୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଗୃହରେ ଉପସ୍ଥିତ ରହିବେ ସମସ୍ତ ସାଂସଦ

ନୂଆଦିଲ୍ଲୀ: ବିଜେପି ଆଗାମୀ ସ୍ୱତନ୍ତ୍ର ସଂସଦ ଅଧିବେଶନକୁ ନେଇ ଏହାର ସମସ୍ତ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି। ଦଳ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ୩ ଦିନିଆ ହ୍ୱିପ୍ ଜାରି କରିଛି। ୧୬ ଏପ୍ରିଲରୁ ୧୮ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ … Read More

ଦିବ୍ୟାଙ୍ଗଙ୍କଠାରୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ

ନୂଆଦିଲ୍ଲୀ: ଓଡ଼ିଶା ରାଜ୍ୟ ଗୃହ ବିଭାଗରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଥିବା ଜଣେ ଆଇଏଏସ୍ ଅଧିକାରୀ ଜଣେ ବ୍ୟକ୍ତିଙ୍କୁ ଜମି ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଏବଂ ପରେ ତାଙ୍କୁ ହତ୍ୟା ଧମକ ଦେଇ ୯୫ ଲକ୍ଷ ଠକେଇ କରିଥିବା … Read More

ଗାୟିକା ଆଶା ଭୋସଲେଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ମୃତ୍ୟୁ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ରାଜନୈତିକ ନେତାମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ … Read More

ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ‘ବନ୍ତାରା ବିଶ୍ୱବିଦ୍ୟାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ

ନୂଆଦିଲ୍ଲୀ: ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ନୂଆ ଯୁଗ ।  ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ‘ବନ୍ତାରା ବିଶ୍ୱବିଦ୍ୟାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ ।  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ‘ଭନ୍ତାରା ବିଶ୍ୱବିଦ୍ୟାଳୟ’ର ଭିତ୍ତିପ୍ରସ୍ତର ସ୍ଥାପନ କରି ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ପଶୁ … Read More

ବଲିଉଡର ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ପରଲୋକ, ୯୨ ବର୍ଷ ବୟସରେ ଆଖି ବୁଜିଲେ

ନୂଆଦିଲ୍ଲୀ: ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ପରଲୋକ । ପରଲୋକ ନେଇ ସୂଚନା ଦେଲେ ପୁଅ ଆନନ୍ଦ ଭୋସଲେ । ୯୨ ବର୍ଷ ବୟସରେ ଆଖି ବୁଜିଲେ ଆଶା ଦିଦି । ଗତକାଲି ଏପ୍ରିଲ ୧୧ ଶନିବାର ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ … Read More

ଯମୁନା ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି, ଏଯାଏଁ ୫ ନିଖୋଜ ; ଠିକାଦାର ଓ ନାବିକ ଗିରଫ

ଉତ୍ତରପ୍ରଦେଶ : ମଥୁରା ବୃନ୍ଦାବନର କେଶି ଖାଟରେ ଯମୁନା ନଦୀରେ ଡଙ୍ଗା ବୁଡିବା ଯୋଗୁଁ ଏଯାଏଁ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ପଞ୍ଜାବ ଲୁଧିଆନାରୁ ଆସିଥିବା ଶ୍ରଦ୍ଧାଳୁ ଯମୁନାରେ ପରିକ୍ରମା କରୁଥିବା ବେଳେ ଡଙ୍ଗାଟି ବୁଡ଼ିଯାଇଥିଲା । ଘଟଣା ପରେ ସମଗ୍ର … Read More

ଟାୟାର ବଦଳୁଥିବା ବେଳେ ମାଡ଼ିଗଲା ଟ୍ରକ, ୫ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଡିଣ୍ଡୋରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଠିଆ ହୋଇଥିବା ପାଞ୍ଚ ଜଣ ଲୋକଙ୍କୁ ଧକ୍କା ଦେଇଥିଲା ଟ୍ୟାଙ୍କର୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ଦୁଇଜଣ ବ୍ୟକ୍ତି ପ୍ରାୟ … Read More

ଶାନ୍ତି ଆଲୋଚନା ବିଫଳ, ଅଡୁଆ ହେଲା ଆଣବିକ ସର୍ତ୍ତ

ନୂଆଦିଲ୍ଲୀ : ଅଡୁଆ ହେଲା ଆଣବିକ ସର୍ତ୍ତ । ଆମେରିକା-ଇନାର ଆଲୋଚନା ବିଫଳ । ଆମେରିକା ସର୍ତ୍ତ ମାନିଲାନି ଇରାନ । ଇସଲାମାବାଦରେ ୨୧ ଘଣ୍ଟାର ଆଲୋଚନାରୁ ବାହାରିଲାନି ନିଷ୍କର୍ଷ । ଖାଲି ହାତରେ ଫେରିଲା ଆମେରିକା । ଆମେରିକା ଉପରାଷ୍ଟ୍ରପତି ଜେଡି … Read More

ମଣ୍ଡିରେ ଧାନରୁ ହେଲାଣି ଗଛ; ଆସୁନାହାନ୍ତି ମିଲର

ବାସୁଦେବପୁର : ଚାଷ ଓ ଚାଷୀଙ୍କ ପାଇଁ ସରକାରୀ ଘୋଷଣା ଏବେ ସାତସପନ ପାଲଟିଛି। ମିଲରଙ୍କ ମନମାନୀ ଓ ଅଘୋଷିତ କଟନିଛଟନି ପାଇଁ ନାକେଦମ ହେଲେଣି ଚାଷୀ। କେତେକ ଚାଷୀଙ୍କ ଧାନ ଏଯାବତ ମଣ୍ଡିରେ ପଡି ରହିଛି। କାଳବୈଶାଖୀ ପ୍ରଭାବରୁ ହୋଇଥିବା … Read More

ବାହାର ରତ୍ନଭଣ୍ଡାର ଦ୍ୱିତୀୟ ପର୍ଯ୍ୟାୟ ଗଣତି ଶେଷ; ୧୯୭୮ ତାଲିକା ତୁଳନାରେ ମିଳିଲା ଅଧିକ ଅଳଙ୍କାର

ପୁରୀ: ଗଣତିମଣତିର ଦ୍ୱିତୀୟ ପର୍ଯ୍ୟାୟ ଚତୁର୍ଥ ଦିନରେ ଶନିବାର କଡ଼ା ସୁରକ୍ଷା ମଧ୍ୟରେ ବାହାର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀ ଗଣତି କାର୍ଯ୍ୟ ଶେଷ ହୋଇଛି। ୧୯୭୮ତାଲିକାରେ ବାହାର ରତ୍ନ ଭଣ୍ଡାରରେ ମୋଟ ୧୧୮ଟି ଅଳଙ୍କାର ରହିଥିବା ବେଳେ … Read More