ମର୍ଣ୍ଣିଂ ଗ୍ଲୋରି ପବ୍ଲିକ୍ ସ୍କୁଲର ୧୮ତମ ବାର୍ଷିକ ଉତ୍ସବ ‘ଗ୍ଲୋରିଆଲ୍-୨୦୨୫-୨୬’ ଅନୁଷ୍ଠିତ
ଚନ୍ଦକା : ଭୁବନେଶ୍ୱର ସୁନ୍ଦରପୁର ସ୍ଥିତ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ମର୍ଣ୍ଣିଂ ଗ୍ଲୋରି ପବ୍ଲିକ୍ ସ୍କୁଲ’ ପରିସରରେ ବିଦ୍ୟାଳୟର ୧୮ତମ ବାର୍ଷିକ ଉତ୍ସବ “ଗ୍ଲୋରିଆଲ୍-୨୦୨୫-୨୬” ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି । ଶିକ୍ଷା, ସଂସ୍କୃତି ଓ ସଫଳତାର ଏହି ମହାମିଳନରେ ବହୁ … Read More
