ସାମାନ୍ୟ ବଚସାରୁ ଦୁଇ ସାଙ୍ଗଙ୍କ ମଧ୍ୟରେ ଛୁରାମାଡ଼: ଜଣେ ମୃତ, ଜଣେ ଗୁରୁତର
ତାଳଚେର : ସାଙ୍ଗ ସାଙ୍ଗ ମଧ୍ୟରେ ଛୁରାମାଡ଼ । ବନ୍ଧୁତା ଭୁଲି ପରସ୍ପରକୁ ଛୁରି ମାରିଲେ ଦୁଇ ସାଙ୍ଗ । ଅନୁଗୋଳ ତାଳଚେରରେ ସାମାନ୍ୟ ବଚସାରୁ ଛୁରାମାଡ଼ । ଗଣେଶ ବିହାର ଅଞ୍ଚଳରେ ଭଡ଼ା ଘରେ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସାରୁ ଛୁରୀ … Read More
