୮ ମାସର ଗର୍ଭବତୀଙ୍କୁ ଗାଁ ଦାଣ୍ଡରେ ମାଡ଼

ଉଦଳା :  ଏକ ସାଙ୍ଗେ ୩୦ ରୁ ଅଧିକ ଆସିଲେ, ଘରୁ ଯୁବକଙ୍କୁ ନେଇ ଗଛରେ ବାନ୍ଧି ନିର୍ଘାତ ବାଡେ଼ଇଲେ ।   ଏହାକୁ ବିରୋଧ କରିବାରୁ ୮ ମାସର ଗର୍ଭବତୀ ମହିଳାଙ୍କୁ ମଧ୍ୟ ଗାଁ ଦାଣ୍ଡରେ ନିର୍ଘାତ ବାଡେ଼ଇଲେ ।  ଯେଉଁଥିରେ ଉଭୟ … Read More

ଉନ୍ନତମାନର ଖାଦ୍ୟ ଓ ପରିବାର ସଦସ୍ୟଙ୍କୁ ଭେଟିବା ଦାବିରେ ୧୦୦ କଏଦୀଙ୍କ ଧାରଣା

ପଦ୍ମପୁର : ଜେଲରେ କଏଦୀଙ୍କ ଧାରଣା ।  ପଦ୍ମପୁର ଉପକାରାଗାରରେ ଉନ୍ନତ ଖାଦ୍ୟ ଓ ମୌଳିକ ସୁବିଧା ଦାବି ନେଇ ପ୍ରାୟ ୧୦୦ ଜଣ କଏଦୀ ଆମରଣ ଅନଶନରେ ବସିଛନ୍ତି ।  ଜେଲ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି … Read More

ଯୁବକଙ୍କୁ ଗଳାକାଟି ହତ୍ୟା

ରାଉରକେଲା : ଯୁବକଙ୍କ ଗଳାକାଟି ମାରିଦେଲେ ।  ମଦ୍ୟପାନ ପରେ ଯୁବକଙ୍କ ଗଳାକାଟି ମାରିଦେଲେ ଦୁର୍ବୃତ୍ତ ।   ରାଉରକେଲା ସେକ୍ଟର ୬ ବସ୍ତି ଅଞ୍ଚଳରେ ଘଟିଛି ଏହି ଅଭାବନୀୟ କାଣ୍ଡ । ମୃତ ଯୁବକଙ୍କ ନାଁ ତୋଫାନ ।  କୌଣସି କାରଣରୁ ତୋଫାନଙ୍କର … Read More

ଏଲ୍ ନିନୋ ସତର୍କତା: ଜଳସେଚନ ପ୍ରକଳ୍ପର ସୁରକ୍ଷା ପାଇଁ ଟାସ୍କ ଫୋର୍ସ ଗଠିତ

ଭୁବନେଶ୍ୱର: ଆଗାମୀ ଦିନରେ ଏଲ୍ ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସଜାଗ ହୋଇଉଠିଛନ୍ତି। ରାଜ୍ୟରେ ଚାଷଜମିକୁ ପାଣି ସଙ୍କଟ ଏଡ଼ାଇବା ଏବଂ ଜଳସେଚନ ପ୍ରକଳ୍ପଗୁଡ଼ିକର ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଛି। … Read More

ଛାତ୍ରୀଙ୍କ ଫଟୋ ଓ ଭିଡିଓ ଭାଇରାଲ କରି ଜେଲ୍ ଗଲେ ପ୍ରଫେସର

ଭୁବନେଶ୍ୱର: ସୋସିଆଲ ମିଡିଆରେ ଜଣେ ଛାତ୍ରୀଙ୍କ ଫଟୋ, ଭିଡିଓ ଭାଇରାଲ କରିବା ସହ ମାନସିକ ନିର୍ଯାତନା ଦେବା ଅଭିଯାଗରେ ବନ୍ଧା ହେଲେ ପ୍ରଫେସର । ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ପ୍ରଫେସର ଭାବେ କାମ କରୁଥିବା ଅଜିତ କୁମାର ଗୁପ୍ତାଙ୍କୁ ଗିରଫ … Read More

ସୈନିକ ସ୍କୁଲ୍‌ ରାସ୍ତାରେ ସିରିଜ୍ ଦୁର୍ଘଟଣା; ୩ ମୃତ

ଭୁବନେଶ୍ୱର: ଭୁବନେଶ୍ୱରର ସୈନିକ ସ୍କୁଲ୍‌ ରାସ୍ତାରେ ସିରିଜ୍‌ ଦୁର୍ଘଟଣା ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ୍ୟୁବରଣ କରିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୩କୁ … Read More

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍, ଅର୍ଥ ହେରଫେର ମାମଲାରେ ତନାଘନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍ । କନିଷ୍ଠ କିରାଣୀ ସୁବ୍ରତ ବେହେରାଙ୍କ ଦ୍ୱାରା ଅର୍ଥ ହେରଫେର ମାମଲାରେ ଚାଲିଛି ତନାଘନା । ଡାକ୍ତର, ନର୍ସ, କିରାଣୀ ଓ କର୍ମଚାରୀଙ୍କୁ ହେବ ମାରାଥନ୍ ଜେରା । ଦୁଇ ଦିନ ଧରି … Read More

ବିଇଡି କରେଇ ଦେବା ନାଁରେ ଠକେଇ, ଥାନାର ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ

କଣ୍ଟାବାଞ୍ଜି : ବିଇଡି ନାଁରେ ଟଙ୍କା ହଡ଼ପ ଅଭିଯୋଗ । ଥାନାର ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ । ଆନ୍ଧ୍ରା ବିଇଡି କରେଇ ଦେବା ନାଁରେ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । କଣ୍ଟାବାଞ୍ଜି ରିଏମ୍ସ ଇଷ୍ଟିଟ୍ୟୁଚରୁ ଆସିଛି ଏଭଳି … Read More

ଟ୍ରକ ପଛରେ ପିଟି ହେଲା ବାଇକ୍, ୨ ମୃତ

ବରଗଡ଼ : ଟ୍ରକ ପଛପଟେ ପିଟି ହୋଇଗଲା ବାଇକ୍ । ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ଼ ଅତାବିରା ଥାନା ସରଣ୍ଡା ଗେଟ ପାଖ ୫୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ମୃତକ ଦୁଇ ଜଣ … Read More

ଦୁଇ ୧୮ ଚକିଆ ଟ୍ରଲର ମୁହାଁମୁହିଁ ଧକ୍କା, ୨ ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼: ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ ୱେରେ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁଇଟି ୧୮ ଚକିଆ ଟ୍ରଲର ମୁହାଁମୁହିଁ ଧକ୍କା ହେବାରୁ ଟ୍ରକରେ ନିଆଁ ଲାଗିଯାଇଥିଲା । ଫଳରେ … Read More