ମାଟ୍ରିକ ପରୀକ୍ଷା ଦେଇନାହାନ୍ତି ୮୩୬୪ ଛାତ୍ରଛାତ୍ରୀ, ରିପୋର୍ଟ ଦେବେ ଜିଲା ଶିକ୍ଷା ଅଧିକାରୀ

କଟକ: କିଏ ଗୋଟିଏ ବିଷୟରେ ପରୀକ୍ଷା ଦେଇଛି ତ ଆଉ କିଏ ଦୁଇଟି। ଏପରିକି ବହୁ ଛାତ୍ରଛାତ୍ରୀ ଫର୍ମପୂରଣ କରି ବି ପରୀକ୍ଷା ଦେଇନାହାନ୍ତି। ରାଜ୍ୟରେ ଚଳିତବର୍ଷ ଏହିଭଳି ଭାବେ ୮ ହଜାର ୩୬୪ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିବା … Read More

ପରିତ୍ୟକ୍ତ କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଣ୍ଟାବାଞ୍ଜି : ମୁରିବାହାଲ ଥାନା ଅଧୀନସ୍ଥ ଗୋଇମୁଣ୍ଡ ପଞ୍ଚାୟତ ଚିତ୍ରାମୁଣ୍ଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ଜାନକୀ ସାହୁ ନାମକ ଜଣେ ୪୦ ବର୍ଷୀୟ ମହିଳାଙ୍କ ମୃତଦେହ ତାଙ୍କ ଜମିରେ ଥିବା ଏକ ପରିତ୍ୟକ୍ତ କୂଅରୁ ଠାବ … Read More

କଲଭର୍ଟ ନିର୍ମାଣା ବେଳେ ମାଟି ସହ ଧସିଲା ମିକ୍ସଚର ମେସିନ, ଜଣେ ମୃତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ଭଞ୍ଜନଗର-ଦଶପଲ୍ଲା ମୁଖ୍ୟ ରାସ୍ତାର ତିଳିସିଙ୍ଗ ଗ୍ରାମ ନିକଟରେ ଏକ ନିର୍ମାଣାଧୀନ କଲଭର୍ଟ ଠାରେ ମାଟି ଅତଡ଼ା ସହ ଏକ ମିକ୍ସଚର ଗାଡ଼ି ଓଲଟି ପଡ଼ିବାରୁ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ପାଇ … Read More

ପୁଣି ଏକ ଜୀବନ ନେଲା ଆମ ବସ

ଭୁବନେଶ୍ୱର : ପୁଣି ଜୀବନ ନେଲା ଆମ ବସ ।  ରସୁଲଗଡ଼ରେ ଦୁର୍ଘଟଣା ଘଟାଇଲା ଆମ ବସ୍ ।  ଦୁର୍ଘଟଣାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।  ୯୧ ନମ୍ବର ରୁଟ ଆମ ବସ ଘଟାଇଛି ଏହି ଦୁର୍ଘଟଣା ।  ଯାହାକୁ … Read More

ପାଦରେ ଲେଖି ମାଟ୍ରିକ ପାସ କଲେ ଲକ୍ଷ୍ମୀ

ମାଲକାନଗିରି : ଗୋଡ଼ରେ ଲେଖି ମାଟ୍ରିକ ପାସ କଲେ ଲକ୍ଷ୍ମୀ ।  ପ୍ରମାଣ କରିଦେଲେ ଦୃଢ ଇଚ୍ଛା ଶକ୍ତି ଥିଲେ ବ୍ୟକ୍ତି କିଛି ବି କରିପାରେ ।  ପରୀକ୍ଷା ସମୟରେ ରାଜ୍ୟରେ ବେଶ ଚର୍ଚ୍ଚାରେ ଥିଲେ ମାଲକାନଗିରି ବନ୍ଦଗୁଡା ଗାଁର ଦିବ୍ୟାଙ୍ଗ ଝିଅ … Read More

ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

ନୀଳଗିରି: ଦୁଇ ଭଉଣୀଙ୍କ ସଲିଳ ସମାଧି । ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ସାଆନ୍ତା ନିକଟ ଭୂଇଁପଡ଼ାରେ ଅଘଟଣ ଘଟିଛି। ମୃତକ ହେଲେ ଅନ୍ନପୂର୍ଣ୍ଣା ମଲ୍ଲିକ ଓ ଅନ୍ୟାସା । ଦୁଇ ଭଉଣୀ ପୋଖରୀରେ … Read More

ଦେଢଶୂର ଫାର୍ସା ଚୋଟରେ ଭାଇବୋହୂ ମୃତ

ବଣାଇ: ଦେଢଶୂର ଫାର୍ସା ଚୋଟରେ ଭାଇବୋହୂର ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଜୀବିକା ଗାଁରେ ହତ୍ୟାକାଣ୍ଡ । ମୃତକ ହେଲେ ଜୟନ୍ତୀ କିଷାନ । ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଗତକାଲି ସନ୍ଧ୍ୟାରେ ବଚସା ହୋଇଥିଲା … Read More

୧୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା । ୧୦୦ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ । ଚିତ୍ରକୋଣ୍ଡା ଥାନା ଏସ୍ ଆର୍ ଛକରୁ ୨ ଲିଟର ଗଞ୍ଜେଇ ତେଲ ଜବତ କରିଛି ମାଲକାନଗିରି ପୋଲିସ । ଜବତ ଗଞ୍ଜେଇ ତେଲର ଆନୁମାନିକ … Read More

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କଲେଜ କର୍ତ୍ତୃପକ୍ଷ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ

ଭୁବନେଶ୍ବର: ହଷ୍ଟେଲ ଭିତରେ ଛାତ୍ରଙ୍କ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବିଶ୍ବାସ ସ୍ବାଇଁ । ସେ ବିଟେକ୍ ପଢ଼ୁଥିଲେ । … Read More

୫୮୮ ମାର୍କ ରଖି ପାଇପ୍ ମିସ୍ତ୍ରୀଙ୍କ ପୁଅ ହେଲେ ମାଟ୍ରିକ ଟପ୍ପର

ସୋର: ପାଇପ ମିସ୍ତ୍ରୀଙ୍କ ପୁଅ ହେଲେ ରାଜ୍ୟର ମାଟ୍ରିକ ଟପ୍ପର । ମୟୂରଭଞ୍ଜ ବାରିପଦା ପୌରପାଳିକା ମଧୁବନ ଅଞ୍ଚଳର ପାର୍ଥସାରଥୀ ମହାନ୍ତ ହୋଇଛନ୍ତି ରାଜ୍ୟ ଟପ୍ପର । ମୋଟ ୬୦୦ ମାର୍କରୁ ୫୮୮ ମାର୍କ ରଖିଛନ୍ତି ପାର୍ଥସାରଥୀ । ପରୀକ୍ଷା ପାଇଁ … Read More