ଜିଲ୍ଲାପାଳଙ୍କ ଜନଶୁଣାଣିରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡ଼ା: ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ। ଚାଷୀଙ୍କୁ କାବୁ କରିନେଲା ପୋଲିସ। କେନ୍ଦ୍ରାପଡ଼ା ରାଜନଗରରୁ ଆସିଛି ଏହି ଅଭାବନୀୟ ଖବର। ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ବିଷ ପିଇବାକୁ ଉଦ୍ୟମ କଲେ ଦୁଇ ଚାଷୀ। ତାଳଚୁଆ … Read More

ସମ୍ପତ୍ତି ପାଇଁ ମା’କୁ ମୃତ ଘୋଷଣା କଲେ ପୁଅ, ୨ ଜଣଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ସମ୍ପତ୍ତି ଜାଲିଆତିର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ ଦୁଇ ପୁଅଙ୍କୁ ଗିରଫ କରିଛି। ସେମାନେ ସରକାରୀ ରେକର୍ଡରେ ନିଜ ମା’କୁ ମୃତ ଘୋଷଣା କରି ତାଙ୍କ ଜମି ଏବଂ ଘର ଦଖଲ … Read More

ପାଟଣା ବନାଞ୍ଚଳରେ ଆତଙ୍କ ରଚୁଛନ୍ତି ୨୬ ଟିକିଆ ହାତୀ ପଲ

ଘଟଗାଁ : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ଏବେ ହାତୀ ଆତଙ୍କ ଦେଖାଦେଇଛି। ବନାଞ୍ଚଳରେ ଦୁଇଟି ପୃଥକ୍ ଦଳରେ ମୋଟ ୨୬ଟି ହାତୀଙ୍କ ଗତିବିଧି ଦେଖିବାକୁ ମିଳିଛି। ହାତୀପଲ ବିଭିନ୍ନ ଗ୍ରାମରେ ପଶି ଧାନ, ମକା ଓ ବୋଇତାଳୁ ଭଳି ଫସଲ … Read More

ଆଇଆଇଆର୍‌ଏଫ୍‌ ରାଙ୍କିଙ୍ଗ୍‌ ; ଏମ୍ସକୁ ପଛରେ ପକାଇ ଏସ୍‌ସିବି ଓଡ଼ିଶାରେ ଏକ ନମ୍ବର

ଭୁବନେଶ୍ବର : ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ବିଶେଷକରି ଚିକିତ୍ସା ଶିକ୍ଷା, ଗବେଷଣା ଓ ଉତ୍ତମ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛି ଓଡ଼ିଶା। ଇଣ୍ଡିଆନ୍‌ ଇନିଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍‌ ଫ୍ରେମୱକ-୨୦୨୬ (ଆଇଆଇଆରଏଫ)ରେ ରାଜ୍ୟର ପ୍ରମୁଖ ତିନି ଭେଷଜ … Read More

ଭିତରକନିକାରେ ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ, ନଦୀରେ ଚାଲିବ EV ବୋଟ୍

ରାଜନଗର : ଭିତରକନିକା ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ । ନଦୀରେ ଖୁବଶୀଘ୍ର ଚାଲିବ EV ବୋଟ୍ । ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କା ବ୍ୟୟ କରାଯାଇ ୫ଟି ବୋଟ୍ ଚଳାଇବାକୁ ଯାଉଛନ୍ତି ସରକାର । ଏନେଇ ଭିତରକନିକା ନଦୀରେ ଚଲାଉଥିବା … Read More

ରାଉରକେଲା ଷ୍ଟେସନରେ ଭୁଶୁଡ଼ିଲା ସେଡ୍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା: ଭୁଶୁଡ଼ିଲା ଷ୍ଟେସନର ସେଡ୍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ରାଉରକେଲା ରେଳ ଷ୍ଟେସନରେ ବଡ଼ ଅଘଟଣ । କିଛି ମାସ ତଳେ ନିର୍ମାଣ ହୋଇଥିବା ଏକ ନୂଆ ସେଡ୍ ହଠାତ ଭୁଶୁଡ଼ି ପଡ଼ିଛି । ରାଉରକେଲା ରେଳବାଇ ଷ୍ଟେସନ ସଂପ୍ରସାରଣ … Read More

ପୁଅର ମୃତ୍ୟୁ ଖବର ପାଇ ହୃଦଘାତରେ ଚାଲିଗଲା ବାପାଙ୍କ ଜୀବନ

ଯାଜପୁର : ଏକାସାଙ୍ଗରେ ଜଳିଲା ବାପ-ପୁଅଙ୍କ ଜୁଇ । ଲୁହରେ ଭିଜିଲା ଗାଁ । ପୁଅର ମୃତ୍ୟୁ ଖବର ପାଇ ହୃଦଘାତରେ ଗଲା ବାପାର ଜୀବନ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନୋସ୍ତା ଗାଁରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। କାନ୍ଦ … Read More

ସୁନା ଦୋକାନୀଙ୍କ ଉପରକୁ ଗୁଳି ମାଡ଼

ସୋର: ଜୁଏଲାରୀ ମାଲିକଙ୍କ ଉପରକୁ ଦୁର୍ବୃତ୍ତଙ୍କ ଗୁଳି ମାଡ଼ । ବାଲେଶ୍ଵର ଜିଲ୍ଲା ଖଇରା ଥାନା କୁପାରୀ ସ୍ଥିତ କୂପେଶ୍ୱର ଜୁଏଲାରି ଦୋକାନ ମାଲିକ ଦୋକାନ ବନ୍ଦ୍ କରି ଘରକୁ ଫେରୁଥିବା ବେଳେ ଗୁଳିମାଡ଼ । ମାଲିକଙ୍କଠାରୁ ଚାବି ବ୍ୟାଗ ନେଇଯାଇଛନ୍ତି ଲୁଟେରା … Read More

ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ, ବିଫଳ ହେଲା ସରକାର-ଛାତ୍ରନେତାଙ୍କ ଆଲୋଚନା

ରାଞ୍ଚି:ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନକୁ ନେଇ ସରକାର ଓ ଛାତ୍ରନେତାଙ୍କ ମଧ୍ୟରେ ଚାଲିଥିବା ଆଲୋଚନାରୁ ମିଳିଲାନି ସମ୍ପୂର୍ଣ୍ଣ ସମାଧାନ। ପ୍ରାୟ ୫ ଘଣ୍ଟା ଧରି ଆଲୋଚନା ହୋଇଥିଲେ ମଧ୍ୟ ଛାତ୍ରନେତାଙ୍କ ସମସ୍ତ ଦାବି ଉପରେ ସହମତି ହୋଇପାରିନାହିଁ। ଫଳରେ ଛାତ୍ର ଆନ୍ଦୋଳନ ଜାରି … Read More

ଅବତରଣ ବେଳେ ଲେଜର ଆଲୋକରେ ଶିକାର ହେଲା ବିମାନ; ବର୍ତ୍ତିଲେ ୧୫୯ ଯାତ୍ରୀ

କଲକାତା:କଲକାତା ବିମାନବନ୍ଦରରେ ବଡ ଅଘଟଣ।ମାଲେସିଆ ଏୟାରଲାଇନ୍ସର MH-184 ବିମାନଟି କଲକାତା ବିମାନବନ୍ଦରରେ ଅବତରଣ କରିବା ସମୟରେ ଲେଜର ଆଲୋକରେ ଶିକାର ହୋଇଛି।ବିମାନଟି କ୍ୱାଲାଲମ୍ପୁରରୁ ୧୫୯ ଜଣ ଯାତ୍ରୀଙ୍କୁ ନେଇ କଲକାତା ଆସୁଥିବା ବେଳେ ଘଟିଛି ଏଭଳି ଘଟଣା। ଲେଜର ଆଲୋକ ସିଧାସଳଖ କକପିଟ୍‌ ଦିଗକୁ ପଡ଼ିବାରୁ ପାଇଲଟ୍‌ଙ୍କ ଦୃଷ୍ଟି କିଛି ସମୟ ପାଇଁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, … Read More