ବର୍ତ୍ତମାନ ସ୍ଥିତିରେ ମେଟ୍ରୋ କରିକି ନିଜର ନିର୍ବାଚନ ଚାଲ ଖେଳିବାର କିଛି ଆବଶ୍ୟକ ନାହିଁ

ଭୁବନେଶ୍ୱର ୦୫।୦୪ : ବର୍ତ୍ତମାନ ସ୍ଥିତିରେ ମେଟ୍ରୋ କରିକି ନିଜର ନିର୍ବାଚନ ଚାଲ ଖେଳିବାର କିଛି ଆବଶ୍ୟକ ନାହିଁ । ମେଟ୍ରୋ କରିକି ପ୍ରତିବର୍ଷ ଦୁଇ ହଜାର କୋଟି ଖର୍ଚ୍ଚା କରିବା ପାଇଁ ବର୍ତ୍ତମାନ ସମୟରେ କୌଣସି ଆବଶ୍ୟକତା ହିଁ ନାହିଁ … Read More

ଶାହଙ୍କୁ ମୁଢି ଘାଣ୍ଟ ଏବଂ ମାଂସ କଷା ଖାଇବାକୁ କହିଲା TMC !

କୋଲକାତା, ୦୫/୦୪ : ଖାଦ୍ୟ-ପେୟକୁ ନେଇ ସଦାବେଳେ ପଶ୍ଚିମବଙ୍ଗ ଟର୍ଚ୍ଚାରେ ରହିଥାଏ । ଏଠାରେ ଭଳିକି ଭଳି ସୁସ୍ୱାଦୁ ବ୍ୟଞ୍ଜନ ମିଳେ । ନିରାମିଷ ସହ ଆମିଷର ଅନେକ ଖାଦ୍ୟ ସହଜରେ ମିଳିଯାଏ । ଏବେ ରାଜ୍ୟରେ ନିର୍ବାଚନ ମାହୋଲ ଥିବାରୁ … Read More

ସରକାରଙ୍କୁ ଘେରିଲେ ବିରୋଧୀ, ପଞ୍ଚାୟତ ନିର୍ବାଚନକୁ ନେଇ ସରକାରଙ୍କ ଅଧିକ ଚାଉଳ ନୀତି, ମନ୍ତ୍ରୀ କହିଲେ ଲୋକଙ୍କ ହିତ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର ୦୫।୦୪ :  କ୍ଷୁଧାମୁକ୍ତ ଓଡ଼ିଶା ସ୍ବପ୍ନ ସାକାର କରିବାକୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା । ଏବେ ମାସକୁ ମୁଣ୍ଡ ପିଛା ୫କେଜି ବଦଳରେ ମିଳିବ ୧୦ କେଜି ଚାଉଳ। ଏଥର ମୋଦି ସରକାର ଦେବେ ୫କେଜି ଓ ମୋହନ ସରକାର … Read More

ନାମଲେଖା ପାଇଁ ସଂରକ୍ଷଣ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୦୫/୦୪: ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିୟରିଂ, କୃଷି ଓ ପ୍ରଯୁକ୍ତି ବିଦ୍ୟାଭିତ୍ତିକ ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ କ୍ୟାବିନେଟରେ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ୍, ସବକା … Read More

SEBC ଛାତ୍ର-ଛାତ୍ରୀଙ୍କ ପାଇଁ ସଂରକ୍ଷଣ, ଜୋର ଧରିଲା ରାଜନୀତି

ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତି | ଦୀର୍ଘ ଦିନର ଦାବିକୁ ପୂରଣ କରିଛନ୍ତି ମୋହନ ସରକାର | ଏଣିକି ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ ଛାତ୍ରଛାତ୍ରୀମାନେ ୧୧.୨୫ ପ୍ରତିଶତ ସଂରକ୍ଷଣ ପାଇବେ | ମେଡ଼ିକାଲ, ଇଞ୍ଜିନିଅରିଂ, ଅନ୍ୟାନ୍ୟ … Read More

ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୬୩% ବୃଦ୍ଧି

ନୂଆଦିଲ୍ଲୀ: ବିଗତ ଏକ ବର୍ଷ (୨୦୨୫-୨୬)ରେ ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବ ଆର୍ଥିକ ବର୍ଷରେ ଏହି ପରିମାଣ ୨୩,୬୨୨ କୋଟି ଥିବାବେଳେ ଏଥର ୬୩ ପ୍ରତିଶତ ବୃଦ୍ଧି ପାଇଛି। ଭାରତ ଇତିମଧ୍ୟରେ ଆମେରିକା … Read More

ଇରାନର ପରମାଣୁ ପ୍ଲାଣ୍ଟକୁ ନିଶାଣ

ତେହେରାନ: ଆମେରିକା ଓ ଇସ୍ରାଏଲ ପକ୍ଷରୁ ଶନିବାର ଇରାନର ବୁଶେର ପରମାଣୁ ପ୍ରକଳ୍ପ ନିକଟରେ କ୍ଷେପଣାସ୍ତ୍ର ମାଡ କରାଯାଇଛି। ଫଳରେ ଏହି ପ୍ଲାଣ୍ଟର ଜଣେ ସୁରକ୍ଷା କର୍ମୀ ପ୍ରାଣ ହରାଇଥିବା ଜଣାପଡିଛି। ଆକ୍ରମଣରେ ପ୍ଲାଣ୍ଟର ଏକ କୋଠାଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। … Read More

ଏଥର ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ

ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ସୀମା ସୁରକ୍ଷା ବଳ ( ବିଏସ୍‌ଏଫ୍) କର୍ମଚାରୀମାନେ ଭୋଟ କେନ୍ଦ୍ରରେ ଭୋଟର ପରିଚୟପତ୍ର ଯାଞ୍ଚ କରିବେ। ଏହା ବ୍ୟତୀତ, ମତଦାନ କେନ୍ଦ୍ରରେ ଲାଗିଥିବା ସିସି ଟିଭି କ୍ୟାମେରା ଉପରେ ବି ତୀକ୍ଷ୍‌ଣ ନଜର … Read More

ଆଇନ ପ୍ରଣୟନ ହେବା ସତ୍ତ୍ୱେ ବଦଳିନି ସମାଜର ଚିନ୍ତାଧାରା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ କଠୋର ଆଇନ ପ୍ରଣୟନ କରାଯାଇଛି, କିନ୍ତୁ ପ୍ରକୃତରେ କଣ ପରିସ୍ଥିତି ବଦଳିଛି? ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଏକ ଅତ୍ୟନ୍ତ ଗମ୍ଭୀର ଏବଂ କଟୁ ମନ୍ତବ୍ୟ ଦେଇଛନ୍ତି। କୋର୍ଟ ବିଶ୍ୱାସ କରନ୍ତି ଯେ କେବଳ … Read More

ବିଜେପିରେ ମିଶିବେ ରାଘବ ଚଢା !

ନୂଆଦିଲ୍ଲୀ: ରାଘବ ଚଢା ଆମ ଆଦମୀ ପାର୍ଟି (ଆପ) ଛାଡି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବେ। ଏପରି କଳ୍ପନାଜଳ୍ପନା ବର୍ତ୍ତମାନ ରାଜନୈତିକ ମହଲରେ ଘୂରି ବୁଲୁଛି। ସଞ୍ଜୟ ସିଂହଙ୍କ ପରେ, ସୌରଭ ଭରଦ୍ୱାଜ ଏହି କଳ୍ପନାଜଳ୍ପନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ … Read More