ବ୍ରାହ୍ମଣୀରେ ଭାସିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର, ଜଣେ ନିଖୋଜ

ତାଳଚେର  : ଭାସିଗଲେ ଦୁଇ ସାଙ୍ଗ ।  ଜଣେ ଉଦ୍ଧାର, ଜଣେ ନିଖୋଜ । ତାଳଚେର ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବା ବେଳେ ଭାସିଗଲେ ଦୁଇ ସାଙ୍ଗ ।  ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଅନ୍ୟଜଣେ ଏବେବି ନିଖୋଜ ଅଛନ୍ତି … Read More

ଧବଳେଶ୍ୱରଙ୍କ ପୀଠରେ କିପରି ହେବ ଜଳଲାଗି, ବନ୍ୟା ପାଇଁ ମହାନଦୀରେ କଟକଣା

ଆଠଗଡ଼ : ଦ୍ୱନ୍ଦରେ କାଉଡିଆ, ଶ୍ରଦ୍ଧାଳୁ, ପୂଜକ । ମହାନଦୀରେ ବନ୍ୟା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି । ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ବାବା ଧବଳେଶ୍ବରଙ୍କ ପୀଠରେ ଜଳଲାଗି କରିବେ ହଜାର ହଜାର ଶ୍ରଦ୍ଧାଳୁ … Read More

ମହାନଦୀରେ ଆଉ ବନ୍ୟା ସ୍ଥିତି ନାହିଁ, କମୁଛି ହୀରାକୁଦ ଜଳସ୍ତର

କଟକ : ମହାନଦୀରେ ଆଉ ବନ୍ୟା ସ୍ଥିତି ନାହିଁ। ଏଥିସହ କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ। ଆସନ୍ତା ୪ ତାରିଖ ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ୬୧୮ରୁ ୬୧୫ ଫୁଟ ରଖିବୁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । … Read More

ପାରିବାରିକ କଳହକୁ ନେଇ ନିଜ ଜିଭ କାଟିଦେଲେ ଯୁବକ

ବ୍ରହ୍ମପୁର :  ପାରିବାରିକ କଳହର କରୁଣ ପରିଣତି  । ନିଜ ଜିଭ କାଟିଦେଲେ ଯୁବକ ।  ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ହଂସତୁଳି ଗାଁରେ ଥିବା କାଳୀ ମନ୍ଦିରରେ ଘଟିଛି ଅଘଟଣ।  ଗୁରୁତର ବ୍ୟକ୍ତି ଜଣକ ହେଲେ ହଂସତୁଳୀ ଗାଁର କିରଣ ପାତ୍ର … Read More

ଫ୍ଲାଏଓଭର ପ୍ରକଳ୍ପ ପାଇଁ ଚାଲିଛି ମାଟି ପରୀକ୍ଷା: ଆସନ୍ତା ୬ରୁ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେବେ ରାଜଧାନୀବାସୀ

ଭୁବନେଶ୍ୱର: ଆଗାମୀ ଫ୍ଲାଏଓଭର ପ୍ରକଳ୍ପ ପାଇଁ ମାଟି ପରିକ୍ଷା କାର୍ଯ୍ୟ ଆରମ୍ଭ ହେଉଥିବାରୁ ଅଗଷ୍ଟ ୬ ତାରିଖରୁ ରାଜଧାନୀର ଜୟଦେବ ବିହାର-ନନ୍ଦନକାନନ ଷ୍ଟ୍ରେଚ୍ ଦେଇ ଯାତ୍ରା କରୁଥିବା ଯାତ୍ରୀମାନେ ଟ୍ରାଫିକ୍ ଭିଡ଼ର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଯାହାକୁ ଦୃଷ୍ଟିରେ ରଖି … Read More

ବନ୍ୟା ପାଇଁ ଓଡିଶାକୁ ୫୦୦ କୋଟିର ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ସରକାର

ଭୁବନେଶ୍ବର : ଦେଶର ବିଭିନ୍ନ ରାଜ୍ୟରେ ଜାରି ରହିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବନ୍ୟା ପ୍ରଭାବିତ ରାଜ୍ୟକୁ କେନ୍ଦ୍ର ସରକାର ଅର୍ଥିକ ସହାୟତା ଜାରି କରିଛନ୍ତି। କେନ୍ଦ୍ର ଗୃହ ତଥା ସହକାରିତା … Read More

ଆଜିଠୁ ୭ ଯାଏଁ ପ୍ରବଳ ବର୍ଷା, ୨୧ ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ୱର : ଆଜିଠୁ ପୁଣି ବଢ଼ିବ ବର୍ଷା । ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଲାଗିପାରେ । ଆଜି ଓ କାଲି ଦୁଇ ଦିନ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ … Read More

ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ଯୋଗୁ ସମ୍ବଲପୁର ସୋନପୁର ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ । ଜଳଭଣ୍ଡାରର କୌଣସି ଗେଟ୍ ବନ୍ଦ ହୋଇନାହିଁ । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୪.୨୭ ଫୁଟ୍ । ଆସନ୍ତାକାଲି ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୮ ଫୁଟ୍ କରାଯିବ … Read More

ବନ୍ୟା ସ୍ଥିତି ତଦାରଖ ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇ ପଡିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବନ୍ୟା ପରିସ୍ଥିତିର ପରିଚାଳନା ପାଇଁ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଆକାଶ ମାର୍ଗରୁ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା … Read More

ନିଶା ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ; କହିଲେ “ସୁଧୁର, ନଚେତ୍ ହେବ ବୁଲଡୋଜର ଆକ୍ସନ୍ ’

ଭୁବନେଶ୍ୱର: ‘ନିଶାମୁକ୍ତ ଯୁବ – ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ ଅବସରରେ ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ଦୃଢ଼ ସଂକଳ୍ପ ଗ୍ରହଣ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ … Read More