କଲେଜ କ୍ୟାମ୍ପସରୁ ଛାତ୍ରଙ୍କୁ ଅପହରଣ, ୪ ଗିରଫ
ଭୁବନେଶ୍ୱର : ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରୁ ଜଣେ ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଦୁଇଜଣ ଛାତ୍ରଙ୍କ ସମେତ ଚାରିଜଣ ଅପହରଣ କରି ନେଇଥିଲେ। ଅଭିଯୋଗକୁ ଭିତ୍ତିକରି ଭରତପୁର ପୁଲିସ ମାତ୍ର ଦୁଇଘଣ୍ଟାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ … Read More
