ସାରା ରାଜ୍ୟରେ ୧୬ ତାରିଖ ଯାଏ ବର୍ଷା, ରେଡ ଆର୍ଲଟ ଜାରି

ଭୁବନେଶ୍ୱର : ଭୀଷଣ ବର୍ଷିବ ।  ଜାରିହେଲା ରେଡ ଆର୍ଲଟ ।  ସମସ୍ତ ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି। ଲଘୁଚାପ ପ୍ରଭାବରେ ଭୀଷଣ ବର୍ଷା ଆଶଙ୍କା। ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ସୃଷ୍ଟି ହେଲା ଲଘୁଚାପ। … Read More

ଯୁବତୀଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ, ୪ ଗିରଫ

ସାଲେପୁର : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ୪ ଗିରଫ ।  ୪ରୁ ୬ ଜଣ ଦୁର୍ବୁତ୍ତ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଯୁବତୀ ଜଣକ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ ।  ପୋଲିସ … Read More

ପୋଖରୀରେ ଜାଲ ପକାଇ କୁମ୍ଭୀରକୁ ଧରିଲା ବନ ବିଭାଗ

ମାଲକାନଗିରି : ବନ ବିଭାଗର ଜାଲରେ ଧରା ପଡିଲା କୁମ୍ଭୀର । ମାଲକାନଗିରି ଜିଲ୍ଲା ଏମଭି-୧୦୪ ଗାଁରେ ଦୁଇ ଦିନ ହେଲା କୁମ୍ଭୀର ଆତଙ୍କ ଲାଗି ରହିଛି । ବାଲିମେଳା ବନାଞ୍ଚଳ ଏମଭି-୧୦୪ ଗାଁର ମହାନନ୍ଦ ମଣ୍ଡଳଙ୍କ ପୋଖରୀରେ ଏକ ବଡ କୁମ୍ଭୀର … Read More

ବାଲିଅନ୍ତାରେ ପୁଣି ଯୁବକଙ୍କୁ ପିଟି ପିଟି ହତ୍ୟା ଉଦ୍ୟମ ଅଭିଯୋଗ, ଥାନା ଘେରିଲେ ଗ୍ରାମବାସୀ

ଭୁବନେଶ୍ୱର : ବାଲିଅନ୍ତା ଥାନା ଘେରିଲେ ସୁଦ୍ଧ ଷଡ଼ଙ୍ଗୀ ଗ୍ରାମବାସୀ । ସୌମ୍ୟରଂଜନ ହତ୍ୟାକାଣ୍ଡ ପରେ ସୁଦ୍ଧ ଷଡ଼ଙ୍ଗୀ ଗାଁର ଲକ୍ଷ୍ମୀଧର ସ୍ବାଇଁଙ୍କୁ ପିଟି ପିଟି ହତ୍ୟା ଉଦ୍ୟମ ଅଭିଯୋଗକୁ ନେଇ ଉତ୍ତେଜନା । ଲକ୍ଷ୍ମୀଧର କୋମାରେ ଥିବା ନେଇ ପରିବାର ପକ୍ଷରୁ … Read More

ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ; ୧୦,୯୮୮ ଇ-ଚାଲାଣ, ୨୮ ଗାଡ଼ି ଜବତ

ଭୁବନେଶ୍ୱର: ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ଜୋରଦାର କରାଯାଇଛି। ଅଗଷ୍ଟ ୧୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ ସମୟରେ ମୋଟ ୧୦,୯୮୮ଟି ଇ-ଚାଲାଣ କଟାଯାଇଥିବା ବେଳେ ୨୮ଟି ଗାଡ଼ି ଜବତ କରାଯାଇଛି। ଏହି … Read More

ଝାରବେଡ଼ା ଗାଁରେ ଯୁବକଙ୍କୁ ଗୁଳିମାଡ଼

ହିନ୍ଦୋଳ  : ଯୁବକଙ୍କୁ ଗୁଳିମାଡ଼ ।  ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଝାରବେଡ଼ା ଗାଁରେ ଯୁବକଙ୍କୁ ଗୁଳିମାଡ଼ ।  ତାଙ୍କ ଜଙ୍ଘରେ ୧୦ରୁ ଅଧିକ ଗୁଳି ବାଜିଛି ।  ଗୁରୁତର ଯୁବକ ହେଲେ ଝାରବେଡ଼ା ଗାଁର ବିନୟ ନାଏକ ।  ଆଜି ସକାଳେ … Read More

୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରଆଇଙ୍କୁ କାବୁ କଲା ଭିଜିଲାନ୍ସ

କଟକ : ଭିଜିଲାନ୍ସ ଜାଲରେ ଆରଆଇ । ୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜଣେ ଆରଆଇ । ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ତୁଡ଼ିଗଡ଼ିଆର ଆରଆଇ ଶରତ କୁମାର ସେଠୀ ଗିରଫ । ଜମି ପଟ୍ଟା ପାଇଁ ଅନୁକୂଳ ରିପୋର୍ଟ … Read More

କାଠ ଫାଳିଆରେ ପିଟି ପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଘଟଗାଁ: ପାରିବାରିକ କଳହରୁ କରୁଣ ପରିଣତି । କାଠଫାଳିଆରେ ପିଟି ପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଙ୍କପାଟୁଳି ଗାଁରୁ ଆସିଛ ଏହି ଅଭିଯୋଗ । ଅଭିଯୁକ୍ତ ସ୍ତ୍ରୀ ଯାତ୍ରୀ ମୁଣ୍ଡାଙ୍କୁ ଗିରଫ କରିଛି ପୋଲିସ … Read More

ପାଟଣେଶ୍ୱରୀ ମନ୍ଦିର ନିକଟରେ ଅଜଣା ବ୍ୟକ୍ତିଙ୍କୁ ହତ୍ୟା

ସମ୍ବଲପୁର: ସମ୍ବଲପୁରରେ ଚାଞ୍ଚଲ୍ୟ । ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଛି । ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ମା’ ପାଟଣେଶ୍ୱରୀ ମନ୍ଦିର ପଛ ପଟେ ଜଣେ ବ୍ୟକ୍ତିଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି ।  … Read More

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪୮ ଘଣ୍ଟାରେ ଆହୁରୀ ଘନୀଭୂତ ହେବ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ! । ୪୮ ଘଣ୍ଟାରେ ଆହୁରୀ ଘନୀଭୂତ ହେବା ସମ୍ଭାବନା । ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଲଘୁଚାପ ପ୍ରଭାବରେ ରାଜ୍ୟର ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା … Read More