ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ

ମୟୂରଭଞ୍ଜ: ଆକସ୍ମିକ ବଜ୍ରପାତ ନେଲା ଦୁଇ ଜୀବନ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଧୀନ କାଶିପାଳ ଗ୍ରାମରେ ଆକସ୍ମିକ ବଜ୍ରପାତ ଯୋଗୁଁ ଦୁଇ ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ରାଜାବସା ପଞ୍ଚାୟତ କାଶିପାଳ ଗ୍ରାମର ସ୍ବର୍ଗତ ହରି … Read More

ପୋଲିସ କଣ୍ଟ୍ରୋଲ ରୁମରେ ସଫେଇ କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର : ପୋଲିସ କଣ୍ଟ୍ରୋଲ ରୁମରେ ସଫେଇ କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ । ଡିସିପି ଅଫିସର ଦ୍ୱାରସ୍ଥ ହେଲେ ପୀଡ଼ିତା ସଫେଇ କର୍ମଚାରୀ । ମଞ୍ଚେଶ୍ୱର ପୋଲିସ କଣ୍ଟ୍ରୋଲ ରୁମର ଆସିଷ୍ଟାଣ୍ଟ କମାଣ୍ଡର ଦୀପକ ନାୟକଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପୀଡ଼ିତା … Read More

ଏଗ୍ରିଷ୍ଟେକ ଆଇଡି ପାଇଁ ଚାଷୀଙ୍କ ପାଖକୁ ଯିବେ ସରକାର : ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ଏଗ୍ରିଷ୍ଟେକ୍ ଆଇଡି ଦ୍ବନ୍ଦ୍ବ ଦୂର କଲେ ମନ୍ତ୍ରୀ । ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ ବୋଲି କହିଲେ ରାଜସ୍ବ ମନ୍ତ୍ରୀ । ଧାନ ପଞ୍ଜୀକରଣରେ କୌଣସି ଅସୁବିଧା ନାହିଁ । ଗତ ବର୍ଷ ଯେଉଁ ମାନେ ଧାନ ବିକ୍ରି କରିଛନ୍ତି … Read More

ରାଜ୍ୟରେ ମହଜୁଦ ଅଛି ୨ ଲକ୍ଷ ୩୭ ହଜାର ଟନ୍ ସାର, କଳାବଜାରୀ ରୋକିବା ପାଇଁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଗଠନ

ଭୁବନେଶ୍ୱର: ରାଜ୍ୟରେ ସାର କଳାବଜାରୀ ରୋକିବାକୁ ସରକାରଙ୍କ କଡ଼ା ପଦକ୍ଷେପ। ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି। ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର PACS (ପ୍ରାଥମିକ … Read More

ଜିଲ୍ଲାପାଳଙ୍କ ଜନଶୁଣାଣିରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡ଼ା: ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ। ଚାଷୀଙ୍କୁ କାବୁ କରିନେଲା ପୋଲିସ। କେନ୍ଦ୍ରାପଡ଼ା ରାଜନଗରରୁ ଆସିଛି ଏହି ଅଭାବନୀୟ ଖବର। ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ବିଷ ପିଇବାକୁ ଉଦ୍ୟମ କଲେ ଦୁଇ ଚାଷୀ। ତାଳଚୁଆ … Read More

ସମ୍ପତ୍ତି ପାଇଁ ମା’କୁ ମୃତ ଘୋଷଣା କଲେ ପୁଅ, ୨ ଜଣଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ସମ୍ପତ୍ତି ଜାଲିଆତିର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ ଦୁଇ ପୁଅଙ୍କୁ ଗିରଫ କରିଛି। ସେମାନେ ସରକାରୀ ରେକର୍ଡରେ ନିଜ ମା’କୁ ମୃତ ଘୋଷଣା କରି ତାଙ୍କ ଜମି ଏବଂ ଘର ଦଖଲ … Read More

ପାଟଣା ବନାଞ୍ଚଳରେ ଆତଙ୍କ ରଚୁଛନ୍ତି ୨୬ ଟିକିଆ ହାତୀ ପଲ

ଘଟଗାଁ : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ଏବେ ହାତୀ ଆତଙ୍କ ଦେଖାଦେଇଛି। ବନାଞ୍ଚଳରେ ଦୁଇଟି ପୃଥକ୍ ଦଳରେ ମୋଟ ୨୬ଟି ହାତୀଙ୍କ ଗତିବିଧି ଦେଖିବାକୁ ମିଳିଛି। ହାତୀପଲ ବିଭିନ୍ନ ଗ୍ରାମରେ ପଶି ଧାନ, ମକା ଓ ବୋଇତାଳୁ ଭଳି ଫସଲ … Read More

ଆଇଆଇଆର୍‌ଏଫ୍‌ ରାଙ୍କିଙ୍ଗ୍‌ ; ଏମ୍ସକୁ ପଛରେ ପକାଇ ଏସ୍‌ସିବି ଓଡ଼ିଶାରେ ଏକ ନମ୍ବର

ଭୁବନେଶ୍ବର : ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ବିଶେଷକରି ଚିକିତ୍ସା ଶିକ୍ଷା, ଗବେଷଣା ଓ ଉତ୍ତମ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛି ଓଡ଼ିଶା। ଇଣ୍ଡିଆନ୍‌ ଇନିଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍‌ ଫ୍ରେମୱକ-୨୦୨୬ (ଆଇଆଇଆରଏଫ)ରେ ରାଜ୍ୟର ପ୍ରମୁଖ ତିନି ଭେଷଜ … Read More

ଭିତରକନିକାରେ ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ, ନଦୀରେ ଚାଲିବ EV ବୋଟ୍

ରାଜନଗର : ଭିତରକନିକା ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ । ନଦୀରେ ଖୁବଶୀଘ୍ର ଚାଲିବ EV ବୋଟ୍ । ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କା ବ୍ୟୟ କରାଯାଇ ୫ଟି ବୋଟ୍ ଚଳାଇବାକୁ ଯାଉଛନ୍ତି ସରକାର । ଏନେଇ ଭିତରକନିକା ନଦୀରେ ଚଲାଉଥିବା … Read More

ରାଉରକେଲା ଷ୍ଟେସନରେ ଭୁଶୁଡ଼ିଲା ସେଡ୍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା: ଭୁଶୁଡ଼ିଲା ଷ୍ଟେସନର ସେଡ୍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ରାଉରକେଲା ରେଳ ଷ୍ଟେସନରେ ବଡ଼ ଅଘଟଣ । କିଛି ମାସ ତଳେ ନିର୍ମାଣ ହୋଇଥିବା ଏକ ନୂଆ ସେଡ୍ ହଠାତ ଭୁଶୁଡ଼ି ପଡ଼ିଛି । ରାଉରକେଲା ରେଳବାଇ ଷ୍ଟେସନ ସଂପ୍ରସାରଣ … Read More