ଦେବସ୍ନାନ ପୂର୍ଣ୍ଣିମା ଲାଗି ପୁରୀ ବେଳାଭୂମିରେ ପୁଲିସ ପକ୍ଷରୁ ସୁରକ୍ଷା ନିର୍ଦେଶନାମା
ପୁରୀ : ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ପୁରୀ ବେଳାଭୂମିରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ଏକ Public Safety Notice ଜାରି କରାଯାଇଛି … Read More
