ଛିନ୍ଦୱାଡ଼ା ଜିଲ୍ଲା ହସ୍ପିଟାଲ ନବଜାତ ୱାର୍ଡରେ ଅଗ୍ନିକାଣ୍ଡ, ଜଣେ ମୃତ, ୨ ଗୁରୁତର
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲା ହସ୍ପିଟାଲରେ ନବଜାତ NICU ରେ ଅଗ୍ନିକାଣ୍ଡ ହୋଇଛି । ଶନିବାର ମଧ୍ୟରାତ୍ରିରେ ଏକ ୱାର୍ମର ମେସିନରେ ହଠାତ୍ ସ୍ପାର୍କିଂ ହୋଇ ନିଆଁ ଲାଗିଯାଇଥିଲା । ଫଳରେ ୱାର୍ଡରେ ଥିବା ତିନୋଟି ନବଜାତ ଶିଶୁ ଗୁରୁତର ଭାବେ … Read More
