ସିମୁଳିଆରୁ ଟିଏମସି ପୂର୍ବତନ ବିଧାୟକ ଗିରଫ, ଆରଜି କର ମେଡିକାଲ ଘଟଣାରେ ସମ୍ପୃକ୍ତି ସନ୍ଦେହ
ସୋର : ପଶ୍ଚିମବଙ୍ଗ ଟି.ଏମ.ସିର ପୂର୍ବତନ ବିଧାୟକ ନିର୍ମଳ ଘୋଷ ପଶ୍ଚିମବଙ୍ଗ ଖୋର୍ଦ୍ଧା ପୋଲିସ ଦ୍ୱାରା ସିମୁଳିଆ ଥାନାରେ ଅଟକ। ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଥିବା ଏକ ହୋଟେଲରୁ ପଶ୍ଚିମବଙ୍ଗ ଟି.ଏମ.ସିର ପୂର୍ବତନ ବିଧାୟକ ନିର୍ମଳ ଘୋଷ … Read More
