୭ ସାଇବର ଲୁଟେରାଙ୍କୁ ବାନ୍ଧିଲା କଟକ ପୁଲିସ

କଟକ: ସାଇବର ପୁଲିସକୁ ବଡ଼ ସଫଳତା । ସାଇବର ପୁଲିସ ହାତରେ ଧରା ପଡ଼ିଲେ ୭ଜଣିଆ ଲୁଟେରା ଗ୍ୟାଙ୍ଗ । ଦିନକୁଦିନ ବଢୁଥିବା ସାଇବର ଅପରାଧରେ କଠୋର ହୋଇଛି ସାଇବର ପୁଲିସ । କଟକ ସାଇବର ପୁଲିସକୁ ବଡ ସଫଳତା ମିଳିଛି … Read More

ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହୋଇ ନବୋଦୟ ବିଦ୍ୟାଳୟରେ ବ୍ୟାପିଥିଲା ଜଣ୍ଡିସ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଖୋର୍ଦ୍ଧା : ସାମ୍ନାକୁ ଆସିଲା ଖୋର୍ଦ୍ଧା ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବାର କାରଣ । ସ୍କୁଲ୍ ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହୋଇଥିଲା । ସେହି ପାଣି ବ୍ୟବହାରରୁ ଛାତ୍ରଙ୍କୁ ଜଣ୍ଡିସ ବ୍ୟାପିଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ … Read More

ମାର୍ଚ୍ଚ ୨୬ ବା ଏପ୍ରିଲ ୮ରେ ମହମ୍ମଦ ମୋକିମଙ୍କ ନୂଆ ରାଜନୈତିକ ଦଳ ଘୋଷଣା !

କଟକ : ଜାନୁଆରୀରେ ଘୋଷଣା ହେବନି ମହମ୍ମଦ ମୋକିମଙ୍କ ନୂଆ ରାଜନୈତିକ ଦଳ ।  ମାର୍ଚ୍ଚ ୨୬ ବା ଏପ୍ରିଲ ୮ ତାରିଖରେ ଘୋଷଣା ହୋଇପାରେ। ଦଳର ନାଁ କଣ ରହିବ ସେ ନେଇ ବିଚାର ବିମର୍ଶ ଚାଲିଛି। ନୂଆ ଦଳ ଗଠନ … Read More

ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଆହତଙ୍କୁ ମିଳିବ ସର୍ବୋତ୍ତମ ଚିକିତ୍ସା

ରାଉରକେଲା: ରାଉରକେଲାରେ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିବା ସୋସିଆଲ ମିଡିଆ X ରେ ସୂଚନା ଦେଇଛନ୍ତି । … Read More

ଗୁଣି ସନ୍ଦେହରେ ହତ୍ୟା, ୩ ଗିରଫ

ରାଇକିଆ : କନ୍ଧମାଳ ଟିକାବାଲି ଥାନା ଚୂନାପଡ଼ା ଜଙ୍ଗଲରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ମାମଲାର ତଦନ୍ତ କରି ୩ ଅଭଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଖଜୁରୀପଡ଼ା ଥାନା ଖଲିବେର୍ଣ୍ଣାର ପ୍ରକାଶ ହଂସ, ମୁକେଶ … Read More

ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ମାଫିଆ ସମେତ ୩ ମୃତ

ରେଢ଼ାଖୋଲ:  ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର । ଗୋରୁ ମାଫିଆ ସମେତ ୩ ମୃତ । କଣ୍ଟେନରରୁ ୩୨ ଗୋରୁଙ୍କ ମୃତ୍ୟୁ ହୋଇଛି । କଣ୍ଟେନରଟି ବୌଦ୍ଧରୁ ରେଢ଼ାଖୋଲ ଆଡ଼କୁ ଆସୁଥିଲା । ରେଢ଼ାଖୋଲ-ବୌଦ୍ଧ ରାସ୍ତାର … Read More

ଚାଷୀଙ୍କ ଜମାଖାତାରୁ କୋଟିଏ ଟଙ୍କା ହଡପ, ବ୍ୟାଙ୍କର ଆଗରେ ଆନ୍ଦୋଳନ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲାରେ ଆଳିରେ ଚାଷୀଙ୍କ ଜମାଖାତାରୁ କୋଟିଏ ଟଙ୍କା ହଡପ ଅଭିଯୋଗ । କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଗରେ ଶତାଧିକ ଚାଷୀଙ୍କ ଆନ୍ଦୋଳନ । ଆଳି ଥାନାରେ ବ୍ୟାଙ୍କ ମ୍ୟାନେଜରଙ୍କ ନାଁରେ ଦେଲେ ଏତଲା । ଆଳି ସ୍ଥିତ କଟକ … Read More

OSSC ଆଗରେ ସାରା ରାତି ଧାରଣାରେ ବସିଲେ ଜେଇ ପରୀକ୍ଷାର୍ଥୀ

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଶୀତ । ରାଜଧାନୀର ଶୀତୁଆ ରାତିରେ ଖୋଲା ଆକାଶ ତଳେ ଶୀତ କାକରରେ ପଡି ରହିଛନ୍ତି ଜେଇ ପରୀକ୍ଷର୍ଥୀ। CTSRE–2024 କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟା ଏପର୍ଯ୍ୟନ୍ତ ଅଟକି ରହିଛି । OSSC ଦ୍ୱାରା ଜେଇ ପ୍ରିଲିମିନାରୀ … Read More

ସମ୍ବଲପୁରରେ ଅତ୍ୟାଧୁନିକ ବସ ଟର୍ମିନାଲ ସହ ୨୫ ଇ-ବସ୍‌ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ସମ୍ବଲପୁରବାସୀଙ୍କ ଗମନାଗମନକୁ ସୁଗମ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୨୫ଟି ନୂଆ ଇ-ବସ୍‌ର  ଶୁଭାରମ୍ଭ କରିବା ସହିତ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍‌ର ବ୍ୟବସ୍ଥା କରାଯିବ ବୋଲି ଘୋଷଣା … Read More

ଜରୁରୀ ଅବତରଣ ବେଳେ ବିମାନ ଦୁର୍ଘଟଣା: ପାଇଲଟଙ୍କ ସହ ୬ ଆହତ

ରାଉରକେଲା:ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା। ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା ବିମାନ । ଜରୁରୀ ଅବତରଣ ବେଳେ ବିମାନ କ୍ରାସ୍ ହୋଇଛି । ଜଲଦା ଏ ବ୍ଲକରେ ଛୋଟ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟଙ୍କ ସହ ୬ ଆହତ … Read More