ସେନାମୁଖ୍ୟ ଜେନେରାଲ ଜର୍ଜଙ୍କୁ ବିଦା କଲା ଆମେରିକା

ୱାଂଶିଟନ୍: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି।   ଇରାନ ସହ ଯୁଦ୍ଧ ମଝିରେ ସେନାମୁଖ୍ୟଙ୍କୁ ବିଦା କଲା ଆମେରିକା।ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ଜର୍ଜଙ୍କୁ ତୁରନ୍ତ ଅବସର ନେବାକୁ … Read More

ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ

ୱାଶିଂଟନ : ପୁଣି ଟ୍ରମ୍ପଙ୍କ ଟାରିଫ୍ ଝଟକା। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପୁଣି ବିଶ୍ୱକୁ ଶୁକ୍ରବାର ଆଉ ଏକ ବଡ ଝଟକା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଔଷଧ ଉପରେ ଲଗାଇଛନ୍ତି ୧୦୦ ପ୍ରତିଶତ ଶୁଳ୍କ। ମଧ୍ୟପ୍ରାଚ୍ୟରେ ସଂଘର୍ଷ ମଧ୍ୟରେ … Read More

ଆମେରିକାର ଦ୍ୱିତୀୟ F-35 ଯୁଦ୍ଧ ବିମାନକୁ ଖସାଇଲା ଇରାନ

ନୂଆଦିଲ୍ଲୀ: ଇରାନ ଖସାଇଲା F-35 ଯୁଦ୍ଧ ବିମାନ । ଆକାଶ ମାର୍ଗରେ ଆମେରିକାର ଦ୍ୱିତୀୟ F-35 ଯୁଦ୍ଧ ବିମାନକୁ ଖସାଇଥିବା ଇରାନ ଦାବି କରିଛି । ଇରାନର ସରକାରୀ ଗଣମାଧ୍ୟମ ‘ମେହେର ନ୍ୟୁଜ୍ ଏଜେନ୍ସି’ ଅନୁଯାୟୀ ଇରାନ ନିଜର ଏୟାର ଡିଫେନ୍ସ … Read More

‘ଚୁପ୍ କରାଯାଇଛି, କିନ୍ତୁ ମୁଁ ହାରିନାହିଁ’ : ପଦରୁ ହଟିବା ପରେ ରାଘବ ଚଢାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ରାଜ୍ୟସଭାରେ ଆମ ଆଦମୀ ପାର୍ଟିର ଉପନେତା ପଦରୁ ହଟିବାର କିଛି ଘଣ୍ଟା ପରେ ସୋସିଆଲ ମିଡିଆରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ରାଘବ ଚଢା । ମୋ ନୀରବାତକୁ ହାରିବା ଭାବିବନି ବୋଲି କହିଛନ୍ତି ରାଘବ । ସୋସିଆଲ ମିଡିଆରେ … Read More

ବିଷାକ୍ତ ମଦ ପିଇ ୪ ମୃତ, ଅନେକ ଅସୁସ୍ଥ

ବିହାର : ବିହାର ମୋତିହାରୀରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ଜୀବନ ଚାଲିଯାଇଛି । ଅନେକ ଲୋକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ହସପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରେ ୨ ଜଣଙ୍କ ଦୃଷ୍ଟିଶକ୍ତି ଚାଲିଯାଇଛି । ବିଷାକ୍ତ ମଦ ଯୋଗୁଁ … Read More

ଇରାନ୍ ସର୍ବବୃହତ ବ୍ରିଜ୍ ଉପରେ ଆମେରିକାର ଆକ୍ରମଣ: ୮ ମୃତ, ୯୫ ଆହତ

ନୂଆଦିଲ୍ଲୀ : ଇସ୍ରାଏଲ-ଆମେରିକା ଏବଂ ଇରାନ୍ ଯୁଦ୍ଧ ୩୫ ତମ ଦିନରେ ପହଞ୍ଚିଛି । ଉଭୟ ପକ୍ଷରେ ଯୁଦ୍ଧ ଜାରି ରହିଛି । ଆମେରିକା ଇରାନର ସବୁଠାରୁ ବଡ଼ ବ୍ରିଜ୍କୁ ଧ୍ବଂସ କରିଦେଇଛି ।  ଏହାରି ମଧ୍ୟରେ ଇରାନ୍ ଇସ୍ରାଏଲର ରାଜଧାନୀ ତେଲ-ଅଭିଭରୁ … Read More

୮୧୬କୁ ବୃଦ୍ଧି ହେବ ଲୋକସଭା ଆସନ, ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗି ଆସୁଛି ସମ୍ବିଧାନ ସଂଶୋଧନ ବିଲ୍

ନୂଆଦିଲ୍ଲୀ: ୮୧୬କୁ ବୃଦ୍ଧି ହେବ ଲୋକସଭା ଆସନ । ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗି ଆସୁଛି ବଡ଼ ବିଲ୍ । ଭାରତୀୟ ସଂସଦରେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି । ଲୋକସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି … Read More

AMAZON ଉପରେ ଇରାନର ଆକ୍ରମଣ !

ଇରାନ୍ : ଗତକାଲି ଇରାନ୍ ଦୁବାଇରେ ଥିବା ଆମେରିକାର ଟେକ୍ କମ୍ପାନୀ ଓରାକଲର ଏକ ଡାଟା ସେଣ୍ଟର ଉପରେ ଆକ୍ରମଣ କରିଥିବା ଦାବି କରିଛି । ଦୁବାଇରେ ଥିବା ଓରାକଲର ଏକ ଡାଟା ସେଣ୍ଟରକୁ ଟାର୍ଗେଟ୍ କରାଯାଇଥିବା ଦାବି କରୁଛି ଇରାନର ସରକାରୀ … Read More

ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ: ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ବର: ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ । ରେଳୱେ ବୋର୍ଡର ନିଷ୍ପତ୍ତି ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା । ରେଳୱେକୁ ନେଇ ତେଜିଲା ରାଜନୀତି । ପ୍ରେସମିଟରେ ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟରେ ଏବେ … Read More

ଚୋର ସହ ଠେଲାପେଲା ବେଳେ ଛାତରୁ ପଡି ଯୁବକ ମୃତ

ଭୁବନେଶ୍ବର: ଭୁବନେଶ୍ବରରେ ଦେଖାଦେଇଛି ଚାଞ୍ଚଲ୍ୟ । ଛାତରୁ ଖସିପଡି ଯୁବକଙ୍କର ହୋଇଛି ମୃତ୍ୟୁ । ନିର୍ମାଣଧୀନ କୋଠାର ଛାତରୁ ପଡି ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ସହିଦନଗର ଥାନା ଅଞ୍ଚଳରେ ଘଟିଛି ଏ ଘଟଣା । ସ୍ଥାନୀୟ ପୋଷ୍ଟ ଅଫିସ ନିକଟରୁ … Read More