ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା, ୫ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ରିୱା-ସିଧି ଜାତୀୟ ରାଜପଥ-୩୯ର ବଦବାର ଷ୍ଟାଣ୍ଡ ନିକଟରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୦ରୁ … Read More

ମଝି ଆକାଶରେ ଅସୁସ୍ଥ ହେଲେ ପାଇଲଟ, ମସ୍କଟରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ବେଙ୍ଗାଲୁରୁ : ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ମସ୍କଟରେ ବିମାନଟି ଜରୁରୀ ଅବତରଣ କରିଛି । ଉଡ଼ାଣ ସମୟରେ ବିମାନ ପାଇଲଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ବିମାନକୁ ମସ୍କଟ ଡାଇଭର୍ଟ କରାଯାଇ ଜରୁରୀ ଅବତରଣ କରାଯାଇଥିଲା । ଖବର … Read More

ତେହେରାନ–ଦିଲ୍ଲୀ ସିଧାସଳଖ ବିମାନ ସେବା ନେଇ ଭାରତକୁ ଇରାନର ପ୍ରସ୍ତାବ

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା ଉତ୍ତେଜନା ଓ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଇରାନ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପ୍ରସ୍ତାବ ଦେଇଛି। ତେହେରାନରୁ ନୂଆଦିଲ୍ଲୀ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ଇରାନ ସରକାର … Read More

ବାୟୁସେନା ଛାଡ଼ିଲେ ଅଭିନନ୍ଦନ, ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଆରମ୍ଭ କରିବେ ନିଜର ନୂଆ ଇନିଂସ

ନୂଆଦିଲ୍ଲୀ : ୨୦୧୯ର ଭାରତ-ପାକିସ୍ତାନ ଆକାଶ ଲଢ଼େଇ ପରେ ସାରା ଦେଶରେ ପରିଚିତ ହୋଇଥିବା ଗ୍ରୁପ୍ କ୍ୟାପଟେନ୍ ଅଭିନନ୍ଦନ ବର୍ଦ୍ଧମାନ ଏବେ ଭାରତୀୟ ବାୟୁସେନାରୁ ବିଦାୟ ନେଇଛନ୍ତି। ପ୍ରାୟ ୨୨ ବର୍ଷର ସେବା ପରେ ସେ ୨୦୨୬ ମାର୍ଚ୍ଚ ୩୧ରେ ସମୟ ପୂର୍ବରୁ … Read More

ଆସନ୍ତାକାଲି ଚାଷୀଙ୍କ ଖାତାକୁ ଆସିବ ସିଏମ୍-କିଷାନର ପଞ୍ଚମ କିସ୍ତି

ଭୁବନେଶ୍ବର: କାଲି ମିଳିବ ସିଏମ୍-କିଷାନ ଟଙ୍କା । ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି । ଭୁବନେଶ୍ବରରେ ଆର୍ଥିକ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟିରେ ଯିବ ୮୩୩ କୋଟିରୁ ଉର୍ଦ୍ଧ ଟଙ୍କା । ରାଜ୍ୟର ୪୧ … Read More

ଆସନ୍ତା ୫ ଓ ୬ ତାରିଖରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ, ଆଗାମୀ ନିର୍ବାଚନ ନେଇ ହେବ ମାନସ ମନ୍ଥନ

କଟକ: ୫ ଓ ୬ ତାରିଖରେ କଟକରେ ହେବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ । ସଂଗଠନଠାରୁ ଆଗାମୀ ନିର୍ବାଚନ ନେଇ ଦୁଇ ଦିନ ଧରି ହେବ ମାନସ ମନ୍ଥନ । କଟକ ଇନଡୋର ଷ୍ଟାଡିୟମରେ ଏହି ବୈଠକ ହେବ ବୋଲି ରାଜ୍ୟ ବିଜେପି … Read More

ଭିଜିଲାନ୍ସ ପଞ୍ଝାରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର, ୬ ହଜାର ଲାଞ୍ଚ ନେଇ ବନ୍ଧା ହେଲେ

ଭୁବନେଶ୍ବର: ଔଷଧ ଲାଇସେନ୍ସ ପାଇଁ ୬ ହଜାର ଟଙ୍କା ଲାଞ୍ଚ । କାର୍ ଭିତରେ ଟଙ୍କା ନେଉଥିବା ବେଳେ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଆସିଷ୍ଟାଣ୍ଡ ଡ୍ରଗ କଂଟ୍ରୋଲର ଭିଜିଲାନ୍ସ ହାତରେ ଗିରଫ । ଆସିଷ୍ଟାଣ୍ଡ ଡ୍ରଗ କଣ୍ଟ୍ରୋଲର ସଞ୍ଜୟ କୁମାର ହାନ୍ସଦା … Read More

ମାଛ ଧରିବାକୁ ଯାଇ ସାପୁଆ ନଦୀରେ ବୁଡ଼ିଗଲେ ୨ ଭାଇ

ଆଠଗଡ଼: ନଦୀରେ ବୁଡ଼ିଗଲେ ୨ ଭାଇ । ଆଠଗଡ଼ରେ ସାପୁଆ ନଦୀରେ ମାଛ ଧରିବାକୁ ଯାଇ ବୁଡ଼ିଗଲେ ୨ ଭାଇ । ଖୋଜାଖୋଜି ପରେ ସାନଭାଇର ମୃତଦେହ ଉଦ୍ଧାର । ବର୍ତ୍ତମାନ ସୁଦ୍ଧା ନିଖୋଜ ବଡ଼ଭାଇଙ୍କ ପତ୍ତା ମିଳିପାରିନାହିଁ । ଅଗ୍ନିଶମ ବାହନୀ … Read More

ରଡ଼ରେ ପିଟିପିଟି ଜ୍ବାଇଁକୁ ମାରି ଦେଲା ଶ୍ବଶୁର

ଉଦଳା : ରକ୍ତମୁଖା ସାଜିଲା ଶ୍ବଶୁର । ଲୁହା ରଡ଼ରେ ବାଡ଼େଇ ବାଡ଼େଇ ଜ୍ବାଇଁକୁ ମାରିଦେଲା । ମୟୂରଭଞ୍ଜ କପ୍ତିପଦା ଥାନା ମଝିଗଡିଆ ମଥୁରାସାହି ଗାଁରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରମେଶ ବିନ୍ଧାଣୀ । ରମେଶ ତାଙ୍କ … Read More

ଜଳ ସୁରକ୍ଷାକୁ ରାଜ୍ୟ ସରକାରଙ୍କ ପ୍ରାଥମିକତା, ୨ ବର୍ଷରେ ୫୪ ହଜାର କୋଟିର ଜଳ ଭିତ୍ତିଭୂମିକୁ ମଞ୍ଜୁରୀ

ଭୁବନେଶ୍ୱର : ଜଳ ସୁରକ୍ଷାକୁ ଓଡ଼ିଶାର ପ୍ରାଥମିକତା । ୨ ବର୍ଷରେ ୫୪ ହଜାର କୋଟିର ଜଳ ଭିତ୍ତିଭୂମିକୁ ମଞ୍ଜୁରୀ । ଜଳ ସୁରକ୍ଷା ଓ ଜଳସେଚନକୁ ରାଜ୍ୟ ସରକାରଙ୍କ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ଗତ ୨ ବର୍ଷରେ ରାଜ୍ୟରେ … Read More