ଭାଉଜକୁ ଗାଁ ଦାଣ୍ଡରେ ହାଣି ହତ୍ୟା କଲା ଦିଅର
ଗଞ୍ଜାମ : ହିଞ୍ଜିଳି ଥାନା ଖିରିଡା ଗାଁରେ ମଙ୍ଗଳବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟଣା ହଇଚଇ ସୃଷ୍ଟି କରିଛି। ଭାଉଜକୁ ଗାଁ ଦାଣ୍ଡରେ ହାଣି ଦେଲା ଦିଅର। ମୃତ ମହିଳା ହେଲେ ପୂଜା ସ୍ୱାଇଁ। ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ … Read More
ଗଞ୍ଜାମ : ହିଞ୍ଜିଳି ଥାନା ଖିରିଡା ଗାଁରେ ମଙ୍ଗଳବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟଣା ହଇଚଇ ସୃଷ୍ଟି କରିଛି। ଭାଉଜକୁ ଗାଁ ଦାଣ୍ଡରେ ହାଣି ଦେଲା ଦିଅର। ମୃତ ମହିଳା ହେଲେ ପୂଜା ସ୍ୱାଇଁ। ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ … Read More
ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ନୂଆ ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ମଙ୍ଗଳବାର ଘୋଷଣା କଲା ବିଜେଡିା ଏମାନଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି। ଉପସଭାପତି ଭାବେ ବାଲେଶ୍ୱରରୁ ରଘୁନାଥ ମହାନ୍ତି। ରଘୁନାଥ ଦାସ ଜଗତସିଂହପୁରରୁ ବରିଷ୍ଠ … Read More
ବାସୁଦେବପୁର : ପ୍ରେମ ବ୍ୟାପାରକୁ ନେଇ ବାପଘର ଆଗରେ ବିବାହିତା ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ପରେ ଜିଲା ଚିକିତ୍ସାଳୟକକୁ ସ୍ଥାନାନ୍ତର କରାଯାଇଛି ତାଙ୍କୁ। ଗୁରୁତର ଆହତ ମହିଳା ବାସୁଦେବାପୁର … Read More
ଭବାନୀପାଟଣା : ପାନୀୟ ଜଳ ସମସ୍ୟାକୁ ନେଇ ଧର୍ମଗଡ଼ ଶ୍ରୀରାମପୁର ର ଶତାଧିକ ମହିଳା ଆଜି ସକାଳୁ ଧର୍ମଗଡ଼ ଗୋଲାମୁଣ୍ଡା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ସେହି ରାସ୍ତାରେ ପ୍ରାୟ ୩ ଘଣ୍ଟା ଧରି ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। … Read More
ଭୁବନେଶ୍ୱର : ବିଜେଡିର ମିସନ -୨୦୨୭ । ନୂଆ ମିସନ ପାଇଁ ନୂଆ ସେନା ପ୍ରସ୍ତୁତ । ଗ୍ରାସରୁଟକୁ ଫେରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜିଲ୍ଲାରୁ ରାଜ୍ୟ ପର୍ଯ୍ୟନ୍ତ ସଙ୍ଗଠନରେ ବଡ଼ ହେବ ପରିବର୍ତ୍ତନ । ୨୦୨୪ ନିର୍ବାଚନ ପରବର୍ତ୍ତୀ … Read More
ଭୁବନେଶ୍ୱର : ଏକ ରାଜନୈତିକ ଘଟଣାକ୍ରମେ, ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଦିନ ପଶ୍ଚିମ ବଙ୍ଗରେ ଦଳର ବିଧାୟକ ଦଳ ନେତାଙ୍କ ନିର୍ବାଚନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି ଯାହା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ … Read More
ବଲାଙ୍ଗିର: ଭିଜିଲାନ୍ସ ଜାଲରେ ଅମିନ। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ଅଫିସର ଅମିନ ନିର୍ମଳେନ୍ଦୁ କବିଙ୍କୁ ଧରିଲା ଭିଜିଲାନ୍ସ । ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଛନ୍ତି । ପାର୍ଟିସନ୍ ସୁଟକେଶ୍ ଲାଗି ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ … Read More
ସୋର : ଯୁବକକୁ ହତ୍ୟା ଅଭିଯୋଗ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୁରୁଷୋତ୍ତମପୁର ପଞ୍ଚାୟତରେ ଯୁବକଙ୍କୁ ପିଟିପିଟି ମାରି ଦେଇଛନ୍ତି । ମୃତ ଯୁବକ ହେଲେ ସୁଦର୍ଶନ ସୂତାରଙ୍କ ପୁଅ ସୁବାସ । ସେ ଜଣେ ଝିଅକୁ ମୋବାଇଲରେ ପ୍ରେମ ନିବେଦନ … Read More
ଯାଜପୁର : ଯାଜପୁର ଦଶରଥପୁରରେ ଦହିବରା ଓ ଫାଷ୍ଟଫୁଡ ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଦହିବରା ବ୍ୟବସାୟୀ ସର୍ବେଶ୍ୱର ସାହୁ କୋର୍ଟ ଚାଲାଣ । ସର୍ବେଶ୍ବର ଏବଂ ତାଙ୍କ ପତ୍ନୀଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ଦଶରଥପୁର ଥାନା … Read More
ରାୟଗଡ଼ା: ବିଶାଖାପାଟଣାରେ ନୂଆ ‘ଦକ୍ଷିଣ ଉପକୂଳ ରେଳ ଜୋନ୍ । ଓଡ଼ିଶାକୁ ମିଳିଲା ନୂଆ ‘ରାୟଗଡ଼ା ରେଳ ଡିଭିଜନ’ । କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ‘ଦକ୍ଷିଣ ଉପକୂଳ ରେଳ ଜୋନ୍’ ଗଠନ ନେଇ ଆନୁଷ୍ଠାନିକ ଘୋଷଣା କରାଯାଇଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା … Read More