ଭୁବନେଶ୍ୱରରେ ୧୩ତମ BRICS ଶିକ୍ଷାମନ୍ତ୍ରୀ ବୈଠକ, ଯୋଗ ଦେଲେ ୨୦୦ରୁ ଅଧିକ ପ୍ରତିନିଧି

ଭୁବନେଶ୍ୱର : ଭୁବନେଶ୍ୱରରେ ଆୟୋଜିତ BRICS ଶିକ୍ଷାମନ୍ତ୍ରୀ ବୈଠକରେ ଭବିଷ୍ୟତମୁଖୀ ଶିକ୍ଷା, ଦକ୍ଷତା ଓ ଗବେଷଣା ସହଯୋଗ ଉପରେ ଗୁରୁତ୍ୱ। ୧୩ତମ BRICS ଶିକ୍ଷାମନ୍ତ୍ରୀ ବୈଠକ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବରରେ ଏକ ହୋଟେଲରେ ଆୟୋଜନ ହୋଇଛି। ବ୍ରାଜିଲ, ରୁଷ, ଚୀନ, … Read More

ନଦୀରେ ଭାସିଗଲେ ୨ ଯୁବକ : ଜଣଙ୍କ ମୃତଦେହ ଉଦ୍ଧାର, ଆଉ ଜଣେ ନିଖୋଜ

ଭୁବନେଶ୍ୱର : ପୁଣି ନଦୀରେ ବୁଡି ଚାଲିଗଲା ଜୀବନ। କୁଆଖାଇ ନଦୀରେ ଭାସି ଯାଇଥିବା ୨ ଯୁବକଙ୍କ ମଧ୍ୟରୁ ମିଳିଲା ଜଣଙ୍କ ମୃତଦେହ। ମିଳିଥିବା ଖବର ଅନୁଯାୟୀ, ୪ ଜଣ ସାଙ୍ଗ ଗାଧୋଉଥିବା ବେଳେ ବାଲିଆନ୍ତା ସତ୍ୟଭାମାପୁର ପଞ୍ଚାୟତ ଇନ୍ଦ୍ରପାଳ ସାଇମନ୍ଦିର … Read More

ପ୍ରବଳ ବର୍ଷା ନେଇ ସାରା ରାଜ୍ୟକୁ ୱାର୍ଣ୍ଣିଂ, ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର : ମାଡ଼ି ଆସୁଛି ପଶ୍ଚିମାଝଡ଼ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଉପରେ ପଶ୍ଚିମା ଝଡ଼ର ପ୍ରଭାବ ରହିବ। ଏପଟେ ଉତ୍ତର ଓଡ଼ିଶା ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ବଙ୍ଗୋପସାଗରରେ ୨୪ ଘଣ୍ଟାରେ ଲଘୁଚାପ … Read More

ସର୍ପାଘାତରେ ମାଆ-ପୁଅ ମୃତ

ଗଜପତି: ଶୋଇଥିଲେ ମାଡ଼ି ଆସିଲା କାଳ । ସାପ କାମୁଡ଼ାରେ ମାଆ ଓ ପୁଅ ମୃତ । ଗଜପତି ରାୟଗଡ଼ା ବ୍ଲକ କଡମ୍ବାତାଳ ଗାଁରୁ ଆସିଛି ଦୁଃଖଦ ଓ ହୃଦୟବିଦାରକ ଖବର । ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି ବାପା ଓ ଦେଢ଼ ବର୍ଷର ଝିଅ … Read More

କରଡାପଲି ଗାଁରେ ଡାଇରିଆ ଆତଙ୍କ, ୫୦ରୁ ଅଧିକ ଆକ୍ରାନ୍ତ

ବାଙ୍କୀ: ବାଙ୍କୀରେ ଡାଇରିଆ ଆତଙ୍କ । ୫୦ରୁ ଅଧିକ ଆକ୍ରାନ୍ତ । କଟକ ଜିଲ୍ଲା ବାଙ୍କୀ ବ୍ଲକ କାଳିପୋଇ ପଞ୍ଚାୟତର କରଡାପଲି ଗାଁରେ ଡାଇରିଆ ଆତଙ୍କ ଖେଳାଇଛି । ଗତ ଦୁଇ ଦିନରେ ୫୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ … Read More

ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ଼ ପାଇଁ ପଦକ୍ଷେପ ; ପୁରୀରେ ସ୍ଥାପନ କରାଯିବା ନୂତନ ରାଡାର

ଭୁବନେଶ୍ୱର : ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାର ଉଦ୍ୟମରତ ଅଛନ୍ତି। ରାଜ୍ୟରେ ପାଣିପାଗ ସ୍ଥିତି ଜାଣିବା ପାଇଁ ୫୭୩କି.ମି ଉପକୂଳ ଅଞ୍ଚଳରେ … Read More

୧୨,୫୭୨ ଭୋଟର ଅଯୋଗ୍ୟ ଘୋଷିତ, ତ୍ରୁଟି ପାଇଁ ୫୮ଲକ୍ଷ ୩୬ହଜାର ୪୩୦ଜଣଙ୍କ ନାମରେ ନୋଟିସ୍‌

ଭୁବନେଶ୍ବର : ରାଜ୍ୟରେ ଭୋଟର୍‌ ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲିଛି। ତ୍ରୁଟି ପାଇଁ ମୋଟ ୫୮ଲକ୍ଷ ୩୬ହଜାର ୪୩୦ଜଣ ଭୋଟରଙ୍କ ନାମରେ ନୋଟିସ୍‌ ଜାରି ହୋଇଛି। ସେଥିମଧ୍ୟରୁ ୫୭ଲକ୍ଷ ୭୭ହଜାର ୫୬୫ଜଣ ଭୋଟରଙ୍କୁ ସଫଳତାର ସହ ନୋଟିସ୍‌ ପ୍ରଦାନ … Read More

ଗ୍ରାହକଙ୍କ ଆକାଉଣ୍ଟରୁ ୩ କୋଟି ଲୁଟିଲେ ବାପ-ପୁଅ

ବଡ଼ବିଲ: ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ଏକ ଘରୋଇ ବ୍ୟାଙ୍କର ପୂର୍ବତନ ଅଧିକାରୀ ଏବଂ ତାଙ୍କ ବାପାଙ୍କୁ କେନ୍ଦୁଝର ଜିଲ୍ଲା ପୋଲିସ ଗିରଫ କରିଛି । ବ୍ୟାଙ୍କ ଉପରେ ଥିବା ଲୋକଙ୍କ ବିଶ୍ୱାସର ସୁଯୋଗ … Read More

ଦାଦନ ସମସ୍ୟା ରୋକିବ ‘ପ୍ରୋଜେକ୍ଟ ବ୍ଲେସ୍’: ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟରେ ଦାଦନ ସମସ୍ୟାକୁ ଦୂର କରିବା ଏବଂ ବାଧ୍ୟତାମୂଳକ ସ୍ଥାନାନ୍ତରଣ ରୋକିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଏକ ତିନି ବର୍ଷିଆ ଅଭିଯାନ ‘ପ୍ରୋଜେକ୍ଟ … Read More

ଓଡ଼ିଶା ହେବ ଫୁଡ୍‌ ପ୍ରୋସେସିଂ ହବ୍‌: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଓଡ଼ିଶାକୁ ଫୁଡ୍‌ ପ୍ରୋସେସିଂ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାକୁ ଏକ ପ୍ରମୁଖ ନିବେଶ କେନ୍ଦ୍ରରେ ପରିଣତ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପ୍ରୟାସ। ଏଥିପାଇଁ ନୂଆଦିଲ୍ଲୀରେ ଆୟୋଜନ ହେଉଛି ‘ଓଡ଼ିଶା ଫୁଡ୍ ପ୍ରୋ–୨୦୨୬’। ଜାତୀୟ … Read More