ଅଣ୍ଡରୱେଟ ଶିଶୁଙ୍କ ଜଳଖିଆ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଜଳଖିଆ ଖର୍ଚ୍ଚ ବଢିଲା । ଅଣ୍ଡରୱେଟ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର। ଏଣିକି ଦୈନିକ ସେମାନଙ୍କୁ ୧୮ ଟଙ୍କାର ଖାଦ୍ୟ ମିଳିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ରାଜ୍ୟରେ ୩୫ … Read More

୫ ଦିନରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର : ସଉଦା କିଣିବାକୁ ଆସି ପାଞ୍ଚଦିନ ତଳୁ ନିଖୋଜ ହୋଇଥିବା ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ନିଖୋଜ ମହିଳା ଜଣକ ପରଜଙ୍ଗ ଥାନା ତୁଳସୀପଶି ଗାଁର ପାଞ୍ଚାଳୀ ନାଏକ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ ପାଞ୍ଚାଳୀ ଆଜିକୁ ପାଞ୍ଚଦିନ … Read More

ପାଣି ପିଇବାକୁ ଯାଇ ପୋଖରୀରେ ଫସିଗଲା ହାତୀ ଛୁଆ, ଉଦ୍ଧାର କଲା ବନବିଭାଗ

ଅନୁଗୋଳ : ପାଣି ପିଇବାକୁ ଯାଇ ଫସିଗଲା ହାତୀ ଛୁଆ । ଛୁଆକୁ ଉଦ୍ଧାର ପାଇଁ ଯାଇଥିବା ଜେସିବିକୁ ଆକ୍ରମଣ କଲା ମାଆ ହାତୀ । ଶେଷରେ ଦେଢ଼ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ଛୁଆ । ଏହି ଘଟଣା ପମ୍ପାସର … Read More

ଚା’ ଦୋକାନରେ ଗ୍ୟାସ ସିଲିଣ୍ଡର ଫାଟି ନାବାଳକ ଜୀବନ୍ତ ଦଗ୍ଧ

ସୋରଡ଼ା : ଚା’ ଦୋକାନରେ ନିଆଁ ଲାଗି ନାବାଳକ ଜୀବନ୍ତ ଦଗ୍ଧ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଦାନ୍ତିଲିଙ୍ଗି ଛକରେ ଥିବା ଚା ଦୋକାନରେ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗି ଯାଇଥିଲା ।  ବଡ଼ଗଡ ଥାନା ଗାଙ୍ଗପୁର ଗାଁର ବାଦଲ … Read More

ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି : ରାଇରଙ୍ଗପୁର ସାଧାରଣ ସଭାରେ ଯୋଗ ଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ବିଶାଳ ସାଧାରଣ ସଭା ହେବ । କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।  କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଜି ଲୋକସେବା … Read More

ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ

ବାଲିଗୁଡ଼ା: ଫିକା ପଡ଼ିଲା ରକ୍ତ ସମ୍ପର୍କ । ଭାଇ ସାଜିଲା ବଇରୀ । ବଡ଼ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ସାନ ଭାଇର ଜୀବନ। ବାଲିଗୁଡ଼ା ତୁମୁଡିବନ୍ଧ ଥାନା କଦମ ପଦର ଗାଁରେ ଘଟିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ସୂଚନା ପ୍ରକାରେ କଦମ … Read More

ପାହାଡ଼ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର : ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ପାହାଡ଼ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଯାଜପୁର ଜିଲ୍ଲା ଯଖପୁରା ଥାନା ଅସନବାହାଳୀ ଗାଁର ଭବାନୀ ଶଙ୍କର । ଧର୍ମଶାଳା ଥାନା ଅଧୀନ ତରାପୁର ପାହାଡ଼ ନିକଟରୁ ମୃତଦେହ … Read More

ପୁଣି ବଢ଼ିଲା ବସ ଭଡା : ଯାତ୍ରୀ ଅସନ୍ତୁଷ୍ଟ

କଟକ : ପୁଣି ବଢ଼ିଲା ବସ ଭଡା । ସାଧାରଣ ଓ ଏକ୍ସପ୍ରେସରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି । ଡିଲକ୍ସ, ଏସି ଡିଲକ୍ସ ବସରେ କିଲୋମିଟର ପିଛା ୪ ପଇସା ଭଡ଼ା ବଢ଼ିଲା । ସେହିପରି ସୁପର ଡିଲକ୍ସ … Read More

ବୋମାରେ ପାଦ ପଡ଼ି ଘୁଷୁରୀ ଚରାଳିର ମୃତ୍ୟୁ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ଘଟିଛି ଅଘଟଣ । ଘୁଷୁରୀ ଚରାଉଥିବା ବେଳେ ହୋଇଛି ଅଘଟଣ । ବୋମାରେ ପାଦ ପଡ଼ି ଜଣେ ମୃତ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମଥୁରା ଗାଁ ପୋଖରୀ ନିକଟରେ ପଡ଼ିଥିଲା ବାଣ । କେହି ଶିକାରୀ … Read More

ଓଡ଼ିଶାର ଖଣିଜ ଅଭିବୃଦ୍ଧି ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ଖଣିଜ କ୍ଷେତ୍ରକୁ ଅଧିକ ସୁଦୃଢ଼ କରାଯିବ। ଜାତୀୟ ଅର୍ଥନୀତିରେ ରାଜ୍ୟର ଅବଦାନ ବୃଦ୍ଧି କରିବା ରହିଛି ଲକ୍ଷ୍ୟ । ଓଡ଼ିଶାର ଖଣିଜ ଅଭିବୃଦ୍ଧି ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ … Read More