ଏଫ-୧୫ଇ: ବିମାନର ପାଇଲଟଙ୍କୁ ଉଦ୍ଧାର:ଟ୍ରମ୍ପ

ୱାଶିଂଟନ:ଆମେରିକା ଶେଷରେ ଦ୍ବିତୀୟ ପାଇଲଟଙ୍କୁ ଉଦ୍ଧାର କରିଛି । ଉଭୟ ପାଇଲଟଙ୍କ ସୁରକ୍ଷିତ ଉଦ୍ଧାର ସମ୍ପର୍କରେ ସୂଚନା ମିଳିଛି । ସ୍ପଷ୍ଟୀକରଣ କଲେ ରାଷ୍ଟ୍ରପତି ଟ୍ରମ୍ପ । ସୂଚନାନୁଯାୟୀ, ସାମରିକ ଅଭିଯାନ ସମୟରେ ଇରାନ ଏକ ଆମେରିକୀୟ ଏଫ-୧୫ଇ ବିମାନକୁ ଗୁଳି … Read More

ଲୋକସଭା ଆସନ ସଂଖ୍ୟା ବୃଦ୍ଧି ଯୋଜନାକୁ ନେଇ ମୋଦୀଙ୍କୁ ସମାଲୋଚନା କଲା କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ଆସନ ସଂଖ୍ୟା ବୃଦ୍ଧି ପ୍ରସ୍ତାବକୁ ନେଇ ରବିବାର କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛି। ଏହି ପଦକ୍ଷେପ ବୃହତ୍ ଓ ଅଧିକ ଜନବହୁଳ ରାଜ୍ୟଗୁଡ଼ିକୁ ଅସମାନୁପାତିକ ଭାବେ ଲାଭାନ୍ବିତ କରିବ, ଯାହା ‘ଜନ ବିଭ୍ରାଟର ଅସ୍ତ୍ର … Read More

ଦେଶର ୧୨ ପ୍ରମୁଖ ବନ୍ଦରରେ ୯୧୫ ନିୟୁତ ମାଲ୍‌ ପରିବହନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରାଳୟ ଅଧୀନରେ ଥିବା ଦେଶର ପ୍ରମୁଖ ବନ୍ଦରଗୁଡ଼ିକ ୨୦୨୫-୨୬ ଆର୍ଥିକବର୍ଷରେ ମୋଟ ୯୧୫.୧୭ ନିୟୁତ ଟନ୍‌ ମାଲ୍‌ ପରିବହନ କରିଛନ୍ତି। ୯୦୪ ନିୟୁତ ଟନ୍‌ ମାଲ୍‌ ପରିବହନ ପାଇଁ ଲକ୍ଷ୍ୟ … Read More

ଚେନ୍ନାଇରେ ପହଞ୍ଚିଲେ ଇରାନରେ ଫସିଥିବା ୩୦୦ରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ

ଚେନ୍ନାଇ: ଇରାନରେ ଫସି ରହିଥିବା ୩୪୫ ଜଣ ଭାରତୀୟ ମତ୍ସ୍ୟଜୀବୀ ଆର୍ମେନିଆ ଦେଇ ଉଭୟ ସ୍ଥଳ ଓ ବିମାନ ଯାତ୍ରା କରି ଶନିବାର ସନ୍ଧ୍ୟାରେ ସୁରକ୍ଷିତ ଭାବେ ଚେନ୍ନାଇରେ ପହଞ୍ଚିଛନ୍ତି। ଅଧିକାଂଶ ତାମିଲନାଡୁ ଓ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ରାଜ୍ୟରୁ ଆସିଥିବା ଏହି … Read More

ତାମିଲନାଡ଼ୁ ବିଧାନସଭା ନିର୍ବାଚନ: ଭାଷାକୁ ନେଇ ରାଜନୀତି ତୀବ୍ର

ଚେନ୍ନାଇ: ତାମିଲନାଡ଼ୁରେ ଆସନ୍ତା ଏପ୍ରିଲ ୨୩ ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭାଷାକୁ ନେଇ ରାଜନୀତି ତୀବ୍ର ହୋଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ୍ରି-ଭାଷା ସୂତ୍ର ଓ ଜାତୀୟ ଶିକ୍ଷା … Read More

୧୦ ଯାଏ ବଢ଼ିଲା ପ୍ରବେଶିକା ପରୀକ୍ଷା ପଞ୍ଜୀକରଣ

କଟକ: ଭାରତୀୟ ସେନାର ଅଗ୍ନିପଥ ଯୋଜନା ଏବଂ ରେଗୁଲାର କ୍ୟାଡରର ନିଯୁକ୍ତି ପାଇଁ ହେବାକୁ ଥିବା ଅନ୍‌ଲାଇନ ଏକକ ପ୍ରବେଶିକା ପରୀକ୍ଷା (ସିଇଇ)ର ପଞ୍ଜୀକରଣ ଅବଧି ବୃଦ୍ଧି ପାଇଛି। ଆଶାୟୀମାନେ ଆସନ୍ତା ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ନିମନ୍ତେ … Read More

ବିପୁଳ ବେଆଇନ୍ ବାଣ ଜବତ, ଦୁଇ ଅଟକ

ନବରଙ୍ଗପୁର: ଲକ୍ଷାଧିକ ଟଙ୍କାର ଗଚ୍ଛିତ ବେଆଇନ୍ ବାଣ ଜବତ, ୨ ବ୍ୟବସାୟୀ ଅଟକ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳରେ। ଡିଏନକେ ଓ ଯୁଭି ୩ ଡଙ୍ଗରୀଗୁଡ଼ାର ଦୁଇ ବ୍ୟବସାୟୀ ଙ୍କ ଘରେ ପୁଲିସ୍‌ ଚଢାଉ କରିଥିଲା … Read More

ବନ୍ଧୁକ ମୁନରେ ଲୁଟିଲେ ୧୦ ଲକ୍ଷର ସୁନା !

ଜଳେଶ୍ବର: ବନ୍ଧୁକ ମୁନରେ ଲୁଟିନେଲେ ଗହଣା ଭର୍ତ୍ତି ବ୍ୟାଗ୍ । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦା ବଜାରରେ । ଲକ୍ଷ୍ମୀ ଜୁଏଲାରୀ ମାଲିକ ଗଗନ ପ୍ରଧାନଙ୍କୁ ବନ୍ଧୁକ ଦେଖାଇ ଦୁର୍ବୁତ୍ତମାନେ ଗହଣା ଭର୍ତ୍ତି ବ୍ୟାଗ … Read More

ଆଉ ଖୋଲାରେ ମିଳିବନି ଗ୍ୟାସ୍‌ !

ଭୁବନେଶ୍ଵର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଏଲପିଜି ସଙ୍କଟ ଦେଖା ଦେଇଥିବା ବେଳେ ରାଜ୍ୟରେ ଗ୍ୟାସ୍ କଳାବଜାରୀ ରୋକିବା ପାଇଁ ଦୃଢ ପଦକ୍ଷେପ ନେଇଛନ୍ତି ସରକାର। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର … Read More

କୋରାପୁଟରେ ୪.୪ ତୀବ୍ରତାରେ ଭୂକମ୍ପ, ଘରୁ ବାହାରକୁ ଚାଲି ଆସିଲେ ଲୋକେ

କୋରାପୁଟ: କୋରାପୁଟ ଜିଲ୍ଲାରେ ଗତ ଶନିବାର ରାତି ୧୧.୩୧ ଘଣ୍ଟା ସମୟରେ ୪.୪ ତୀବ୍ରତାରେ ଏକ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ କୋରାପୁଟ, ସୁନାବେଢ଼ା, ସେମିଳିଗୁଡା, ପଟାଙ୍ଗି, ନନ୍ଦପୁର, ଦାମନଜୋଡି, ଲମତାପୁଟ , ଜୟପୁର , ବୈପାରୀଗୁଡା … Read More