ଭିଜିଲାନ୍ସ ପଞ୍ଝାରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର, ୬ ହଜାର ଲାଞ୍ଚ ନେଇ ବନ୍ଧା ହେଲେ
ଭୁବନେଶ୍ବର: ଔଷଧ ଲାଇସେନ୍ସ ପାଇଁ ୬ ହଜାର ଟଙ୍କା ଲାଞ୍ଚ । କାର୍ ଭିତରେ ଟଙ୍କା ନେଉଥିବା ବେଳେ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଆସିଷ୍ଟାଣ୍ଡ ଡ୍ରଗ କଂଟ୍ରୋଲର ଭିଜିଲାନ୍ସ ହାତରେ ଗିରଫ । ଆସିଷ୍ଟାଣ୍ଡ ଡ୍ରଗ କଣ୍ଟ୍ରୋଲର ସଞ୍ଜୟ କୁମାର ହାନ୍ସଦା … Read More
