ଆସନ୍ତା ୧୨ରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଓଡ଼ିଶାରେ ହେବ ନାହିଁ ଦୃଶ୍ୟମାନ

ପୁରୀ  :  ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ ।  ତେବେ ଏହି ପୂର୍ଣ୍ଣ ଗ୍ରାସ ସୂର୍ଯ୍ୟପରାଗ ଭାରତ କିମ୍ବା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ ।  ସୂର୍ଯ୍ୟପରାଗ କିଛି କ୍ଷଣ ବା ମୁହୂର୍ତ୍ତ ପାଇଁ ଓଡ଼ିଶା … Read More

ପୁଣି ଡରାଇଲାଣି ବୈତରଣୀ ଓ ନାଳିଆ : ଚାଷ ଜମି ଜଳମଗ୍ନ, ଗାଁରେ ପଶିଲା ପାଣି

ଯାଜପୁର / ଭଦ୍ରକ : ପୁଣି ଡରାଇଲାଣି ବୈତରଣୀ ବନ୍ୟା । ଘାଇ ମରାମତି ହୋଇଥିବା ସ୍ଥାନରେ ଏବେ ପ୍ରାୟ ୩ ଫୁଟ ଉଚ୍ଚରେ ବନ୍ୟାପାଣି ଗାଁ ଭିତରକୁ ମାଡ଼ି ଆସୁଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବୃଦ୍ଧି … Read More

୫ ମାସ ହେଲା ସ୍କୁଲରେ ନାହାନ୍ତି ଶିକ୍ଷକ, ଛାତ୍ରଛାତ୍ରୀଙ୍କୁ ଜଗୁଛନ୍ତି ପାଚିକା

ପୁରୀ : ବିନା ଶିକ୍ଷକରେ ସ୍କୁଲ । ୫ ମାସ ହେଲାଣି ନାହାନ୍ତି ଶିକ୍ଷକ । ପିଲାଙ୍କୁ ଜଗୁଛନ୍ତି ପାଚିକା । ସବୁଦିନ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ଖାଇବା ପରେ ଘରକୁ ପଳାଉଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରି … Read More

ପେଟ୍ରୋଲ ଢାଳି ଯୁବକଙ୍କୁ ହତ୍ୟା ଉଦ୍ୟମ, ଅବସ୍ଥା ଗୁରୁତର

ରାଉରକେଲା:  ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଘଣିଘଷାରେ ଘଟିଛି ବିଭତ୍ସ କାଣ୍ଡ । ଶୌଚ ପାଇଁ ଯାଇଥିବା ବେଳେ କାହ୍ନୁଚରଣ ମହାନ୍ତଙ୍କୁ ଜାଳିନେଲେ । ୪ ମୁଖାପିନ୍ଧା ଦୁର୍ବୁତ୍ତ ପେଟ୍ରୋଲ ଢାଳିବା ସହ ଜୋର … Read More

ଶିମିଳିପାଳରେ କଳା ବାଘୁଣୀର ମୃତ୍ୟୁ

ମୟୂରଭଞ୍ଜ : ଶିମିଳିପାଳରେ କଳା ବାଘୁଣୀର ମୃତ୍ୟୁ । ୫ ବର୍ଷୀୟା ବାଘୁଣୀର ମୃତଦେହ ଉଦ୍ଧାର । ଶିମିଳିପାଳ ଟାଇଗର ରିଜର୍ଭର କୋର୍ ଅଞ୍ଚଳରେ ବାଘୁଣୀର ମୃତଦେହ ମିଳିଛି । ଶିମିଳିପାଳ ଦକ୍ଷିଣ ଡିଭିଜନର ଉପର ବାରହା କକୁଡ଼ା ରେଞ୍ଜ ଅଧୀନ ଜାତିଆଣୀ … Read More

ଲିଫ୍ଟ ନଦେବାରୁ ବାଇକ ଚାଳକଙ୍କ ତଣ୍ଟି କାଟିଦେଲା ଦୁର୍ବୃତ୍ତ

ହିଞ୍ଜିଳି: ଲିଫ୍ଟ ନଦେବାରୁ ତଣ୍ଟି କାଟିଦେଲେ । ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଖଣ୍ଡରା ଛକରେ ଅଭାବନୀୟ ଘଟଣା ଘଟିଛି । ରାସ୍ତା ରେ ଯାଉଥିବା ବାଇକ୍ ଚାଳକଙ୍କୁ ଜଣେ ଅଜଣା ବ୍ୟକ୍ତି ଲିଫ୍ଟ ମାଗିଥିଲେ । ବାଇକ୍ ଚାଳକ ଲିଫ୍ଟ ଦେବାକୁ … Read More

ଶୋଇବାକୁ ଜାଗା ନଦେବାରୁ ଭିଣୋଇକୁ ଠେଙ୍ଗାରେ ପିଟିପିଟି ମାରିଦେଲା ଶଳା

ଭୁବନେଶ୍ୱର : ରାଜଧାନୀରେ ବୀଭତ୍ସ ହତ୍ୟା । ଭିଣୋଇକୁ ଅତି ନିର୍ମମ ହତ୍ୟା କଲା ଶଳା । ଶୋଇବାକୁ ଜାଗା ନ ଦେବାରୁ ଭିଣୋଇକୁ ହତ୍ୟା । ଠେଙ୍ଗାରେ ପିଟିପିଟି ଭିଣୋଇ ହତ୍ୟା । ଚନ୍ଦକା ଥାନା ପାଇକରାପୁର ଭୂତ ବଙ୍ଗଳାରେ ଭିଣୋଇ … Read More

ଏରୋପ୍ଲେନରେ ବସି ରେଷ୍ଟୁରାଣ୍ଟର ମଜା ନେବେ ପର୍ଯ୍ୟଟକ

ପୁରୀ : ଏରୋପ୍ଲେନ ଭିତରେ ବସି ରେଷ୍ଟୁରାଣ୍ଟର ମଜା ନେବେ ପୁରୀ ବାସିନ୍ଦା ଏବଂ ପର୍ଯ୍ୟଟକ । ଏକ ନିଆରା ଢଙ୍ଗରେ ପୁରୀରେ ଖୋଲିବାକୁ ଯାଉଛି ରେଷ୍ଟୁରାଣ୍ଟ। ତେବେ ଏରୋପ୍ଲେନ ଭିତରେ ବସି ଖାଦ୍ୟପେୟର ମଜା ଏକ ନିଆରା ଅନୁଭୂତି ପାଇବେ ପର୍ଯ୍ୟଟକ। … Read More

ସାଇବର ଠକଙ୍କୁ ଧରିବାକୁ ଖାକି ବାବୁ ନେଉଛନ୍ତି ଡିଜିଟାଲ ଫରେନ୍ସିକ୍ ତାଲିମ

ଭୁବନେଶ୍ବର: ଖାକି ବାବୁ ପଢୁଛନ୍ତି ସାଇବର ପାଠ । ତ୍ୱରିତ ହେବ ସାଇବର ଅପରାଧ ତଦନ୍ତ । କମିଶନରେଟ ପୋଲିସ ପଢୁଛି ଡିଜିଟାଲ ଫରେନ୍ସିକ୍ ପାଠ । ପୋଲିସ ସେବା ଭବନରେ ପୋଲିସ ଅଧିକାରୀଙ୍କୁ ଏ ନେଇ ସ୍ୱତନ୍ତ୍ର ତାଲିମ ଦିଆଯାଇଛି । … Read More

ସାଳନ୍ଦୀରେ ୧୦୦ ଫୁଟର ଘାଇ, ବିପଦ ସଙ୍କେତ ମୁହାଁ ବୈତରଣୀ ଜଳସ୍ତର

ଯାଜପୁର:ଭଦ୍ରକ ଜିଲ୍ଲା ବୈତରଣୀ ନଦୀର ସ୍ଥିତି ସୁଧୁରି ନାହିଁ । ଏପଟେ ସାଳନ୍ଦୀ ଓ ଏହାର ଶାଖା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସୂଚନାଥାଉକି, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ବାରୋ ପଞ୍ଚାୟତ ବାରୋଡିହ ଗ୍ରାମର କୁଆ ମାହାରା … Read More