ଆମ ବସରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱର : ଆମ ବସ୍ ରେ ନିଆଁ ।  ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ପୁରୀ ମଙ୍ଗଳାଘାଟ ଛକରେ ଅଘଟଣ ଘଟିଛି ।  ବସଟି ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ମଙ୍ଗଳାଘାଟ ଛକରେ ଧୂଆଁ ବାହାରିଥିଲା ।  ଖବରପାଇ ବାସେଳିସାହି ଥାନା ଅଧିକାରୀ ପହଂଚିଥିଲେ … Read More

ଅଙ୍ଗନୱାଡ଼ି ‘ବାଦାମ ଲଡ଼ୁ’ ଖାଇ ଗର୍ଭବତୀ ଗୁରୁତର: ସିଡିପିଓ ଅଫିସ ଘେରାଉ କଲେ ଜନପ୍ରତିନିଧି

ବନ୍ତ : ଭଦ୍ରକ ଜିଲା ବନ୍ତ ବ୍ଲକ୍ ଅଧୀନସ୍ଥ ସଖୀପାଟଣା ଅଙ୍ଗନୱାଡ଼ି କେନ୍ଦ୍ରରୁ ମିଳିଥିବା ଅସ୍ୱାସ୍ଥ୍ୟକର ପୃଷ୍ଟିକର ଖାଦ୍ୟ ଖାଇ ଜଣେ ଗର୍ଭବତୀ ମହିଳା ଗୁରୁତର ଅସୁସ୍ଥ ହୋଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ନିମ୍ନମାନର … Read More

ଡିଭାଇଡରରେ ପିଟି ହେଲା ବାଇକ, ଚାଲିଗଲା ୨ ଜୀବନ

ସୁନ୍ଦରଗଡ : ବାଇକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ରାଜଗାଙ୍ଗପୁର ମାଣ୍ଡିଆକୁଦର ବିଜୁ ଏକ୍ସପ୍ରେସ ୱେରେ ବାଇକ୍ ଦୁର୍ଘଟଣା । ଦୁଇ ବାଇକ ଅରୋହୀଙ୍କ ମୃତ୍ୟୁ ଘଟିଛି । ଜଣେ ରାଜଗାଙ୍ଗପୁର ଓ ଅନ୍ୟ ଜଣେ ରାଉରକେଲା ଅଞ୍ଚଳର । ଉଭୟ … Read More

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍

କଟକ : ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଆର ଆଣ୍ଡ ବି ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ  … Read More

ଯୁବକଙ୍କୁ ମାରି ପୋଡିଦେଲେ: ୨୩ ଜଣଙ୍କୁ ଉଠାଇଲା ପୋଲିସ

ନରସିଂହପୁର : କଟକ ମାଣିଆବନ୍ଧରେ ଚାଞ୍ଚଲ୍ୟ । ତାଳମୁଣ୍ଡଳୀ ଶବରସାହି ଗାଁରେ ଯୁବକଙ୍କୁ ହତ୍ୟା କରି ପୋଡିଦେଲେ। ୨୩ ଜଣଙ୍କୁ ଉଠାଇନେଲା ପୋଲିସ । ମୃତକ ଉକ୍ତ ଗାଁର ଟିକନ ବେହେରା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟିକନକୁ ହତ୍ୟା କରାଯାଇଥିବା … Read More

ଶଶୁର ଘରେ ଜ୍ୱାଇଁଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ଅବସ୍ଥା ଗୁରୁତର

ପଟ୍ଟାମୁଣ୍ଡଇ: ଶଶୁର ଘରେ ଜ୍ୱାଇଁଙ୍କୁ ମାଡ଼ ଅଭିଯୋଗ । ପଟ୍ଟାମୁଣ୍ଡଇ ଆଦର୍ଶ ଥାନା ଅନ୍ତର୍ଗତ ସେକପୁର ବନ୍ଧସାହି ଗାଁରେ ଶଶୁର ଘର ଲୋକଙ୍କ ସଂଘବଦ୍ଧ ଆକ୍ରମଣ । ଜ୍ବାଇଁ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆହତ … Read More

ବାଲି ମାଫିଆଙ୍କ ବିରୋଧରେ ଅପରେସନ୍ ବୈତରଣୀ, ଏକାକାଳୀନ ୧୨ ଥାନା ଅଞ୍ଚଳରେ ଚଢ଼ଉ

କେନ୍ଦୁଝର: କେନ୍ଦୁଝରରେ ପୋଲିସର ଅପରେସନ୍ ବୈତରଣୀ । ବାଲିମାଫିଆଙ୍କ ବିରୋଧରେ ଜିଲ୍ଲା ପୋଲିସର ଅପରେସନ ବୈତରଣୀ । ବେଆଇନ ବାଲି ଖଣି, ପରିବହନ ଏବଂ ନକଲି ଟ୍ରାଞ୍ଜିଟ୍ ପାସ୍ ବ୍ୟବହାର ନେଇ ସୂଚନା ମିଳିବା ପରେ ଆକ୍ସନ ମୋଡରେ କେନ୍ଦୁଝର ପୋଲିସ। ଆନନ୍ଦପୁର, … Read More

ବିଚ୍ ରାସ୍ତାରେ ଯୁବକ-ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ, ୫ ଅଭିଯୁକ୍ତ ନାଁରେ ମାମଲା

ବ୍ରହ୍ମପୁର: ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସୋସିଆଲ ମିଡିରେ  ଏହାର ଭିଡିଓ ଭାଇରାଲ ହୋଇଛି ।  ଆକ୍ରମଣକାରୀ ଦୁଇଜଣ ହେଲେ ହିଲପାଟଣାର ମୁକ୍ତତେଶ କୁମାର ସାହୁ ଓରଫ ମୁକେଶ ଓ ତାଙ୍କ ସାନ ଭାଇ ଲାଞ୍ଜିପଲ୍ଲୀର ଆଶିଷ … Read More

୫ ରାଜ୍ୟର କୃଷି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ ମ୍ୟାପ: କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ

ଭୁବନେଶ୍ୱର: ପୂର୍ବ ଭାରତର କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଭୁବନେଶ୍ୱରଠାରେ ଆଜି ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର କୃଷି ବିକାଶ … Read More

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ମୟୂରଭଞ୍ଜ: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ଅନ୍ତର୍ଗତ ମିରିଗିନେଣ୍ଡି ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ପର୍ଶୁରାମ ନାଏକଙ୍କୁ ୧୮,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଗିରଫ କରିଛନ୍ତି। ଭିଜିଲାନ୍ସ ବିଜ୍ଞପ୍ତି … Read More