୧.୨୩ ଲକ୍ଷ ବଞ୍ଚିତ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା

ଭୁବନେଶ୍ଵର: ବଞ୍ଚିତ ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା ଟଙ୍କା । ୩ୟ କିସ୍ତିରୁ ବଞ୍ଚିତ ଥିବା ୧ ଲକ୍ଷ ୨୩ ହଜାର ୮୪୯ ହିତାଧିକାରୀଙ୍କୁ ଆଜି ଟଙ୍କା ମିଳିଛି। ୬୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। ଏହି ମହିଳା … Read More

୬ ଦିନ ହେଲା ଜଳ ଯୋଗାଣ ଠପ, ରାସ୍ତାରୋକ କଲେ ମହିଳା

ଟିଟିଲାଗଡ଼: ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ବ୍ଲକର ଦେଶିଲ ଏବଂ ବାନ୍ଧୁପଳା ଗାଁରେ ଦୀର୍ଘ ୬ ଦିନ ହେଲା ପାନୀୟ ଜଳ ଯୋଗାଣ ଠପ ହୋଇପଡିଛି । ଏହାକୁ … Read More

ରାଜ୍ୟରେ ଆତଙ୍କ ଖେଳାଇଛନ୍ତି ସୁପାରିକିଲର

ଭୁବନେଶ୍ୱର : ରାଜ୍ୟରେ ପୁଣି ଆତଙ୍କ ଖେଳାଇଛନ୍ତି ସୁପାରିକିଲର (ଭଡ଼ାଟିଆ ହତ୍ୟାକାରୀ)। ସୁପାରିକିଲରଙ୍କ ସହାୟତାରେ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର ରଚୁଛନ୍ତି ଷଡ଼ଯନ୍ତ୍ରକାରୀ। ବ୍ୟବସାୟିକ ଶତ୍ରୁତା, ରାଜନୈତିକ ଛକାପଞ୍ଝା, ଜମିବାଡ଼ି ବିବାଦ, ପ୍ରେମରେ ପ୍ରତାରଣା ଘଟଣାକୁ ନେଇ ସୁପାରିକିଲରଙ୍କ ସହାୟତାରେ ଚାଲୁଛି ଅପରାଧ। … Read More

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର କରୁଛି ଓଡ଼ିଶା ପରିବାର

ଭୁବନେଶ୍ବର : ଇଂଲଣ୍ଡରୁ ଜାପାନ ଆଉ ଦୁବାଇରୁ ଘାନା। ନିକଟରେ ଦକ୍ଷିଣ ଆଫ୍ରିକା ଏବଂ କୁଏତରେ ଥିବା ପ୍ରବାସୀ ଓଡ଼ିଆଙ୍କ ସହ ଯୋଡ଼ି ହୋଇଛି ଓଡ଼ିଶା ପରିବାର ନିର୍ଦେଶାଳୟ। ଏହା ରାଜ୍ୟ ତଥା ଦେଶ ବାହାରେ ଥିବା ପ୍ରତିଟି ପ୍ରବାସୀ ଓଡ଼ିଆଙ୍କୁ … Read More

ପରିଚୟ ହରାଇବାକୁ ବସିଲାଣି ଚିଲିକା, ସଙ୍କଟରେ ୫ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା

ଛତ୍ରପୁର : ପ୍ରକୃତିର ଅନନ୍ୟ ବରଦାନ ଏସିଆର ସର୍ବବୃହତ ତଥା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଲବଣାକ୍ତ ଚିଲିକା ହ୍ରଦ ଏବେ ପରିଚୟ ହରାଇବାକୁ ବସିଲାଣି। ବିଭିନ୍ନ କାରଣରୁ ଏହି ହଦ୍ର ପୋତି ହେବା ସହ ଅନେକ … Read More

ସଂସ୍କୃତି ବିଭାଗକୁ ରାଜ୍ୟ ସରକାରଙ୍କ ଅବହେଳା ଅଭିଯୋଗ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ରହିଛି ଅନେକ କାର୍ଯ୍ୟାଳୟ, ସ୍ବୟଂଶାସିତ ସଂସ୍ଥା ଏବଂ ପ୍ରେକ୍ଷାଳୟ। ହେଲେ ଏସବୁର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏବେ ଦିଗହରା। ବିଭିନ୍ନ ଏକାଡେମୀର ଥିବା ବାଇ-ଲ’ ଅନୁସାରେ କୌଣସି କାର୍ଯ୍ୟ … Read More

ପିକଅପ ଭ୍ୟାନ-ବାଇକ ମୁହାଁମୁହିଁ ଧକ୍କା: ଦୁଇ ମୃତ

ଟିଟିଲାଗଡ଼ : ଟିଟିଲାଗଡ଼ରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ।  ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ଦୁଇ ବାଇକ ଆରୋହୀଙ୍କ ମୃତ୍ୟ ଘଟିଛି ।  ପିକଅପ ଭ୍ୟାନ  (ନମ୍ବର OD03AE 5918)  ଏବଂ ଟିଭିଏସ ବାଇକ … Read More

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ନିର୍ଧୁମ ପିଟିଲେ ଲୋକେ

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଡୁବୁଳିଆ ଗ୍ରାମର ଜନୈକା ବିବାହିତା ମହିଳାଙ୍କୁ ଦୀର୍ଘ ବର୍ଷ ଧରି ଗୁଣି ଗାରେଡି କରି ହଇରାଣ କରୁଥିବା ଅଭିଯୋଗରେ ସମ୍ପୃକ୍ତ ଗୁଣିଆକୁ  ଅଟକ ରଖି ନିର୍ଧୁମ ପିଟିଲେ ଲୋକେ ।  ସୂଚନା ଅନୁଯାୟୀ, … Read More

ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ, ଜଣେ ମୃତ

ଯାଜପୁର ଟାଉନ୍ : ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ।  ଜଣେ ମୃତ ହୋଇଥିବା ବେଳେ ଉଭୟ ପରିବାରର ୭ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ମୃତକ ହେଲେ ଗୋବିନ୍ଦ ଘଡାଇ। ସମସ୍ତ ଆହତ ବ୍ୟକ୍ତି ଯାଜପୁର … Read More

ବରଯାତ୍ରୀ ଗାଡିକୁ ପିଟିଲା ହାଇୱା, ୫ ମୃତ

ଯାଜପୁର : ବିବାହ ସାରି ବରଯାତ୍ରୀ ଗାଡି ଫେରିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ପଛପଟେ ପିଟିଲା ବୋଲେରୋ । ଚାଲିଗଲା ୫ଜଣଙ୍କ ଜୀବନ । ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ଅନ୍ୟ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି … Read More