ପୁଅର ମୃତ୍ୟୁ ଖବର ପାଇ ହୃଦଘାତରେ ଚାଲିଗଲା ବାପାଙ୍କ ଜୀବନ
ଯାଜପୁର : ଏକାସାଙ୍ଗରେ ଜଳିଲା ବାପ-ପୁଅଙ୍କ ଜୁଇ । ଲୁହରେ ଭିଜିଲା ଗାଁ । ପୁଅର ମୃତ୍ୟୁ ଖବର ପାଇ ହୃଦଘାତରେ ଗଲା ବାପାର ଜୀବନ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନୋସ୍ତା ଗାଁରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। କାନ୍ଦ … Read More
