ରାଜ୍ୟବାସୀଙ୍କୁ ୪୭,୬୦୦ କୋଟିର ମେଗା ଭେଟି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ମୟୂରଭଞ୍ଜ : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୪୭ ହଜାର ୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ ଘାଟନ । ରାଷ୍ଟ୍ରପତିଙ୍କ ଜନ୍ମମାଟିରେ ଆଜି ଏକ ବଡ଼ ଇତିହାସ ରଚିତ ହୋଇଛି । ଓଡ଼ିଶାର ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ … Read More

ପରକୀୟା ପ୍ରୀତି ସନ୍ଦେହରେ ହତ୍ୟାକାଣ୍ଡ

ଭୁବନେଶ୍ୱର : କମିଶନରେଟ୍‌ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ରାଜଧାନୀରେ ବୁଲିଲା ଖଣ୍ଡା । ଆପାର୍ଟମେଣ୍ଟରେ ପଶି ଛୁରୀ ଭୁଶୀ ହତ୍ୟା । ପରକୀୟା ପ୍ରୀତି ସନ୍ଦେହରେ ହତ୍ୟାକାଣ୍ଡ ହୋଇଛି । ଚନ୍ଦ୍ରଶେଖର ପୁର ଥାନା ଅଞ୍ଚଳରେ କେଳୁଚରଣ ପାର୍କ କଡ଼ରେ ଘଟିଛି … Read More

ଏସଆଇଆର କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ବିଏଲଓ ନିଲମ୍ବିତ

ବୌଦ୍ଧ : ଏସଆଇଆର କାର୍ଯ୍ୟରେ ଅବହେଳା । ଦୁଇ ବିଏଲଓ ନିଲମ୍ବିତ । ବୌଦ୍ଧ ଜିଲା ହରଭଙ୍ଗାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ଦୁଇଜଣ ବିଏଲଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ … Read More

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା

ଯାଜପୁର : ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ । ମୃତ ଯୁବକ ହେଲେ ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ଭଗବାନପୁର ଗ୍ରାମର ରାଜୀବ ଲୋଚନ ବାରିକ । ମୃତ୍ୟୁ ପରେ ନିଶା ନିବାରଣ କେନ୍ଦ୍ରରେ ପ୍ରବଳ ଉତ୍ତେଜନା … Read More

ଚାକିରି ଦେବା କହି ନାବାଳିକାକୁ ନିର୍ଯାତନା

ଭଦ୍ରକ: ଚାକିରି ଦେବାକୁ କହି ନାବାଳିକାକୁ ନିର୍ଯାତନା ଓ ଗୃହବନ୍ଦୀ ଅଭିଯୋଗ । ଭଦ୍ରକର ନାବାଳିକାଙ୍କୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରୁ ଉଦ୍ଧାର । ଜଣେ ଡାକ୍ତରଙ୍କ ଘରୁ ଉଦ୍ଧାର କଲା ବାଲିକୁଦା ଥାନା ପୋଲିସ । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର … Read More

୩୪.୬୪ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା

ଭୁବନେଶ୍ୱର : ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ପଶ୍ଚିମବଙ୍ଗର ହୂଗୁଳି ସ୍ଥିତ ତାରକେଶ୍ୱର ଠାରେ ପିଏମ୍ କିଷାନ ଯୋଜନାର ୨୩ ତମ କିସ୍ତି ପ୍ରଦାନ କରାଯାଇଛି I ସମଗ୍ର ଦେଶରେ ୯ କୋଟି ୪୪ ଲକ୍ଷରୁ … Read More

ଏମ୍ସ ନର୍ସିଂ ମେଡିକାଲରେ ଅଗ୍ନିକାଣ୍ଡ, ବର୍ତ୍ତିଲେ ଶତାଧିକ ଛାତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସ ନର୍ସିଂ ମେଡିକାଲରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ଶତାଧିକ ଛାତ୍ରୀ । ଏମ୍ସ ମେଡିକାଲ ପରିସରରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟିଛି ।  ଏମ୍ସ ନର୍ସିଂ କଲେଜ ବିଲ୍ଡିଂର ଚତୁର୍ଥ ମହଲାରେ ଥିବା ଲାବ୍ରୋଟୋରୀରେ ଏହି ନିଆଁ ଲାଗିଥିଲା … Read More

ହାଇୱା ସହ ଧକ୍କା ହେଲା କାର୍, ୨ ମୃତ

ନରସିଂହପୁର: ସଡ଼କ ଦୁର୍ଘଟଣାରେ ଗଲା ୨ ଜୀବନ । କେନ୍ଦ୍ରାପଡ଼ାରୁ ବ୍ରତୋପନୟନ ପାଇଁ ଏକ କାରରେ ଆସୁଥିବା ବେଳେ କମଳାଦେଇପୁର ନିକଟରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି । ନରସିଂହପୁର ମେଡିକାଲରେ ଆଲୋକ କରଙ୍କର ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱରରେ ମେଡିକାଲରେ … Read More

ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ୨୫ ରାଉଣ୍ଡ ଗୁଳିମାଡ଼

ବିନିକା: ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ୨୫ ରାଉଣ୍ଡ ଗୁଳିମାଡ଼ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଙ୍ଗିଯୁବା ଗାଁର ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦଙ୍କ ଘରକୁ ବିଳମ୍ବିତ ରାତିରେ ଗୁଳିମାଡ଼ । ଗତକାଲି ବିଳମ୍ବିତ ରାତ୍ରି ସମୟରେ ଦୁର୍ବୃତ୍ତ୨୫ ରାଉଣ୍ଡ ଗୁଳିମାଡ଼ କରିଥିବା … Read More

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପିଏ ପରିଚୟ ଦେଇ ଠକେଇ, ଜଣେ ଗିରଫ

ବ୍ରହ୍ମପୁର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ବ୍ୟକ୍ତିଗତ ସହାୟକ (ପିଏ) ବୋଲି ପରିଚୟ ଦେଇ ଲୋକଙ୍କୁ ଠକେଇ କରୁଥିବା ଜଣେ ଯୁବକଙ୍କୁ ଟାଉନ୍ ଥାନା ପୋଲିସ୍ ଗିରଫ କରିଛି। ସେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ମହାନ୍ତି ସାହିର … Read More