ଆପ୍ ଛାଡ଼ି ବିଜେପିରେ ମିଶିଥିବା ସାଂସଦମାନଙ୍କୁ ଦେଶଦ୍ରୋହୀ କହିଲେ ଭଗବତ ମାନ

ନୂଆଦିଲ୍ଲୀ: ରାଜ୍ୟସଭାରେ ରାଘବ ଚଢ଼ାଙ୍କ ସହ ଆପର ୭ଜଣ ସାଂସଦ ବିଜେପିରେ ମିଶିବା ଘୋଷଣା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେପି ପଞ୍ଜାବ ବାସୀଙ୍କ ପ୍ରତି ବିଶ୍ୱାସଘାତ କରିଛି। ଶରଦ ପାୱାରଙ୍କ ଶିବସେନା … Read More

ବୈଧ ବାସସ୍ଥାନ ପ୍ରମାଣପତ୍ର ବିନା କରି ହେବନି ଆଧାର କାର୍ଡରେ ଠିକଣା ଅପଡେଟ୍

ନୂଆଦିଲ୍ଲୀ : ବୈଧ ବାସସ୍ଥାନ ପ୍ରମାଣପତ୍ର ବିନା ଆଧାର କାର୍ଡରେ ଠିକଣା ଅପଡେଟ୍ କରି ହେବ ନାହିଁ। ଫଳରେ ବ୍ୟାଙ୍କିଂ କାର୍ଯ୍ୟ ସମେତ ବିଭିନ୍ନ କାର୍ଯ୍ୟ ଠପ୍ ହୋଇଯାଏ। ସରକାରୀ ଯୋଜନାର ଲାଭ ପାଇବା ମଧ୍ୟ କଷ୍ଟକର ହୋଇପଡ଼େ। ଏହି ସମସ୍ୟାର … Read More

ଆପ୍ ରାଜନୀତିରେ ଝଡ଼, ବିଜେପିରେ ମିଶିଲେ ୭ ସାଂସଦ

ନୂଆଦିଲ୍ଲୀ : ଆପ୍ ରାଜନୀତିରେ ଝଡ଼ । ଆମ ଆଦମୀ ପାର୍ଟିର ବଡ଼ ଧରଣର ବିଭାଜନ । ବିଜେପିରେ ମିଶିଲେ AAPର ୭ ସାଂସଦ! । ବିଜେପିକୁ ଯାଇଥିବା ୭ ସାଂସଦମାନେ ହେଲେ ରାଘବ ଚଢ଼ା, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ହରଭଜନ … Read More

ମନ୍ତ୍ରୀ ଓ ବିଧାୟକଙ୍କ କଟିବ ଅଧା ଦରମା, ତେଲଙ୍ଗାନା ସରକାରଙ୍କ ଐତିହାସିକ ନିଷ୍ପତ୍ତି !

ତେଲଙ୍ଗାନା : ତେଲଙ୍ଗାନା ସରକାରଙ୍କ ବଡ଼ ନିଷ୍ପତ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ମନ୍ତ୍ରୀ ଏବଂ ବିଧାୟକଙ୍କ ଅଧା ଦରମା କାଟି ଦିଆଯିବ । ରାଜ୍ୟର ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ପେନସନ ଦେବା ପାଇଁ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ତେଲଙ୍ଗାନା କ୍ୟାବିନେଟ … Read More

ଗଙ୍ଗାରେ ନୌକାବିହାର କଲେ ପ୍ରଧାନମନ୍ତ୍ରୀ, ଉଠାଇଲେ ବିଦ୍ୟାସାଗର ସେତୁ ଏବଂ ହାୱଡା ବ୍ରିଜର ଫଟୋ

କୋଲକତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିବା ପରେ କୋଲକତାରେ ହୁଗୁଳୀ ନଦୀରେ ସମୟ ଅତିବାହିତ କରିଛନ୍ତି । ହୁଗୁଳୀ ନଦୀରେ ନୌକାବିହାର କରିବା ସହିତ ଫଟୋ ଉଠାଇଛନ୍ତି । ହାତରେ କ୍ୟାମେରା ଧରି ବିଦ୍ୟାସାଗର … Read More

ଓଲଟିଲା ନାଇଟ୍ରୋଜେନ ଭର୍ତ୍ତି ଟ୍ୟାଙ୍କର, ଗ୍ୟାସ୍ ଲିକ୍ ନେଇ ଲୋକେ ଭୟଭୀତ

ନୂଆଦିଲ୍ଲୀ : ଦିଲ୍ଲୀ-ଡେରାଡୁନ ଏକ୍ସପ୍ରେସ ଓେ୍ବରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ନାଇଟ୍ରୋଜେନ ଗ୍ୟାସ୍ ଭର୍ତ୍ତି ଏକ ଟ୍ୟାଙ୍କର ପଛରୁ ଆସୁଥିବା ଟ୍ରକକୁ ଧକ୍କା ଦେବାରୁ ଗ୍ୟାସ୍ ଲିକ୍ ହେଉଛି । ଏଥିପାଇଁ ରାସ୍ତାରେ ଯାଉଥିବା ଯାତ୍ରୀ ଭୟଭୀତ ହୋଇଛନ୍ତି । ୟୁପି-ଉତ୍ତରାଖଣ୍ଡ … Read More

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ତାଙ୍କ ପରିବାରକୁ ହତ୍ୟା ଧମକ, ଜଣେ ଗିରଫ

ମୁମ୍ବାଇ : କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ମିଳିଛି ଧମକ । ଧମକ ମିଳିବା ପରେ ନାଗପୁର ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ମାମଲା ଦାୟର କରି ତାଙ୍କୁ ଗିରଫ କରିଛି । ପୋଲିସ କହିବା ମୁତାବକ, ଅଖିଳ … Read More

ଡମ୍ପର-ବୋଲେରୋ ଧକ୍କା, ୩ ମୃତ, ୫ ଗୁରୁତର

ରାଜସ୍ଥାନ : ରାଜସ୍ଥାନ ଚୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡମ୍ପର ଏବଂ ବୋଲେରୋ ଧକ୍କା ହେବା ପରେ କାରରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଫଳରେ ଗାଡ଼ିରେ ଥିବା ୩ ଜଣଙ୍କ ଲୋକଙ୍କ ଜୀବନ ଚାଲିଯାଇଥିଲା । ବିଳମ୍ବିତ ରାତିରେ … Read More

ଇରାନ ବିରୋଧରେ ସୁଟ ଆଣ୍ଡ କିଲ ପାଇଁ ଅର୍ଡର ଦେଲେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଇରାନ ବିରୋଧରେ ଟ୍ରମ୍ପଙ୍କ ଭୟଙ୍କର ନିର୍ଦ୍ଦେଶ । ସୁଟ ଆଣ୍ଡ କିଲ ପାଇଁ ଅର୍ଡର ଦେଲେ ଆମେରିକା ରାଷ୍ଟ୍ରପତି । ଇରାନୀ ତେଲ ଟ୍ୟାଙ୍କର ଉପରେ ଆମେରିକାର ଚଢ଼ାଉ । ଇରାନରୁ ତେଲ ଚୋରା ଚାଲାଣ ରୋକିବାକୁ ଭାରତ ମହାସାଗରରେ ଆମେରିକା … Read More

ଓଲଟିଲା ତୀର୍ଥଯାତ୍ରୀ ବସ୍; ଅନେକ ଆହତ

ବାଲେଶ୍ବର: ଓଲଟିଲା ତୀର୍ଥଯାତ୍ରୀ ବସ୍ , ଏକାଧିକ ଆହତ ହୋଇଛନ୍ତି । ବସଟି କୋଲକାତାରୁ ଭୁବନେଶ୍ବର ଯାଉଥିବାବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା । ବାଲେଶ୍ବର ଶେରଗଡ଼ ରୟାଲ ହୋଟେଲ ସମ୍ମୁଖରେ ଦୁର୍ଘଟଣା ଘଟିଛି । ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି … Read More