନିଟ୍‌ ମଧ୍ୟରେ ନିକଟସ୍ଥ ବି.ଜେ. ମେଡିକାଲ … Read More

ଏତେ ବଡ଼ ପ୍ଲେନକ୍ରାଶ୍‌ର କାରଣକୁ ନେଇ ଚର୍ଚ୍ଚା

Spread the love

Spread the loveଅହମଦାବାଦ, ୧୩।୬: ଗୁରୁବାର ଅହମଦାବାଦରୁ ଲଣ୍ଡନର ଗାଟୱିକ ବିମାନବନ୍ଦରକୁ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ ଉଡ଼ାଣ ପରେ କିଛି ମୁହୂର୍ତ୍ତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୪୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨୪୧ … Read More

ଚମତ୍କାର: ବିମାନ ଦୁର୍ଘଟଣା ନିଆଁରେ ମୃତ୍ୟୁ ବରଣ କଲେ ୨୬୫, ଅକ୍ଷତ ଅବସ୍ଥାରେ ମିଳିଲା ‘ଭଗବଦ୍ ଗୀତା’

Spread the love

Spread the loveଅହମଦାବାଦ: ବିମାନ ଦୁର୍ଘଟଣାରେ ଯେତେବେଳେ ସବୁକିଛି ପୋଡି ପାଉଁଶ ହୋଇଯାଇଛି ଆଉ ୨୬୫ ଜୀବନ ଚାଲିଯାଇଛି । ସେଥିରୁ ଅନୁମାନ କରନ୍ତୁ ଦୁର୍ଘଟଣା କେତେ ଭୟାନକ ହୋଇଥିବ । ବିମାନରେ ଥିବା ୨୪୨ ଜଣଙ୍କ ମଧ୍ଯରୁ ଜଣେ ମୃତ୍ୟୁ … Read More

ରୂପାନୀଙ୍କ ଲକି ନମ୍ବର ‘୧୨୦୬’ ଶେଷ ବେଳକୁ ହେଲା ଅନଲକି

Spread the love

Spread the loveନୂଆଦିଲ୍ଲୀ,୧୩।୬: ଅହମଦାବାଦ ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ଘଟିଛି। ଏହି ବିମାନ ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିମାନ ଅହମଦାବାଦରୁ ଲଣ୍ଡନ ଯାଉଥିଲା, ଯେଉଁଥିରେ ବିଜୟ ରୂପାନୀ … Read More

ଦୁର୍ଘଟଣା ପରେ ଭଗ୍ନାବଶେଷରୁ ମିଳିଲା ଏକ ଡିଭିଆର୍‌

Spread the love

Spread the loveଅହମ୍ମଦାବାଦ୍‌: ଏୟାର ଇଣ୍ଡିଆ ଅହମ୍ମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣାକୁ ନେଇ ଗୋଟାଏ ପରେ ଗୋଟାଏ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଗୁରୁବାର ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅତି କମରେ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ … Read More

ଇରାନ ଉପରେ ଇସ୍ରାଏଲର ବଡ଼ ଧରଣର ଏୟାରଷ୍ଟ୍ରାଇକ୍

Spread the love

Spread the loveନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲର ବଡ଼ ଧରଣର ଏୟାରଷ୍ଟ୍ରାଇକ୍ । ଇରାନର ରାଜଧାନୀ ତେହେରାନ ନିକଟବର୍ତୀ ଅଞ୍ଚଳରେ ସାମରିକ ଆକ୍ରମଣ ଆରମ୍ଭ କରିଛି ଇସ୍ରାଏଲ । ଏହି ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଏହାର ପ୍ରମୁଖ ବୈଜ୍ଞାନିକମାନଙ୍କୁ … Read More

ଚାଲିଗଲା ୨୬୫ ଜୀବନ: ଅହମଦାବାଦ ହସ୍ପିଟାଲ୍‌ରେ ଭିଡ଼ ଅଣାୟତ

Spread the love

Spread the loveଅହମ୍ମଦାବାଦ୍‌: ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ ହୋଇଛି । ଆଉ ନିଜ ପ୍ରିୟଜନଙ୍କ ମୃତଦେହ ନେବାପାଇଁ ଅହମ୍ମଦାବାଦ ମେଡିକାଲରେ ସମ୍ପର୍କୀୟଙ୍କ ଗହଳି ଲାଗିଲାଣି । ଦୁର୍ଘଟଣା ପରେ ବିସ୍ଫୋରଣ ପାଇଁ ଅଧିକାଂଶ ମୃତଦେହ … Read More

ଆହତଙ୍କୁ ଭେଟିବା ପରେ ବିମାନବନ୍ଦରରେ‌ ବୈଠକ ଡାକିଲେ ମୋଦୀ

Spread the love

Spread the loveଅହମ୍ମଦାବାଦ୍‌: ଗୁରୁବାର ଦିନ ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅତି କମରେ ୨୫୦ରୁ ଉର୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିସ୍ଥିତିର ସମୀକ୍ଷା କରିବା ପାଇଁ ଅହମ୍ମଦାବାଦ ଗସ୍ତ କରିଛନ୍ତି। ମୋଦୀ … Read More

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୧ କୋଟି ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ

Spread the love

Spread the loveଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ରାଶି ଘୋଷଣା କଲା ଟାଟା ଗୃପ୍ । ଏନେଇ ଟାଟା ଗୃପ୍ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଆହତଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ … Read More

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ

Spread the love

Spread the loveଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏକ ଅଲୌକିକ ଘଟଣା ସାମ୍ନାକୁ ଆସିଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୨୪୨ ଯାତ୍ରୀ ଏବଂ କ୍ରିଉ ସଦସ୍ୟଙ୍କ ମଧ୍ୟରୁ ୨୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ହେଲେ ସୌଭାଗ୍ୟବଶତଃ … Read More