କାଠ ଫାଳିଆରେ ପିଟି ପିଟି ବିଜେପି ବୁଥ୍ ସଭାପତିଙ୍କୁ ହତ୍ୟା
କେନ୍ଦ୍ରାପଡା: ମହାକାଳପଡ଼ା ବ୍ଲକର ରାମନଗର ଅଞ୍ଚଳରେ ହତ୍ୟାକାଣ୍ଡ । ବିଜେପି ବୁଥ୍ ସଭାପତି ତପନ ଦାସଙ୍କୁ ହତ୍ୟା କରାଯାଇଛି । ପ୍ରାଥମିକ ସୂଚନାନୁସାରେ, ଦୁର୍ବୃତ୍ତମାନେ ତପନ ଦାସଙ୍କ ମୁଣ୍ଡକୁ କାଠ ଫାଳିଆରେ ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିଲେ । ହତ୍ୟା … Read More
