ମାଡ଼ିଆସିଲା ବନ୍ୟା ପାଣି, ସ୍କୁଲରେ ଫସିଲେ ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ
କେନ୍ଦ୍ରାପଡ଼ା : ହଠାତ ମାଡ଼ିଆସିଲା ବନ୍ୟା ପାଣି । ସ୍କୁଲ ଘରେ ଫସିଗଲେ ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କୁଳସାହି ଆବାସିକ ବିଦ୍ୟାଳୟରେ ଫସିରହିନ୍ତି ଛାତ୍ରଛାତ୍ରୀ । ବ୍ରାହ୍ମଣୀ ନଦୀରେ ହଠାତ ବନ୍ୟାପାଣି ଆସିବା କାରଣରୁ ବିଦ୍ୟାଳୟ ଚାରିପଟେ ପାଣି … Read More
