ଖୁବଶୀଘ୍ର ନନ୍ଦନକାନନକୁ ଆସିବ ଅଷ୍ଟ୍ରେଲିଆର ରେଡ୍ କଙ୍ଗାରୁ

ଭୁବନେଶ୍ବର : ନନ୍ଦନକାନନରୁ ଖୁସି ଖବର। ଆସୁଛନ୍ତି ନୂଆ ବିଦେଶୀ ଅତିଥି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମହାଦେଶରୁ ଅନେକ ବିରଳ ତଥା ବିଦେଶୀ ପ୍ରଜାତିର ବନ୍ୟଜନ୍ତୁ ନନ୍ଦନକାନନ ଆଣିବା ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ବିଦେଶୀ ଜୀବଜନ୍ତୁଙ୍କ … Read More

ବନ୍ୟାଞ୍ଚଳ ପରିଦର୍ଶନ ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ସର୍ପାଘାତ

ରାଜନଗର : ନେତାଙ୍କୁ କାମୁଡ଼ିଲା ସାପ ।  ବନ୍ୟା ଅଞ୍ଚଳରେ ବୁଲୁଥିବା ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କାମୁଡ଼ିଲା ସାପ ।  ରାଜନଗର ମେଡିକାଲରେ ଅଂଶୁମାନ ମହାନ୍ତିଙ୍କ ଚାଲିଛି ଚିକିତ୍ସା ।  ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ।  ମେଡ଼ିକାଲରେ ତାଙ୍କୁ ଅବଜରଭେସନରେ … Read More

ଗୁଳି ମାଡ଼ କରି ଲୁଟିନେଲେ ବାଇକ, ଯୁବକ ଗୁରୁତର

ଟାଙ୍ଗି : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପଟିଆ ପାଇକ ସାହିରେ ଗୁଳି ଫୁଟାଇ ଲୁଟ ।  ଗୁଳି ଫୁଟାଇ ଲୁଟି ନେଇଗଲେ ଦାମୀ ବାଇକ । ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର ହୋଇ ପଡ଼ିଛନ୍ତି ।  ଗୁରୁତର ଯୁବକଙ୍କ ନାମ … Read More

ବନ୍ୟା ବେଳେ ମନଇଚ୍ଛା ଖୋଲାଯାଉଛି ଆନନ୍ଦପୁର ବ୍ୟାରେଜ୍ ଗେଟ୍, ବିଦ୍ୟୁତ୍ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍

ଆନନ୍ଦପୁର: ଆନନ୍ଦପୁର ବ୍ୟାରେଜ୍ ଗେଟ୍ ପରିଚାଳନାରେ ଅନିୟମିତତା । ବିଦ୍ୟୁତ୍ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ । ବନ୍ୟା ବେଳେ ମନଇଚ୍ଛା ଗେଟ୍ ଖୋଲିବାକୁ ନେଇ ପ୍ରଶ୍ନ। ବନ୍ୟାର ପ୍ରକୋପ ଶୀର୍ଷରେ ଥିବା ବେଳେ ମନଇଚ୍ଛା ଖୋଲାଯାଉଛି ଆନନ୍ଦପୁର ବ୍ୟାରେଜ୍ ର ଗେଟ୍ … Read More

ଦୁର୍ଘଟଣା ପରେ ଅନ୍ତନଳୀକୁ ଧରି ୨ କିମି ଚାଲିଲା ନାବାଳକ, ଅପରେସନ୍ ପରେ ପାଇଲା ନୂଆ ଜୀବନ

ବ୍ରହ୍ମପୁର : ୧୧ ବର୍ଷୀୟ ନାବାଳକର ସାହସକୁ ସଲାମ୍ । ସାହାସ କଲା ନୂଆ ଜୀବନ ପାଇଲା । ଦୁର୍ଘଟଣା ପରେ ନିଜ ପେଟର ଅନ୍ତନଳୀକୁ ସ୍କୁଲ ୟୁନିଫର୍ମରେ ଧରି ଦୀର୍ଘ ଦୁଇ କିଲୋମିଟର ଯାଇ ଘରେ ପହଞ୍ଚିଲା । ପରିବାର … Read More

ବୈତରଣୀରେ ୫୦ ଫୁଟର ଘାଇ, ପ୍ରଭାବିତ ହେବ ୪ଟି ପଞ୍ଚାୟତ

ଆଳି : ବୈତରଣୀରେ ୫୦ ଫୁଟର ଘାଇ । ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା କନପୁର-ଗୁଣ୍ଠଳ ରାସ୍ତାରେ ୫୦ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଛି । ଫଳରେ ବୈତରଣୀ ନଦୀର ପାଣି ଏବେ ଗାଁ ମୁହାଁ … Read More

ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ, ୪୦୦ ଗାଡ଼ି ଜବତ

ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ, ୩୫୪ ଗାଡ଼ି ଜବତ । ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ପୋଲିସର ବଡ଼ ଆକ୍ସନ୍ । ରାତି ସାଢ଼େ ଗୋଟାଏ ସୁଦ୍ଧା ୧୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । … Read More

ବିଲ ପାଣିରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ବଲାଙ୍ଗିର: ବିଲ ଭିତରେ ଥିବା ପାଣିରେ ପଡିଛି ମୁଣ୍ଡ ବିହୀନ ମୃତ ଦେହ। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଗାଁ’ ହାଇସ୍କୁଲ ନିକଟ ପାଣିଟାଙ୍କି ନିକଟରେ ଥିବା ବିଲ ପାଣିରେ ମୁଣ୍ଡବିହିନ ମୃତଦେହଟି ପଡ଼ିଥିବା ଦେଖିବାକୁମିଳିଥିଲା  ମୃତଦେହକୁ ଦେଓଗାଁ ପୁଲିସ … Read More

ଧୀରେ ଧୀରେ ସୁଧୁରୁଛି ବନ୍ୟା ସ୍ଥିତି, ଖସୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ସୁଧାରୁଛି ବନ୍ୟାସ୍ଥିତି। ବିଭିନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି। ବିଶେଷକରି ସୁବର୍ଣ୍ଣରେଖା ନଦୀରେ ମଧ୍ୟ ଜଳସ୍ତର ଧୀରେ ଧୀରେ ଖସୁଥିବା ସୂଚନା ଦେଇଛନ୍ତି ଏସ୍‌ଆର୍‌ସି। ତେବେ ବନ୍ୟା ଯୋଗୁଁ ରାଜ୍ୟର ୬ଟି ଜିଲ୍ଲାର ୩୪ଟି ବ୍ଲକ … Read More

କଟିଲେ ୨୪.୩୩ ଲକ୍ଷ ଭୋଟର ! ସେପ୍ଟେମ୍ବର ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଞ୍ଜୀକରଣ ଓ ସଂଶୋଧନ ପାଇଁ ନିର୍ଦ୍ଧାରିତ ଦାବି ଓ ଆପତ୍ତି ଦାଖଲ ସମୟସୀମା ବୁଧବାର ସମାପ୍ତ ହୋଇଛି। ସେପ୍ଟେମ୍ବର ୧୭ ସୁଦ୍ଧା ନୋଟିସ୍‌ ପର୍ଯ୍ୟାୟ ସହ … Read More