ବନ୍ଧୁକ ମୁନରେ ଲୁଟିନେଲେ ମୁଖାପିନ୍ଧା ଦୁର୍ବୃତ୍ତ

ପଟ୍ଟାମୁଣ୍ଡାଇ:  ବନ୍ଧୁକ ମୁନରେ ଲୁଟ୍  । ଘରୁ ଓ ଦୋକାନ ଘରୁ ଲୁଟିନେଲେ ମୁଖାପିନ୍ଧା ଦୁର୍ବୃତ୍ତ । କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଚୁନଢିଅରେ ଏକ ସାନିଟାରୀ ଦୋକାନ ଓ  ଘରୁ ଚୋରି ହୋଇଛି  । ସମସ୍ତ ଡକାୟତ ମୁଖା ପିନ୍ଧିଥିବା … Read More

ଶ୍ରୀ ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ କିଲନ୍ ମେଣ୍ଟେନାନ୍ସ କାମ କରୁଥିବା ବେଳେ ୩ ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ : ଶ୍ରୀ ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଘଟଣ । ଅନୁଗୋଳ ନିଶା ଥାନା ଅଧୀନରେ ଥିବା ଶ୍ରୀ ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଘଟଣ ଘଟିଛି । କିଲନ୍ ମେଣ୍ଟେନାନ୍ସ କାମ କରୁଥିବା ବେଳେ ତିନି ଜଣ ଶ୍ରମିକ ଗୁରୁତର … Read More

ଭବାନୀପୁରରେ ଦିଦିଙ୍କ ପରାଜୟ

କଲକାତା: ଦିଦିଙ୍କ ଗଡରେ ଧସେଇ ପସିଲେ ଶୁଭେନ୍ଦୁ ଅଧିକାରୀ।ପଶ୍ଚିମବଙ୍ଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ଟିଏମସିର ଗଡ଼ ଭବାନୀପୁରରେ ଲଢ଼େଇ ରୋମାଞ୍ଚକ ହେବାରେ ଲାଗିଛି। ଗଣତି ଆରମ୍ଭରୁ ଆଗରେ ଥିବା ବିଜେପିର ଶୁଭେନ୍ଦୁ ଅଧିକାରୀ ମଧ୍ୟାହ୍ନ ବେଳକୁ ପଛରେ ପଡ଼ି ଯାଇଥିଲେ। ଟିଏମସି … Read More

ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ଆଜି ସାର୍ଥକ ହେବାକୁ ଯାଉଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଚଣ୍ଡ ଜନାଦେଶ ସହ ପଶ୍ଚିମବଙ୍ଗରେ ସରକାର ଗଢିବାକୁ ଯାଉଛି ବିଜେପି। ପ୍ରଥମ ଥର ପାଇଁ ବଙ୍ଗରେ ବିଜେପିର ଏହି ବିପୁଳ ବିଜୟ ପାଇଁ ଦଳୀୟ କର୍ମକର୍ତ୍ତା, ନେତାଙ୍କୁ ଏହାର ଶ୍ରେୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ଫଳାଫଳ ପ୍ରକାଶ … Read More

ଦିଦିଙ୍କୁ ଶକ୍ତ ଧକ୍କା, ପଶ୍ଚିମବଙ୍ଗରେ ପ୍ରଥମ ଥର ଫୁଟିଲା ପଦ୍ମ

କୋଲକତା : ପଶ୍ଚିମବଙ୍ଗ ରାଜନୀତିରେ ବିଜେପିର ଐତିହାସିକ ବିଜୟ । ପ୍ରଥମ ଥର ପାଇଁ ବଙ୍ଗରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ଦଳୀୟ ଶିବିର ଉତ୍ସବ ମୁଖର । ୧୫ ବର୍ଷ ପରେ କ୍ଷମତା ପରିବର୍ତ୍ତନ । ପଶ୍ଚିମବଙ୍ଗରେ ପ୍ରଥମ … Read More

ଆସାମରେ ବିଜେପିର ଝଡ ଭିତ​‌ରେ ଗୋଟିଏ ଆସନରୁ ବାଜି ମାରିନେଇଛି ଟିଏମସି

ଆସାମ:କାମ କଲା ମୋଦି ମ୍ୟାଜିକ।  ବିଫଳ ହେଲା କଂଗ୍ରେସ । ଆସାମରେ ପୁଣିଥରେ ସରକାର ଗଢ଼ିବ ବିଜେପି। ବହୁମତ ହାସଲ କରିଛି ଭାଜପା।  ଆସାମରେ ଭାଜପା ସପକ୍ଷରେ ଯାଇଛି ଜନାଦେଶ। ବିଜେପିର ଝଡ ଭିତରେ ଗୋଟିଏ ଆସନରୁ ବାଜିମାରିନେଇଛି ଟିଏମସି। ମିୟାଁ … Read More

ତଲପତିଙ୍କ ହାରିବା ଗୁଜବ ଶୁଣି ପ୍ରଶଂସକଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଆଜି ତାମିଲନାଡୁ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଉଛି। ଏହି ସମୟରେ ତାମିଲନାଡୁର କୃଷ୍ଣଗିରି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଟିଭିକେ ପାର୍ଟି ମୁଖ୍ୟ ତଲପତି ବିଜୟ ନିର୍ବାଚନରେ ପରାଜିତ ହୋଇଥିବା ଗୁଜବ ଶୁଣି … Read More

କେରଳରେ ପୁଣି ଫେରିଲା UDF

କେରଳ : କେରଳରେ କଂଗ୍ରେସର ବାଜିମାତ୍ । ବାମପନ୍ଥୀଙ୍କ ୧୦ ବର୍ଷର ଶାସନରେ ପଡ଼ିଲା ପୂର୍ଣ୍ଣଛେଦ । ପୁଣି ଫେରିଲା UDF । କେରଳ ରାଜନୀତିରେ ପୁଣି ଥରେ ପରିବର୍ତ୍ତନର ଧାରା । ଦୀର୍ଘ ୧୦ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ … Read More

ତାମିଲନାଡୁ ନିର୍ବାଚନ ଫଳାଫଳ : ହାରିଗଲେ ଷ୍ଟାଲିନ, ବିଜୟ ବିଜୟୀ

ଚେନ୍ନାଇ: ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଛି । ଏଠାରେ ନୂଆକରି ଗଠନ ହୋଇଥିବା ଟିଭିକେ ସରକାର ଗଠନ କରିବା ସ୍ଥିତିରେ ରହିଛି । ହେଲେ ସବୁଠାରୁ ବଡ଼ କଥା ଓ ଆଶ୍ଚର୍ଯ୍ୟକର କଥା ହେଉଛି ତାମିଲନାଡୁ ମୁଖ୍ୟମନ୍ତ୍ରୀ … Read More

ଆସାମରେ ପୁଣି ଫୁଟିଲା ପଦ୍ମ

ଆସାମ : ଆସାମରେ ପୁଣି ବିଜେପି ସରକାର । ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ । ହିମନ୍ତ ବିଶ୍ୱଶର୍ମା ଜାଲୁକବାରି ବିଜେପି ଆଗୁଆ ରହିଛନ୍ତି । ୩ୟ ଥର ପାଇଁ ଆସାମରେ ବିଜେପି ସରକାର ହେବାକୁ ଯାଉଛି । ଭୋଟ ଗଣତି … Read More